Yearly Archives

2025

କିଶୋରୀ ମେମୋରିଆଲ ଧନୁଯାତ୍ରା ମହୋତ୍ସବ : ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ଗ୍ରାମରେ କିଶୋରୀ ମେମୋରିଆଲର ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କଂସ ଦରବାର ଓ ନାମ ସଂକୀର୍ତନ୍ୟ କରାଯିବା ପାଇଁ
Read More...

ମାଆ ବାଶୁଳୀଙ୍କୁ ପୂଜାର୍ଚ୍ଚନା କଲେ ଜିଜ୍ଞାସାର ଛାତ୍ରୀ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମରେ ଜିଜ୍ଞାସା ଯୁକ୍ତ ଦୁଇ କଳା ଶିକ୍ଷାକେନ୍ଦ୍ର ତରଫରୁ ମାଆ ବାଶୁଳୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ
Read More...

ରାୟଗଡା ଡିଜିଟାଲ ମିଡ଼ିଆ ସଙ୍ଘର ବନ୍ଧୁମିଳନ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଡିଜିଟାଲ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ରାୟଗଡା ପିତାମହଲର ବନଦୁର୍ଗା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ
Read More...

ସତ୍ୟମ ପ୍ୟାକର୍ସରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଭାକୁରୁଗୁଡା ନିକଟରେ ଥିବା ସତ୍ୟମ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ ଘରଇ କାରଭୋର୍ଡ ନିର୍ମାଣ କମ୍ପାନୀରେ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଉକ୍ତ ଘଟଣାରେ ଦମକଳବାହିନୀ ସମେତ ଜେକେ କାଗଜ କଳ ଏବଂ
Read More...

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ୟୁନାଇଟେଡ କ୍ଲବ ବରଗଡ ଚାମ୍ପିଅନ୍

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ମିନିଷ୍ଟାଡିୟମ୍ ଠାରେ ଚାଲୁଥିବା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ ୟୁନାଇଟେଡ କ୍ଲବ ବରଗଡ ଓ ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୟୁନାଇଟେଡ କ୍ଲବ
Read More...

ଗାଁକୁ ଲାଗିଛି କାହା ନଜର ଛତିଶଗଡରେ ୮ ଜଣଙ୍କ ରହସ୍ୟମୟ ମୃତ୍ୟୁ

ରାୟପୁର : ଛତିଶଗଡ ବିଳାସପୁରର ଏକ ଗାଁକୁ ଯେମିତି କାହାର ନଜର ଲାଗି ଯାଇଛି । ୪ରୁ ୫ ଦିନ ମଧ୍ୟରେ ଗାଁରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦ ନା ଖାଦ୍ୟ ତାହା ଜଣାପଡିନାହିଁ । ମୃତ୍ୟୁର କାରଣ ରହସ୍ୟମୟ ହୋଇ ରହିଛି । ସମସ୍ତ ମୃତକ ବୟସ ୩୫ ରୁ ୬୦ ବର୍ଷ ମଧ୍ୟରେ ହେବେ । କିଛି
Read More...

ବ୍ରିଜ୍‌ ତଳକୁ ଖସି ପଡ଼ିଲା ହାଇଓ୍ଵା

ସମ୍ୱଲପୁର : ବ୍ରିଜ୍‌ ତଳକୁ ଖସି ପଡ଼ିଲା ହାଇଓ୍ଵା । ହାଇୱାର କ୍ୟାବିନ୍‌ ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଖବର ପାଇ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା କନ୍ଧରା ବ୍ରିଜ୍‌ରେ ଏଭଳି ଏକ ଘଟଣା ଦେଖିବାକୁ
Read More...

ମହାକୁମ୍ଭ-୨୦୨୫ : ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍

ନାଫେଡ୍‍ ଦ୍ୱାରା ଏପର୍ଯ୍ୟନ୍ତ ୧୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ରାସନ୍ ବଣ୍ଟନ କରାଯାଇଛି; ୨୦ଟି ମୋବାଇଲ୍ ଭ୍ୟାନ ନିୟୋଜିତ ହୋଇଛି, ହ୍ୱାଟ୍ସଆପ୍ ଏବଂ କଲ୍ ମାଧ୍ୟମରେ ରାସନ୍ ଉପଲବ୍ଧ ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜରେ ଚାଲିଥିବା ପବିତ୍ର ମହାକୁମ୍ଭ- ୨୦୨୫ରେ ଶ୍ରଦ୍ଧାଳୁମାନଙ୍କୁ
Read More...

ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ଵରର ସ୍ଥିତ କୁଲାନ ଭାଇ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ
Read More...

ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜ (ଉତ୍ତରପ୍ରଦେଶ) ଗସ୍ତରେ ଯିବେ । ଏକ ଦିବସୀୟ ପ୍ରୟାଗରାଜ ଗସ୍ତ ଅବସରରେ ରାଷ୍ଟ୍ରପତି ସଙ୍ଗମରେ ସ୍ନାନ ଏବଂ ପୂଜା କରିବେ । ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବେ । ରାଷ୍ଟ୍ରପତି ଡିଜିଟାଲ
Read More...