Yearly Archives

2025

ନାବାଳିକାକୁ ଅପହରଣ ତଥା ଡକାୟତି ମାମଲାରେ ସାମିଲ ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଅକ୍ଟୋବର ୨୨ ତାରିଖରେ ଟିଟିଲାଗଡ଼ ସର୍ଗିଗୁଡ଼ାର ଜଣେ ନାବାଳିକାକୁ ଧରି ଫେରାର ମାରିଥିଲା ଟିଟିଲାଗଡ଼ ନୀଳଚକ୍ର ନଗରର ଆନନ୍ଦ ଦାସ ଓରଫ ଛୋଟୁ । ତେବେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟିଟିଲାଗଡ଼ ପୋଲିସ ଖୋଜା ଖୋଜି
Read More...

ବେଲପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘୋଷ କାର୍ଯ୍ୟଶାଳା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବେଲପଡାରେ ସମ୍ଭାଗ ସ୍ତରୀୟ ଘୋଷ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଏହି କାଯ୍ୟକ୍ରମ ଚାଲିଥିଲା । ଏଥିରେ ପ୍ରାୟ ୮୦ଟି ବିଦ୍ୟାଳୟରୁ ମୋଟ ୯୦ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଏଥିରେ ଆନକ, ଶଙ୍ଖ,
Read More...

ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜନ ସମସ୍ୟା ଶୁଣାଣି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧୀନସ୍ଥ କରୁଆଁଝର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ନିଜେ ଉପସ୍ଥିତ ରହି ସାଧାରଣ ଜନତାଙ୍କ
Read More...

ବ୍ରିଟିଶ ଶାସନ କାଳର ଛତ୍ରପୁର ରେଳ ଷ୍ଟେସନ ଆଜି ଚିର ଅବହେଳିତ

ଛତ୍ରପୁର ରେଳ ଉପଭୋକ୍ତା କଲ୍ୟାଣ ସଂଘ ପକ୍ଷରୁ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ସ୍ମାରକପତ୍ର ପ୍ରଦତ୍ତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟିଶ ଶାସନ କାଳରେ ପ୍ରତିଷ୍ଠିତ ହୋଇଥିବା ଛତ୍ରପୁର ରେଳ ଷ୍ଟେସନ ଆଜି ଚିର ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଛତ୍ରପୁର ରେଳ
Read More...

୨.୫ କ୍ଵିଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଜବତ : ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସକୁ ମିଳିଛି ପୁଣି ଏକ ସଫଳତା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ସୋମବାର ଦିନ ସକାଳୁ ୫.୩୦ ମି.ରେ ସମୟରେ ବଡଫଟାମୁଣ୍ଡା ଖେଳ ପଡିଆ
Read More...

ଜାତୀୟ ଶିକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ ) : ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ୨୦୦୮ ମସିହାରୁ ପ୍ରତିବର୍ଷ ୧୧ ନଭେମ୍ବରରେ ଭାରତରେ "ଜାତୀୟ ଶିକ୍ଷା ଦିବସ" ପାଳନ କରାଯାଏ । ମୈ।ଲାନା ଆଜାଦ ଜଣେ ସ୍ୱାଧୀନତା ସଂଗ୍ରାମୀ,
Read More...

‘କୋ-ଅପ କୁମ୍ଭ ୨୦୨୫’ ସମାରୋହରେ ସମବାୟ ଋଣ କ୍ଷେତ୍ର ଉପରେ ଅମିତ ଶାହଙ୍କ ଅଭିଭାଷଣ

ଏନଏଏଫସିୟୁବି ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ‘ଦିଲ୍ଲୀ ଘୋଷଣାନାମା ୨୦୨୫’ ସମବାୟ ବ୍ୟାଙ୍କ କ୍ଷେତ୍ରକୁ ନୂଆ ଦିଗ ଦେବଆଜି ମୁଖ୍ୟ ସଂଗଠନ 'ସହକାର ଡିଜି-ପେ' ଏବଂ 'ସହକାର ଡିଜି-ଲୋନ' ଆପ୍ ଲଞ୍ଚ କରିଛି, ଯାହା ଡିଜିଟାଲ୍ ବିପ୍ଳବରେ ସମବାୟ କ୍ଷେତ୍ରର ଅଂଶଗ୍ରହଣର ପ୍ରତୀକ ହେବସହରାଞ୍ଚଳ
Read More...

ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦାସୁଡୁ ଗୋଷ୍ଠୀଙ୍କ କୋହଲା ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ନୃତ୍ୟ କଳା କେନ୍ଦ୍ର (ଭଗବତ ଗାଦି) କାଳିଆବାଲି ସ୍ଥିତ ଛତ୍ରପୁର ର ସଂଗଠନ ପକ୍ଷରୁ ଗତ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ବ୍ୟାପି ଠାକୁରଙ୍କ ଆଶ୍ରମରେ କୋହଲା ଯାତ୍ରା ବିଧିବଦ୍ଧ
Read More...

ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ପାକ୍ ଆତଙ୍କୀ ସଂଗଠନର ୪ ଜଣ ଡାକ୍ତର ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ପାକ୍ ଆତଙ୍କୀ ସଂଗଠନର ୪ ଜଣ ଡାକ୍ତର ଗିରଫ ହୋଇଥିବା ଜଣାଯାଇଛି । ଭୟଙ୍କର ବିସ୍ଫୋରଣ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ, ଦିଲ୍ଲୀରେ ଏବେ ହାଇ ଆଲର୍ଟ ଜାରି ରହିଛି । ଏହି
Read More...

ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମହକ ଓ ଉତ୍ସାହରେ ଯୋଗଦେବା ପାଇଁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସ୍ତରରୁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜିଲ୍ଲାରେ ଅବସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ୫ଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରୀୟ ମହକ
Read More...