Daily Archives

ମୁରିବାହାଲ ପଞ୍ଚାୟତ ଡ଼ିଗ୍ରୀ କଲେଜରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଏକ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଜେପି ଦଳ
Read More...

ଗଁରେଇ ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ସଦର ମହକୁମାଠାରେ ଶୁକ୍ରବାର ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅଧିବାସ ଦିନ ଖଲିଆ ବନ୍ଧରୁ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ ।
Read More...

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ମ.ରାମପୁର, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ,ଗୋପବନ୍ଧୁ ଜନ ଆରୋଗ୍ୟ ଓ ବୟୋ ବନ୍ଦନା ଯୋଜନା ଶୁଭାରମ୍ଭ ହୋଇଛି । ଏଥିରେ
Read More...

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ର ନୂତନ ପ୍ଲାଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୈବିକ ସାର ଉତ୍ପାଦନ କମ୍ପାନୀ ବାୟୋତେଜ ଏଗ୍ରିନୋଭେସନର ନୂତନ ପ୍ଲାଣ୍ଟ ଆଜି ଲାଠିକଟା ବ୍ଲକ ଅଧିନସ୍ଥ ସୁଇଡ଼ିହି ଗ୍ରାମରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏନଆଇଟି ଏଫଟିବିଆଇ ସେଣ୍ଟରର ମୁଖ୍ୟ ମନୋଜ କୁମାର ମିଶ୍ର
Read More...

ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ଏକ ବିଶାଳ ଶୋଭାଯାତ୍ରା ଏବଂ ସମାବେଶ ଆୟୋଜିତ ହୋଇଯାଇଛି । କଳାହାଣ୍ଡିରେ ଅନେକ ସମସ୍ୟା ରହିଛି । ଜିଲ୍ଲାରେ ଦାଦନ ସମସ୍ୟା ପ୍ରମୁଖ ଭାବେ ସମସ୍ୟା ଭାବେ ଉଭା ହୋଇଥିବାବେଳେ ବେରୋଜଗାରୀ, ଶିକ୍ଷିତ ବେକାରୀ, ମଦ
Read More...

ଓଡ଼ିଶାର ପ୍ରାଣ : ଲୋକକଳା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ଅବସରରେ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ତରଫରୁ ମାସିକ ସାରସ୍ୱତ ସମାବେଶରେ 'ଓଡ଼ିଶାର ପ୍ରାଣ ଲୋକକଳା' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର
Read More...

ସର୍ବ ପୁରାତନ ରାମଲୀଳାର ଅଯୋଧ୍ୟା କାଣ୍ଡ ଆରମ୍ଭ

ଶିବଧନୁ ଭଙ୍ଗ, ସୀତା ବିବାହ, ମନ୍ଥରାର କୁଟନୀତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଜଗନ୍ନାଥ ପଡାରେ ହେଉଥିବା ନାଟକ ଅଯୋଧ୍ୟା କାଣ୍ଡ ଆରମ୍ଭ ହୋଇଥିବା ବେଳେ ଗୁରୁ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ସଦାଶିବ ରଚିତ କଣ୍ଠରେ ଗୀତ ଓ ନାଟକ ଆୟୋଜିତ ହୋଇଛି । ଶିବ
Read More...

କେସିଙ୍ଗା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ପ୍ରଥମ ଓଡ଼ିଆ ପକ୍ଷ -୨୦୨୫ ଅବସରରେ ଆଜି ଯୁବ ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଆନନ୍ଦ
Read More...

ଯୁବ ଚାଷୀ ତଥା ମୃଦଙ୍ଗ ବାୟକ ସଞ୍ଜୀବ ଥପାଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ନୁଆ ସରସରା ନିବାସୀ ଜଣେ ଯୁବ ଚାଷୀ ତଥା ସଙ୍କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ ବାୟକ ସଞ୍ଜୀବ ଥପା (୨୭)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଗତ ୯ ତାରିଖ ଦିନ ସଞ୍ଜୀବ ତାଙ୍କ ଧାନ କ୍ଷେତରୁ କାମ ସାରି ବିଳମ୍ବିତ
Read More...

ପ୍ରେସ୍‌ମିଟରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାପା ପୁଅ ମିଶି ଭିଆଇଲେ ହତ୍ୟାକାଣ୍ଡ । ପିଟିପିଟି ଗାଁ ଦାଣ୍ଡରେ ନେଇଗଲେ ଯୁବକଙ୍କ ଜୀବନ । ଏଭଳି ଘଟଣା ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସରଗାଡ଼ ଠାରେ ଘଟିଛି । ୨୪ ଘଣ୍ଟା ଭିତରେ ବଲାଙ୍ଗିର ସଦର ପୋଲିସ ଅଭିଯୁକ୍ତ ବାପା ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି
Read More...