Daily Archives

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ନିଶୁଳ୍କ କର୍କଟ ରୋଗ ପରୀକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଶନିବାର ଓ ରବିବାର ଦୁଇ ଦିନିଆ କର୍କଟ ରୋଗ ଏବଂ ସାଧାରଣ ଶଲ୍ୟ ବିଶେଷଜ୍ଞଙ୍କ ନିଶୁଳ୍କ ପରୀକ୍ଷଣ ଶିବିର ରାଜସ୍ଥାନୀ ହେଲ୍‌ଥ ୍‌ଫାଉଣ୍ଡେସନ ଓ ରାମକୃଷ୍ଣ କେୟାର ହସ୍ପିଟାଲ ରାୟପୁରର ମିଳିତ
Read More...

ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ସଦସ୍ୟଙ୍କ ମାଲପଡା ୟୁ.ପି. ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ଶିକ୍ଷା କମିଟି ସଦସ୍ୟଗଣ ସାଧାରଣ ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ମାଲପଡା ୟୁ.ପି. ସ୍କୁଲ ପରିଦର୍ଶନ କରିଥିଲେ । ସବ୍‌ କମିଟି ମୁଖ୍ୟ ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ କୁମାର ମିଶ୍ର,
Read More...

ଅସହାୟ ପରିବାରର ଆଶାବାଡି ସାଜିଛନ୍ତି ବୃଦ୍ଧା ନୃପତି ଭୋଇ

ପୁଅ ପକ୍ଷାଘାତ, ନାତି ଦଶମରୁ ପାଠ ଛାଡିଲାସରକାରୀ ସହାୟତା ପାଇଁ ନିବେଦନ ପଦ୍ମପୁର, (ନିରୋଜ କୁମାର ପାଣୀ) : ଛୋଟ ପରିବାର ସୁଖି ପରିବାର ହେଲେ ପରମାନନ୍ଦ ଭୋଇଙ୍କ ପରିବାରରେ ଦେଖା ଦେଇଛି ବ୍ୟତିକ୍ରମ । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଗାଁର ପରମାନନ୍ଦ ଭୋଇ(୬୦)ଙ୍କ ପରିବାର
Read More...

ନୂଆ ସଂଚାର ସାଥୀ ମୋବାଇଲ ଆପ୍ ପ୍ରତ୍ୟେକ ନାଗରିକଙ୍କୁ ସିଧାସଳଖ ଟେଲିକମ୍ ସୁରକ୍ଷା ଉପକରଣ ଉପଲବ୍ଧ କରାଇବ

ବିଭିନ୍ନ ନାଗରିକ କେନ୍ଦ୍ରୀତ ଟେଲିକମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଶ୍ରୀ ସିନ୍ଧିଆ ସଂଚାର ସାଥୀ ମୋବାଇଲ ଆପ୍ ଉନ୍ମୋଚନ କଲେ; ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନ୍‌ବିଏମ୍‌) ୨.୦ ଶୁଭାରମ୍ଭ ଏବଂ ଡିବିଏନ ପାଣ୍ଠିପ୍ରାପ୍ତ ୪ଜି ମୋବାଇଲ ସାଇଟରେ
Read More...

ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

• ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ• ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ଜଣାଇଲେ• ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଅନେକ ଏମ୍‌ଓୟୁ
Read More...

ରାମଚଣ୍ଡି କ୍ରସର୍‌ରେ ଆୟକର ବିଭାଗର ଚଢାଉ

ବୌଦ୍ଧ, (କେପିଏନ୍‌ଏସ୍‌) : ରାମଚଣ୍ଡୀ କ୍ରସର୍ ଉପରେ ଆୟକର ବିଭାଗର ଚଢାଉ । ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ବିଜାପଦର୍ ସ୍ଥିତ କ୍ରସରରେ ଚଢାଉ । ଆୟକର ବିଭାଗ ୫ ଜଣିଆ ଟିମ୍‌ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ । ସୂଚନା ଅନୁଯାୟୀ ରାମଚଣ୍ଡି ଫାର୍ମର ବିଭିନ୍ନ କ୍ରସର୍ ଏବଂ
Read More...

ହୁ ହୁ ହୋଇ ଜଳିଗଲା ଚଳନ୍ତା କାର : ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା, ଶିଶୁ ସମେତ ୬ ଜଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳନ୍ତା ଆର୍ଟିକା କାର୍‌ । କାର୍‌ରେ ବସିଥିଲେ ଦୁଇ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣ । ହେଲେ ହଠାତ କାରରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟ ୫୯ ନଂ. ଜାତୀୟ ରାଜପଥ ଉପରେ
Read More...

ବାର୍ଷିକ କ୍ରୀଡା ଉତ୍ସବରେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା । ହଠାତ୍‌ ପହଂଚିଗଲେ କ୍ରୀଡା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆଉ ଏହା ଦେଖି ଛାତ୍ରଛାତ୍ରୀ ମାନେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭବ୍ୟ ସ୍ୱାଗତ
Read More...

୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) :୧୫୦୦ କୁଇଣ୍ଟାଲ ଧାନ ପୋଡି ପାଉଁଶ ହୋଇଗଲା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମରେ ଅଚାନକ ଧାନ ଗଦାରେ ନିଆଁ ଲାଗିବା ଯୋଗୁଁ ଧାନଗଦା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଇଁଶ ହୋଇଯାଇଥିବା ଖବର ମିଳିଛି । ଅପରାହ୍ନ ସମୟରେ
Read More...

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆର୍‌ଆଇଏନ୍‌ଏଲ୍‌) ପାଇଁ ମୋଟ ୧୧,୪୪୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ…

● ଆର୍‌ଆଇଏନ୍‌ଏଲ୍ ପାଇଁ ଏତେ ବଡ଼ ପୁନରୁଦ୍ଧାର ଏବଂ ପୁନର୍ଗଠନ ଯୋଜନାକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଇଲେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସମଗ୍ର ଇସ୍ପାତ ଉଦ୍ୟୋଗରେ
Read More...