Yearly Archives

2025

ଗଞ୍ଜାମ ଲକ୍ଷ୍ୟ ନିକେତନ ଉପରେ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ “ଗଞ୍ଜାମ ଲକ୍ଷ୍ୟ ନିକେତନ” ଉପରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଲକ୍ଷ୍ୟ ନିକେତନ ଗଞ୍ଜାମ ଜିଲ୍ଲା ପ୍ରଶାସନର
Read More...

ବିହିବନ୍ଧ ଗାଁରେ ଏସ୍‌ଏଚ୍‌ଜି ମେଳା : ପୋଷକ ଖାଦ୍ୟ ସଚେତନତାର ସଫଳ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ ପୋଷଣ ସଚେତନତା ବୃଦ୍ଧି କରିବା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କୌଶଳ ଓ ସୃଜନଶୀଳତାକୁ ଆଗକୁ ଆଣିବା ଉଦ୍ଦେଶ୍ୟରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମ ପଞ୍ଚାୟତର ବିହିବନ୍ଧ ଗାଁରେ ଏକ ବିଶାଳ
Read More...

ଦଳିତ ବ୍ୟଙ୍ଗ କବି ଗଦାଧର ନିଆଲ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଗେଟସରୋବରପଡା ସ୍ଥିତ ବି. ଆର୍‌. ଆମ୍ବେଦକର କ୍ଲବ ପରିସରରେ କୁତମୁଣ୍ଡାର ମୁହୁରି କଳା ପରିଷଦ ଓ ବି. ଆର୍‌. ଆମ୍ବେଦକର କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଦଳିତ ବ୍ୟଙ୍ଗ କବି ଗଦାଧର ନିଆଲଙ୍କୁ
Read More...

ଲଚ୍ଛିପୁର ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ଲଚ୍ଛିପୁର ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୂଖ୍ୟ ଅତିଥି ଭାବରେ
Read More...

ସୁନ୍ଦରଗଡ଼ ଦିବସ ଉପଲକ୍ଷେ ହେବାକୁ ଥିବା ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ନେଇ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆସନ୍ତା ଜାନୁଆରୀ ୧ ତାରିଖ ଦିନ ହେଉଛି ସୁନ୍ଦରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା "ସୁନ୍ଦରଗଡ଼ ଦିବସ" । ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ଜାନୁୟାରୀ ୧ ଓ ୨ ତାରିଖରେ ସୁନ୍ଦରଗଡ଼ ଦିବସ ଆୟୋଜିତ ହେବ । ଏହି ଅବସରରେ ଜାନୁୟାରୀ ୧ ତାରିଖରେ
Read More...

ୱାସିଡିଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଭାବକ ବିହୀନ ଓ ସଂବେଦନଶୀଳ ଶିଶୁମାନଙ୍କ ଜୀବନରେ ସ୍ନେହ, ସୁରକ୍ଷା ଓ ଭରସାର ଆଧାର ସାଜିଥିବା ଯତ୍ନଦାତା ମାନଙ୍କ ସର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଏଜେନ୍ସି ପକ୍ଷରୁ "ଯତ୍ନଦାତାମାନଙ୍କର ଉତ୍ସବ"
Read More...

ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଧୁରିଆପଡା ଅଙ୍କ ଫାଉଣ୍ଡେସନ ଓ ସଷ୍ଟେନେବୁଲ ଇକୋନୋମିକ ଆଣ୍ଡ ଏଜୁକେସନାଲ ଡେଭେଲପମେଣ୍ଟ ସୋସାଇଟି ଇଣ୍ଡିଆ ତରଫରୁ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ
Read More...

କେସିଙ୍ଗା ଯୋଜନା ଡ୍ୟାମରେ ବିଜେପି ପାର୍ଟିର ବନ ବିହାର କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ଡିସେମ୍ବର ମାସ ଶେଷ ବେଳେ ସାରା ଭାରତ ବର୍ଷରେ ବନ ବିହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ କେସିଙ୍ଗା ବିଜେପି ପାର୍ଟି ତରଫରୁ ମଧ୍ୟ ଏକ ବନ ବିହାର କାର୍ଯ୍ୟକ୍ରମ ତହସିର ଯୋଜନା ଡ୍ୟାମ ଠାରେ ଅନୁଷ୍ଠିତ
Read More...

ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ସୁରଜ-୧୧ ଫୁଲବାଣୀ ପୁଲ୍ – ବିର ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପୁଲ୍ - ବିର ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ ସୁରଜ-୧୧ ଫୁଲବାଣୀ ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ
Read More...

ଜ୍ୟୋତିରାଣୀ ମିଶ୍ରଙ୍କ ଦୁଇଟି କବିତା ସଂକଳନ ମନ ମନ୍ଦିର ଓ ଶିଶୁ ରତନର ପାଠକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ପୀଢ଼ିକୁ ଗଢିବାକୁ, ସେମାନଙ୍କ ଭିତରେ ସୃଜନ ଭାବ, ସଚେତନତା ସୃଷ୍ଟି ପାଇଁ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ । ଦ୍ୱନ୍ଦ୍ୱାତ୍ମକ ଜୀବନରେ ଉଚିତ ମାର୍ଗ ଅନ୍ୱେଷଣ ପାଇଁ ମଧ୍ୟ ସାହିତ୍ୟ ଆମକୁ ପ୍ରେରଣା ଦିଏ ବୋଲି ମତ ଦେଇଛନ୍ତି ବହୁ ବିଶିଷ୍ଟ ବକ୍ତା ।
Read More...