Yearly Archives

2025

ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ : କିଛି ସମୟ ପରେ ପହଞ୍ଚିବ ମର ଶରୀର

ଟିଟିଲାଗଡ଼, ( ସଞ୍ଜୟ କୁମାର ନାୟକ) : ଓଡିଶା ମାଟିରେ ଯେଉଁ କିଛି ଟିଟିଲାଗଡ଼ିଆଙ୍କୁ ନେଇ ଗର୍ବ କରି ହୁଏ ସେ ଭିତରେ ହ୍ୟୁମାନ ସାଗର ଅନ୍ୟତମ । ହ୍ୟୁମାନ କିଛି ଦିନ ହେବ ଲିଭର, କିଡିନି ରୋଗରେ ପିଡୀତ ହୋଇଥିଲେ । ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ, ପରେ ଅବସ୍ଥା
Read More...

ଅଲ୍‌ବିଦା ହ୍ୟୁମାନ୍‌

ଭୁବନେଶ୍ୱର : ଓଡ଼ିଶା ମାଟିର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଥିବା ସୂଚନା ରହିଛି । ଲିଭର୍‌ ଓ କିଡନୀ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ହ୍ୟୁମାନ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି,
Read More...

ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ- ୨୦୨୫ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ- ୨୦୨୫ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଏହା
Read More...

ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଫଟୋ ଗ୍ରାଫର ବୁଲୁ ସମ୍ମାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଫଟୋ ଗ୍ରାଫର ବୁଲୁ (ଷ୍ଟୁଡିଓ ବୁଲୁ) ସାଇବର ଠକେଇରୁ କିପରି ରକ୍ଷା ପାଇବା ଅଭିଯାନର ସମସ୍ତ ଫଟୋ ଓ ଭିଡିଓ କାର୍ଯ୍ୟକୁ ସଠିକ୍ ଭାବରେ ଉତ୍ତୋଳନ କରିଥିବାରୁ ଏବଂ ଦୁଇ ଦୁଇଥର ରାଜ୍ୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ
Read More...

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିନିକା ସ୍ଥିତ ସାଇ ସନ୍ତୋଷୀ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ବିନିକା ବ୍ଲକର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସୁବ୍ରତ କୁମାର ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିନିକା ବ୍ଲକର ସମସ୍ତ ଗ୍ରାମ
Read More...

ଲିଟିଲ୍ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଧୁବାବାହାଲି ସ୍ଥିତ ଲିଟିଲ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ" ଡ଼. ରମେଶ ଚନ୍ଦ୍ର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୧୦ ଶ୍ରମିକ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଞ୍ଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି । ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ପୋଲିସର ଦାଦନ ଶ୍ରମିକ ଉଦ୍ଧାର
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ଶପଥ ଗ୍ରହଣ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଶପଥ ଗ୍ରହଣ ସମାରୋହ ଶ୍ରୀନୃସିଂହ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମଂଚାସୀନ ଅତିଥି ଭାବେ ନୂତନ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀ, ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଶ୍ରୀନୃସିଂହ ମନ୍ଦିର
Read More...

ଶିଶୁକୁ ହଷ୍ଟେଲ ଓ ପିତାମାତାଙ୍କୁ ଆଶ୍ରମ ସମାନ କଥା

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତିଯୋଗିତା ମୂଳକ ଶିକ୍ଷା ଦୌଡ଼ ଆମ ମାନସିକ ସ୍ତରକୁ ସନ୍ତୁଳିତ କରିବା ସାଙ୍ଗକୁ ଆଧୁନିକ ସମାଜ ପାଇଁ ଅଭିଶାପ ସଦୃଶ ହୋଇଯାଇଛି ବୋଲି ବରଗଡ଼ ମହିଳା ସମିତି ସମାରୋହରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ୧୪ ତାରିଖ ଶିଶୁ ଦିବସ ଅବସରରେ ସଭାନେତ୍ରୀ ଅଞ୍ଜନା
Read More...

ପଙ୍କରୁ ଫୁଟିଲା ପଦ୍ମ – କ୍ୱିଜ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପ୍ରଥମ ହେଲେ ପାର୍ଥ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା -୨୦୨୫ରେ ରାଜ୍ୟର ବଛାବଛା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି କ୍ଲଷ୍ଟରର ଏକ ଅନୂନ୍ନତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଗଡୁଙ୍ଗୁରୀର ପଞ୍ଚମ ଶ୍ରେଣୀ ଛାତ୍ର
Read More...