ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କଲେ ଗଣ୍ଡାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର ୨୦୨୫ ବର୍ଷର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି । ଶ୍ରୀଜାର ବୟସ ୩ ବର୍ଷ ହେଲେ ମଧ୍ୟ ତୁଳସୀ ଦୁଇ ପତ୍ରରୁ ବସିଲା ପରି ସେ ଅନେକ କ୍ଷେତ୍ରରେ!-->…
Read More...
Read More...