ଶ୍ରମଶକ୍ତି ମହାବିଦ୍ୟାଳୟ ରେଡକ୍ରସର କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ନୂଆଟୋଲି, ବ୍ରାହ୍ମଣମରା ଠାରେ ଏକ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଉକ୍ତ ଗ୍ରାମର ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର ଓ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ରେଡକ୍ରସ!-->…
Read More...
Read More...