Yearly Archives

2025

ଗୋପାଳପୁର ବେଳାଭୂମିଠାରେ ବୁଧବାର ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମିଠାରେ ବୁଧବାର ରାସପୂର୍ଣ୍ଣିମା ଠାରୁ ତିନିଦିନିଆ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ମଙ୍ଗଳବାର ଗୋପାଳପୁର
Read More...

ଲାଂଚ ନେବାବେଳେ ୨ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ବରଗଡ଼, (ମୁନ୍ନା ସାହୁ) ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ବରଗଡ଼ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଞ୍ଚ ନେବା ବେଳେ ୨ ଜଣଙ୍କୁ ବନ୍ଧିଲା ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡିଲେ ଜଣେ ଆକାଉଣ୍ଟାଣ୍ଟ ଓ ଜଣେ ମହିଳା ପିଅନ । ଏମାନେ ହେଉଛନ୍ତି ଆକାଉଣ୍ଟାଣ୍ଟ ଶେଖର
Read More...

ଚବିଶ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହାଟପଦା ପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ ୧୧ତମ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି । ହରେକୃଷ୍ଣ ହରେରାମ ଧ୍ୱନିରେ ମଣ୍ଡଳୀ ପ୍ରକମ୍ପିତ ହୋଇଉଠୁଛି ।
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଉଫୁଲା ଗ୍ରାମ ପଞ୍ଚାୟତ ପରିଦର୍ଶନ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଆଜି ଜିଲ୍ଲାପାଳ ଡ. ନୃପରାଜ ସାହୁ ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜ୍ଜୁନ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ କୁମାର ହାଁସଦା, ଏବିଡିଓ ପୁରୁଷୋତ୍ତମ ଧରୁଆ ମଧ୍ୟ
Read More...

ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ସ୍ଥାନୀୟ ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ବୟସ ବର୍ଗ ନିର୍ବିଶେଷରେ ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର
Read More...

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ହକାଥନ୍ ୨୦୨୫ ସଫଳତାର ସହ ପରିସମାପ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିପିୟୁଟି ହାକାଥନ ୨୦୨୫ର ଗ୍ରାଣ୍ଡ ଫାଇନାଲ ସଫଳତାର ସହିତ ପରିସମାପ୍ତି ଘଟିଛି । ଏଥିରେ ଓଡ଼ିଶା ରାଜ୍ୟର ପ୍ରାୟ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୫୦୫ଟି ପଞ୍ଜିକୃତ ଦଳ
Read More...

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣାକୁ ଗୁରୁତ୍ୱାରୋପ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ଉତ୍କଳ ସାଂସ୍କୃତିକ ପରିଷଦର ୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସରେ ଉଦଘାଟକ ଭାବେ ବିଶିଷ୍ଟ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ : କିଆ ବନ୍ଧରେ କାଳୀୟଦଳନ ଦୃଶ୍ୟ ହଜାର ହଜାର ଦର୍ଶକ କଲେ ଉପଭୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ମଥୁରା ନଗରୀ ଏବଂ ଗୋପପୁର ସାଜିଛି ଗୋହିରାପଦର । ସର୍ବସାଧାରଣ ଖେଳପଡିଆଠାରେ ରଙ୍ଗମଞ୍ଚରେ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହେଉଅଛି । ମହୋତ୍ସବର ତୃତୀୟ ଦିବସରେ ନନ୍ଦ ଉତ୍ସବ,
Read More...

ଧନୁଯାତ୍ରାର ତୃତୀୟ ଦିବସ ରାଜଦରବାରରେ ଟିଟିଲାଗଡ ଉପଜିଲ୍ଲାପାଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସରେ ପହଁଚିଛି । ପାତ୍ର, ମନ୍ତ୍ରୀ ସହ ବିରାଟ ପଟୁଆରରେ କଂସ ମହାରାଜ ରଙ୍ଗମଞ୍ଚକୁ ପହଞ୍ଚିବାପରେ ରାଜକାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ରଜନୀରେ ରାଜ ଦରବାରକୁ ରାଜକୀୟ ଅତିଥିଭାବେ ଟିଟିଲାଗଡ
Read More...

ହାତୀ ଆକ୍ରମଣରେ ସାତ ବର୍ଷର ବଡ଼ ଭାଇ ମୃତ : ସାନଭାଇ ଗୁରୁତର

୨୭ ଟିକିଆ ହାତୀପଲଙ୍କ ଉତ୍ପାତ ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ହାତୀ ଆକ୍ରମଣରେ ସାତ ବର୍ଷର ବଡ଼ ଭାଇ ମୃତ, ସାନଭାଇ ଗୁରୁତର । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ
Read More...