Yearly Archives

2025

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ଛାତ୍ରଛାତ୍ରୀଙ୍କୁ ୧୫ ଦିନ ହେଲା ମିଳିନି ମଧ୍ୟାହ୍ନ ଭୋଜନ : ପ୍ରଧାନ…

ସଇଁତଲା, (ଖୁସିରାନୀ ସାହୁ) : ରାଜ୍ୟ ସରକାର ଶିକ୍ଷା ମାନ ବୃଦ୍ଧି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିବାବେଳେ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ମାଗଣାରେ ବହିପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବା ସହ ଶିକ୍ଷକ ମାନଙ୍କୁ ମଧ୍ୟ
Read More...

ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ,

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ଘରେ ପଶିଲେ ଚୋର । ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଅଙ୍ଗନବାଡି କର୍ମୀ କରିଥିଲେ ବିରୋଧ । ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ଗ୍ରାମରେ ଏଭଳି ଘଟଣା
Read More...

ସାଙ୍ଗ ହେବ ତ ଏମିତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନରେ ଭଳ ବନ୍ଧୁଟି ଥିଲେ ଜୀବନରେ ବନ୍ଧୁର ବନ୍ଧୁତ୍ୱକୁ କେତେ ନିଭାଏ ତାହା ସେହି ବନ୍ଧୁ ବନ୍ଧୁତ୍ୱକୁ ବୁଝିପାରିବ । ଯଦି ବନ୍ଧୁ ବନ୍ଧୁର ବୈମାନି କରେ ତେବେ ବନ୍ଧୁ ବନ୍ଧୁ ମଧ୍ୟରେ ବନ୍ଧୁତ୍ୱା ମଧ୍ୟରେ ଫାଟ ସୃଷ୍ଟି ହୁଏ । ବରଗଡ଼ ଜିଲ୍ଲା ପଦ୍ମପୁର
Read More...

ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମ୍ମିଟ୍ (ୱେଭସ୍), ଆଇଇଆଇସି ଏବଂ ୱିନ ଜୋ ତରଫରୁ ବିଶ୍ୱସ୍ତରୀୟ ମଞ୍ଚରେ…

● ଦେଶର ସର୍ବବୃହତ୍ ଗେମିଂ ପ୍ରତିଯୋଗିତା, ଟେକ୍ ଟ୍ରାୟମ୍ଫ ସିଜନ ୩ରେ ବିଜୟୀ ହୁଅନ୍ତୁ, ଏବଂ ମାର୍ଚ୍ଚ ୧୭ରୁ ୨୧ରୁ ସାନ୍ ଫ୍ରାନ୍ସିସ୍କୋରେ କ୍ରୀଡା ବିକାଶକାରୀ ସମ୍ମିଳନୀ ୨୦୨୫ରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତୁ● ୱେଭସ୍ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରେ : ଫେବୃଆରୀ
Read More...

ପ୍ରଗତିଶୀଳ ଲେଖକ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ରଚନା ସମଗ୍ର ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ଲେଖକ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ସମଗ୍ର କୃତିକୁ ନେଇ ଡ. ନଗେନ କୁମାର ଦାସଙ୍କ ଦ୍ୱାରା ସଙ୍କଳିତ ଏବଂ ପ୍ରଗତି ଉତ୍କଳ ସଂଘଦ୍ୱାରା ପ୍ରକାଶିତ ପୁସ୍ତକର ଲୋକାର୍ପଣ ହୋଇଯାଇଛି । ଷାଠିଏ ଦଶକରେ କର୍ମଜୀବୀ ଭାବେ ରାଉରକେଲାରେ ପଦାର୍ପଣ କରିନ୍ତି ।
Read More...

ଓଡ଼ିଶାରେ ଦୂରସଞ୍ଚାର ଭିତ୍ତିଭୂମି ବିକାଶର ସମୀକ୍ଷା କଲେ ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ…

ନୂଆଦିଲ୍ଲୀ, (ପିଆଇବି) : ବିଏସ୍‌ଏନ୍‌ଏଲ୍‌ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ବିଏସ୍‌ଏନ୍‌ଏଲ୍‌ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ
Read More...

କାଶୀ ତାମିଲ ସଙ୍ଗମମ ୩.୦ର ଶୁଭାରମ୍ଭ

• ଦେଶର ଅଖଣ୍ଡ ସାଂସ୍କୃତିକ ଏକତାକୁ ଆମେ ପାଳନ କରୁଛୁ - ଧର୍ମେନ୍ଦ୍ର ପ୍ରଧାନ• ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡା. ଏଲ୍. ମୁରୁଗନଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ• ୧୦ ଦିନ ଧରି ଚାଲିବାକୁ ଥିବା ଏହି
Read More...

ପୁରୀ ବେଳାଭୂମିରେ ଫିଟ୍ ଇଣ୍ଡିଆ – ସନ୍, ସ୍ୟାଣ୍ଡ ଓ ସୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର/ପୁରୀ, (ପିଆଇବି) : ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଏବଂ କ୍ରୀଡାକୁ ଅନ୍ତର୍ଭୁକ୍ତ କରି ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦ୍ୱାରା ପୁରୀ ବେଳାଭୂମି ଲାଇଟ୍ ହାଉସ୍ ନିକଟରେ ଫିଟ୍ ଇଣ୍ଡିଆ ସନ୍,
Read More...

ବରତୁଣ୍ଡା ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲ୍‌ରେ ବରତୁଣ୍ଡା ଓ ଜୁରାବନ୍ଧ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଆୟୋଜିତ ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ଯୁବ ଆଇନଜୀବୀ ପ୍ରକାଶ ନାଗ,
Read More...

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଂଶୁପା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନର
Read More...