Yearly Archives

2025

ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୪, ୨୦୨୫) ଭୁବନେଶ୍ୱର ଏମ୍ସର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଗତ ୧୨ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ଖୁସିର
Read More...

ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଧୀନରେ ମହାରାଷ୍ଟ୍ରର ଘନସୋଲି ଏବଂ ଶିଲଫାଟା ମଧ୍ୟରେ ୨୧ କିଲୋମିଟର ଲମ୍ବା ସମୁଦ୍ର ତଳ…

ଭାରତ-ଜାପାନ ସହଭାଗୀତା ଅଧୀନରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ଅତ୍ୟାଧୁନିକ ଇ-୧୦ ଶିଙ୍କାନସେନ୍ ଟ୍ରେନ୍ ବ୍ୟବହାର କରାଯିବଭାରତ ଏବଂ ଜାପାନରେ ଏକକାଳୀନ ଚାଲୁ ହେବ ଇ-୧୦ ଶିଙ୍କାନସେନ୍ ଟ୍ରେନ ନୂଆଦିଲ୍ଲୀ, (ପିଆଇବି) : ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ
Read More...

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା : ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ଜଣକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସୋମବାର ଏମସ ସମାବର୍ତ୍ତନ ଉତ୍ସବକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମ ସାରି ବର୍ଣ୍ଣ ୟୁନିଟ ଯାଇ
Read More...

ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି
Read More...

ଡେଲାଙ୍ଗର ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ହେତୁ ଡେଲାଙ୍ଗର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପବିତ୍ର ଦୟାନଦୀ ନଦୀରୁ ଜଳ ଆଣି ବାଲିରେ ଲିଙ୍ଗ ସ୍ଥାପନା କରି ମହାଦେବଙ୍କୁ ଆବାହନ କରି ଫୁଲ, ଚନ୍ଦନ, ବେଲପତ୍ର, ପାନପତ୍ର, ଗୁଆ,
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିରଠାରେ ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିରଠାରେ ଚଳିତ ବର୍ଷ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଘେଁସ ବନାଞ୍ଚଳ ସର୍ଗିବାହାଲ ବନବିଭାଗର ଫରେଷ୍ଟ
Read More...

ରୋଟାରି ଏଲିଟର ୧୪ତମ ଅଧିଷ୍ଠାନ ଦିବସ ପାଳିତ

ରୋଟାରି ୨୦୨୫-୨୬ ବର୍ଷପାଇଁ ଦର୍ଶନ ଭମର ସଭାପତି ଓ ଭାବେଶ ପଟେଲ ସମ୍ପାଦକ ଭାବରେ ଶପଥ ନେଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ହୋଟେଲ ସରୋଜିନୀ ରେସିଡେନ୍ସିରେ ରୋଟାରି ଏଲିଟର ୧୪ତମ ଅଧିଷ୍ଠାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ
Read More...

ଏଫଏମ୍‌ ଛାତ୍ରୀ ଘଟଣା ପାଇଁ ନ୍ୟାୟ ଦାବିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଗେଟ୍‌ ସାମ୍ନାରେ ବିକ୍ଷୋଭ କଲେ ବଲାଙ୍ଗିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫଏମ୍‌ କଲେଜ, ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ବଲାଙ୍ଗିର ଗେଟ୍‌ ସାମ୍ନାରେ ଦୃଢ ଭାବରେ ବିକ୍ଷୋଭ ପ୍ରଦର୍ଶନ କଲା ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ (ଏନ୍‌ଏସ୍‌ୟୁଆଇ) । ଏହି ବିକ୍ଷୋଭର
Read More...

ୱାକୋ ଓଡିଶା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ୧୧ ଜୁଲାଇରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ୱାକୋ ଓଡିଶା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ଚମ୍ପିୟାନସିପରେ ବଲାଙ୍ଗିର ଜିଲ୍ଲା ଆମେଚ୍ୟୁର କିକ୍‌ ବକ୍ସିଂ ଦଳର ସଫଳତା ମିଳିଛି । ସଂଘର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠଙ୍କ
Read More...

ଗରିମା ପରିବାରର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁପାଲୀ ଆନନ୍ଦ ଧାମଠାରେ ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଡ଼ାକ୍ତର ଗୋପାଳଚନ୍ଦ୍ର ରାୟ ଯୋଗଦେଇ ପ୍ରାୟ ୫୦ ଜଣଙ୍କର
Read More...