ସେକ୍ଟର ୨୦ ପତାଞ୍ଜଳି ଯୋଗ କେନ୍ଦ୍ର ତରଫରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନା ଚକ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ଠାରେ ଚାଲୁଥିବା ପତାଞ୍ଜଳି ଯୋଗ କେନ୍ଦ୍ର ତରଫରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଯୋଗ କେନ୍ଦ୍ରର ମୁଖ୍ୟ ହେମନ୍ତ କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି!-->…
Read More...
Read More...