ଶତାୟୁ ମହିଳାଙ୍କ ପରଲୋକ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ପଂଚାୟତ ଅନ୍ତର୍ଗତ ହଳଦୀ ଗ୍ରାମର ଧର୍ମପ୍ରାଣା ଶତାୟୁ ମହିଳା ପଦ୍ମାବତୀ ଠାକୁରଙ୍କ ପରଲୋକ ହୋଇଯାଇଛି । ସେ ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହେଉଥିଲା ।!-->…
Read More...
Read More...