Daily Archives

୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) :୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ ହୋଇଗଲା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମରେ ଅଚାନକ ଧାନ ଗଦାରେ ନିଆଁ ଲାଗିବା ଯୋଗୁଁ ଧାନଗଦା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଇଁଶ ହୋଇଯାଇଥିବା ଖବର ମିଳିଛି । ଅପରାହ୍ନ ସମୟରେ
Read More...

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆର୍‌ଆଇଏନ୍‌ଏଲ୍‌) ପାଇଁ ମୋଟ ୧୧,୪୪୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ…

● ଆର୍‌ଆଇଏନ୍‌ଏଲ୍ ପାଇଁ ଏତେ ବଡ଼ ପୁନରୁଦ୍ଧାର ଏବଂ ପୁନର୍ଗଠନ ଯୋଜନାକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଇଲେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସମଗ୍ର ଇସ୍ପାତ ଉଦ୍ୟୋଗରେ
Read More...

ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବିକଶିତ ଭାରତର ଯାତ୍ରା ଯାତାୟାତ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଏବଂ ଦ୍ରୁତ ଅଭିବୃଦ୍ଧିର ସାକ୍ଷୀ ହେବ : ପ୍ରଧାନମନ୍ତ୍ରୀସହଜ ଗମନାଗମନ ଆଜି ଭାରତ ପାଇଁ ସର୍ବୋଚ୍ଚ ପ୍ରାଥମିକତା : ପ୍ରଧାନମନ୍ତ୍ରୀମେକ୍ ଇନ୍ ଇଣ୍ଡିଆ ଅଭିଯାନର ଶକ୍ତି ଦେଶର ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି
Read More...

ବୈଦିକ ବିଶ୍ଵଶାନ୍ତି ସମିତି ଓ ମା’ ରାମଚଣ୍ଡୀ ପୂଜା କମିଟି ଦ୍ୱାରା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ବିବେକ ବିହାର ପଡିଆରେ ବୈଦିକ ବିଶ୍ଵଶାନ୍ତି ସମିତି ଦ୍ୱାରା ଆୟୋଜିତ ପବିତ୍ର ମକର ସଂକ୍ରାନ୍ତି ପର୍ବରେ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞର ମୁଖ୍ୟ
Read More...

ପଲସଦା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍ ମହେନ୍ଦ୍ର କୁମାର ସାହୁ ଏବଂ ପୀତାମ୍ବର ସାହୁ ମୁଖ୍ୟ ଅତିଥି ଓ
Read More...

କେବଲ ଟେଲିଭିଜନ ନେଟୱର୍କ ନିୟମ ୧୯୯୪ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

● ବ୍ୟବସାୟିକ ସୁଗମତା : ସଂଶୋଧିତ ନିୟମ ଅଧୀନରେ, ପ୍ରସାରଣ ସେବା ପୋର୍ଟାଲରେ ସ୍ଥାନୀୟ କେବୁଲ୍ ଅପରେଟରଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ହେଲା● ଏମ୍‌ଆଇବି ହେବ ଏଲ୍‌ସିଓ ପାଇଁ ପଞ୍ଜିକରଣ ପ୍ରାଧିକରଣ; ସାରା ଭାରତରେ ଏଲ୍‌ସିଓ ପଞ୍ଜୀକରଣର ବୈଧତା ଅବଧି ୫ ବର୍ଷ ହେଲା
Read More...