ଦୀର୍ଘ ଦିନର ଦାବୀ ହେଲା ପୂରଣ : ଲୋଇସିଂହା ରେଳ ଷ୍ଟେସନରେ ଅଟକିଲା ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ବହୁଦିନର ଦାବୀ ପୂରଣ ହେଲା । ଲୋଇସିଂହା ରେଳ ଷ୍ଟେସନରେ ହାୱାଡା-ଜଗଦଲପୁର ଟ୍ରେନର ରହଣି ବୁଧବାର ଠାରୁ ଆରମ୍ଭ ହୋଇଛି । ଫଳରେ ଲୋଇସିଂହା ସମେତ ପଡୋଶୀ ସୋନପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଜନସାଧାରଣ ଉପକୃତ!-->…
Read More...
Read More...