ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ : କ୍ଷତିପୂରଣ ଦାବି କଲେ ଚାଷୀ
କେନ୍ଦୁଝର : କେନ୍ଦୁଝରର ସୋମଗିରି ନିକଟରେ ଥିବା ପିଛୁଳାବେଡା ଗାଁରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ୩ଜଣଙ୍କ ଘର ଭାଙ୍ଗିବା ସହିତ ଚାଷଜମିକୁ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ବୁଧବାର ରାତିରେ ହାତୀପଲ ପିଛୁଳାବେଡା ଗାଁରେ ପଶି ପୁରୁଷୋତ୍ତମ ମହାକୁଡ, କୁଳମଣି ପରିଡ଼ାଙ୍କର ୩ଟି!-->…
Read More...
Read More...