ଯୁବକଙ୍କ ଉନ୍ମକ୍ତ କାଣ୍ଡ
ଭୁବନେଶ୍ୱର : ଥାନାରେ ଅଭିଯୋଗ ପରେ ଯୁବକକୁ ଗିରଫ କଲା ପୋଲିସ । ଗିରଫ ହୋଇଥିବା ଯୁବକ ହେଉଛନ୍ତି କିଶନନଗର ଗ୍ରାମର ମିଟୁ ଭୋଇ । ସୂଚନା ମୁତାବକ, କିଶନନଗର ଗ୍ରାମର ମିଟୁ ଭୋଇ ନାମକ ଯୁବକ ଏକ ଖଣ୍ଡା ଧରି ଗ୍ରାମର କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ହାତରେ ଖଣ୍ଡା ଧରି!-->…
Read More...
Read More...