Yearly Archives

2025

ରାଜେନ୍ଦ୍ର ଏକ୍ସପେରିମେଣ୍ଟ ଫାର୍ମକୁ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ପାରମ୍ପାରିକ ଧାନ ଏବଂ ପୋଷକତତ୍ଵ ଧାନର କ୍ଷେତ୍ର ପରିଦର୍ଶନକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ
Read More...

“ଅଞ୍ଚଳର ବିକାଶରେ ପର୍ଯ୍ୟଟନର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର

ପର୍ଯ୍ୟଟନର ବିକାଶ ହେଲେ ନିଯୁକ୍ତି ସୃଷ୍ଟି ହୋଇ ଅର୍ଥନୈତିକ ବିକାଶ ହୋଇଥାଏ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଅବସରରେ ଅଞ୍ଚଳର ବିକାଶରେ
Read More...

ତେନ୍ତୁଳିଗଛକୁ ବଜ୍ରପାତ : ଘର ଉପରେ ପଡିଲା ଗଛ

ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡି.କର୍ଲ୍ଲାଖୁଣ୍ଟା ଗ୍ରାମରେ ଅଜି ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଥିଲା । ଏତିକି ବେଳେ ଏକ ବିରାଟକାୟ ତେନ୍ତୁଳି ଗଛକୁ ବଜ୍ରପାତ ହୋଇଥିଲା । ଫଳରେ ଗ୍ରାମର ସୁଶାନ୍ତ
Read More...

ଖପ୍ରାଖୋଲରେ ସାଇବର ସଚେତନତା ଝଡ଼ : ଠକେଇ ବିରୋଧରେ ଜାଗୃତ ହେଲା ଯୁବପିଢ଼ି ଓ ଜନମନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସଙ୍କ ଅଭିନବ ପଦକ୍ଷେପ । ଡିଜିଟାଲ ଯୁଗରେ ସଚେତନ ସମାଜ ଗଠନ ପାଇଁ “ସାଇବର ସୁରକ୍ଷା ଅଭିଯାନ ୨୦୨୫” ଶନିବାର ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମର
Read More...

ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଟାଟା ଷ୍ଟିଲ, ମେରାମଣ୍ଡଳି ଏବଂ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ପଠାଣି ସାମନ୍ତ
Read More...

ଲାଇବ୍ରେରୀ ବଣ୍ଟନ ସକାଶେ ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରାଥମିକ ବିଦ୍ୟାଳୟଠାରେ ନଅଗାଁ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ପଲ୍ଲୀ ଆଲୋକ ପାଠାଗାରର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଲାଇବ୍ରେରୀ ବଣ୍ଟନ ବ୍ୟବସ୍ଥା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବରଗଡ ଭଟଲୀ ଛକ ରାଣାପ୍ରତାପ ସ୍କୁଲ ପାଖ ଓଭର ବ୍ରିଜଠାରେ ଆଜି ଭୋର ସକାଳ ପ୍ରାୟ ୪ଟା ବେଳେ ପୁଣି ଏକ ଦୁର୍ଘଟଣା

ବରଗଡ, (ମୁନ୍ନା ସାହୁ) : ବରଗଡ ଭଟଲି ଛକ ରାଣାପ୍ରତାପ ସ୍କୁଲ ପାଖ ଜାତୀୟ ରାଜପଥ ଓଭରବ୍ରିଜ୍‌ଠାରେ ଆଜି ଭୋର ସକାଳ ପ୍ରାୟ ୪ଟା ବେଳେ ପୁଣି ଏକ ଦୁର୍ଘଟଣା ଘଟିଛି । ଏକ ଆପାଚେ ବାଇକରେ ସମ୍ବଲପୁର ପଟୁ ଆସୁଥିବା ତିନି ଯୁବକ ଜାତୀୟ ରାଜପଥଠାରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଓଡ଼ି୧୭ ଜେ
Read More...

କପିଲାଭଟାରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଚାଲିଥିବା ୩ୟ ତମ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସହଦେବ ବନ୍ଧରୁ ବିରାଟ ଶୋଭାଯାତ୍ରାରେ ବାହାରି ପୂର୍ଣ୍ଣକଳସ ଆଣି ପୂଜା
Read More...

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାବିତ ତଥା ସମାଜସେବୀ ଓ ଜ୍ୟୋତିର୍ବିଦ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଗାନ୍ଧୀନଗର, ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାମାନନ୍ଦ ସାଗର କୃତ 'ରାମାୟଣ'ର ସୀତା ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା
Read More...

ହିନ୍ଦ୍‌ ମଜଦୁର ସଭାପତି ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରଲୋକରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା କେବଳ ନୁହେଁ ସାରା ଦେଶର ଅନ୍ୟତମ ସଂଗ୍ରାମୀ ସମାଜବାଦୀ ସଙ୍ଗଠକ, ଚିନ୍ତକ, ପ୍ରଖ୍ୟାତ ଶ୍ରମିକ ନେତା ତଥା ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଶୁକ୍ରବାର ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ
Read More...