Daily Archives

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିୟ ମହିଳା ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶୀମତୀ ତନୟା
Read More...

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ, ବିରୁଦ୍ଧରେ ଶ୍ରମିକ କନଭେନସନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ମୋଦୀ ସରକାର ଦେଶର ସମଗ୍ର ଶ୍ରମିକ ଶ୍ରେଣୀକୁ ପୁଣିଥରେ ପରାଧିନତାର ଶୃଙ୍ଖଳରେ ବାନ୍ଧି ସଂପୂର୍ଣ୍ଣ କ୍ରିତଦାସ କରିଦେବା ପାଇଁ ଦେଶର ପ୍ରଚଳିତ ୪୪ ଟି ଶ୍ରମ ଆଇନକୁ କର୍ପୋରେଟ୍ ସଂସ୍ଥା ଓ ମାଲିକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଯାଇ ପରିବର୍ତ୍ତନ
Read More...

ପୂର୍ବତନ ସରପଂଚ ତଥା ଖରଜୁରା ଗ୍ରାମର ଗଉଁନ୍ତିଆ ବୀରସିଂହ ଦୀପଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ଖରଜୁରା ଗ୍ରାମର ଗଉଁନ୍ତିଆ ତଥା ପୂର୍ବତନ ସରପଂଚ ବୀରସିଂହ ଦୀପଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦୀପ ୧୯୮୦ରୁ ୧୯୮୪ ଏବଂ ୧୯୮୪ ମସିହାରୁ ୧୯୮୯ ଲଗାତାର ଦୁଇ ଥର ବୁବେଲ ଗ୍ରାମ ପଂଚାୟତର ସରପଂଚ ରୂପେ ନିର୍ବାଚିତ
Read More...

ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ମ.ରାମପୁର, (ପି.କେ. ସାହୁ) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚୁଡାମଣି ରଣାଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସସ୍ମିତା ନାଗ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌
Read More...

ରାଜ୍ୟପାଳ ପୁରସ୍କାର ପାଇଲେ ରାମ ନାରାୟଣ ଦାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ରାଜଭବନର ନ୍ରୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରେଡକ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗିର ଜିଲ୍ଲାର
Read More...

ନବ ନିର୍ମିତ ଭବାନୀପାଟଣା ଟାଉନ୍ ଥାନା କୋଠା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଆଭାଷି ମାଧ୍ୟମରେ ରାଜ୍ୟର ୧୪ଟି ଥାନାର ନୂତନ କୋଠାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସ୍ଥିତ ଟାଉନ ଥାନାର ନବ ନିର୍ମିତ କୋଠା ମଧ୍ୟ ଉଦ୍‌ଘାଟିତ ହୋଇଛି ।
Read More...

ଜାତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ-ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୃତିତ୍ୱ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍ତର ପ୍ରଦେଶର ନୋଇଡାସ୍ଥିତ ଆମିଟି ବିଶ୍ୱବିଦ୍ୟାଳୟରେ ଗତ ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଜାତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳ ପୁରସ୍କୃତ ହୋଇ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନ
Read More...

ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି.) ଆନୁକୂଲ୍ୟରେ କଲେଜର ଓଡିଟୋରିୟମ୍ ହଲରେ ଏକ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଶୁକ୍ରବାର ଉଦୟଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସଵରେ ଚେନ୍ନାଇର ପ୍ରମୁଖ
Read More...

ଦିଗପହଣ୍ଡି କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଭାଗବତ ଭବ୍ୟମନ୍ଦିର ପ୍ରତିଷ୍ଠାରମ୍ଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଠାରେ ଭାଗବତ ମନ୍ଦିର ପ୍ରତିଷ୍ଠା ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଶିକ୍ଷାଗ୍ରହଣ ସହ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅଙ୍କୁରାରୋପଣ ଅଧିବାସ ଅନୁଷ୍ଠିତ
Read More...

ପାଇକମାଲ ହାଇସ୍କୁଲରେ ଅପରାଧିକ ଆଇନ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ. ଦ୍ୱାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ଥାନା
Read More...