Yearly Archives

2025

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଶୁଆରୋଗ୍ୟ କାମନା ନିମନ୍ତେ ବଣାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଜନମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ସ୍ଥିତ କୋକିଳାବେନ ଚିକିତ୍ସାଳୟରେ ଅସ୍ତ୍ରପୋଚାର ହୋଇଯାଇଛି । ଏହି ପରିପେଖିରେ ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆସୁଆରୋଗ୍ୟ କାମନା ନିମନ୍ତେ ବିଜୁ ଜନତା ଦଳର ନିଦ୍ଦେଶ କ୍ରମେ ଏବଂ
Read More...

ଆଞ୍ଚଳିକ ବିକାଶମଞ୍ଚ ପକ୍ଷରୁ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଞ୍ଚଳିକ ବିକାଶ ମଞ୍ଚ (ଟ୍ରଷ୍ଟ) ତତ୍ତ୍ଵାବଧାନରେ ପଞ୍ଚାୟତସ୍ତରୀୟ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିର ଶନିବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋପାଳପୁର, କଣମଣା, ଆର୍ଜିପଲ୍ଲୀ
Read More...

ଡେଲାଙ୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋଗ କେବଳ ଏକ ବ୍ୟାୟାମ ନୁହେଁ । ଏହା ଶରୀର ଏବଂ ମନ ସହିତ ନିଜକୁ ସଶକ୍ତ କରିବାର ଏକ ପଦ୍ଧତି । ଆଜିର ଜୀବନ, ​​ଯାହା ଏତେ ଦ୍ରୁତ ଗତିରେ ଚାଲିଛି, ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ସେମାନଙ୍କର ଦୈନନ୍ଦିନ ଅଭ୍ୟାସରେ ସାମିଲ କରିବା ଉଚିତ । ୨୧ ଜୁନ ୨୦୨୫ର
Read More...

କଂଗ୍ରେସର ସମ୍ବିଧାନ ବଂଚାଓ ସମାବେଶ

ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସମ୍ବିଧାନ ସୁରକ୍ଷିତ ରହିବା ନିହାତି ଜରୁରୀ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ଜନତାଙ୍କ ଅଧିକାରକୁ କଂଗ୍ରେସ ସର୍ବାଗ୍ରେ ଗୁରୁତ୍ୱ ଦେଇଥାଏ । ଲୋକଙ୍କ ଅଧିକାର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ଦେଶ ସମ୍ବିଧାନ ସୁରକ୍ଷିତ ରହିବ ।
Read More...

କଂଗ୍ରେସର ସମ୍ବିଧାନ ବଂଚାଅ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳି କଂଗ୍ରେସ ପକ୍ଷରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଣ୍ଡବାହାଲ ଗ୍ରାମରେ ଗତ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଜିଲ୍ଲା କିଶାନ କଂଗ୍ରେସ
Read More...

ଜାମଗାଁ ହାଇସ୍କୁଲର ପ୍ରାଚୀର ପତ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ର “ଆମ ଲେଖା ଆମ ଚିତ୍ର” ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଏସ୍‌ଏମ୍‌ସି ସଭ୍ୟ ପୁରୁଷୋତ୍ତମ ଗୁରହାଣ୍ଡିଙ୍କ ସ୍ୱହସ୍ତରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ
Read More...

ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପର୍ଥଲ୍ଲା ଗ୍ରାମ ପଂଚାୟତର ଫଲସାପଦର ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱା.ସି.ଡି.ଏ. (ବଲାଙ୍ଗିର) ଓ ଦେଶାଇ ଫାଉଣ୍ଡେସନ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ସୋନପୁର ମିଳିତ ଆନୁକୁଲ୍ୟରେ ଚକ୍ଷୁ
Read More...

ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ହୋଟେଲ ପାର୍କ ଲ୍ୟାଣ୍ଡଠାରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ
Read More...

ଆଜି କେସିଙ୍ଗା ହରତାଳର ପଞ୍ଚମ ଦିନ ଅହିଂସା ମାର୍ଗରେ

କେସିଙ୍ଗା, (ପ୍ରୀତେଶ ପଟେଲ) : ସଚେତନ ନାଗରିକ ମଞ୍ଚ, କେସିଙ୍ଗା ଦ୍ୱାରା ଦଶ ଦଫା ଦାବି ନେଇ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି, କିନ୍ତୁ ଏପର୍ଯ୍ୟନ୍ତ ସମାଧାନର କୌଣସି ସଙ୍କେତ ମିଳିନାହିଁ । ତଥାପି, ଆନ୍ଦୋଳନ ପ୍ରତି ସମର୍ଥନରେ ନିରନ୍ତର
Read More...

ଟିକାବାଲିରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି । କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ୫ ଜଣ ସଦସ୍ୟ । ଗୋପାଳପୁରଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର
Read More...