Yearly Archives

2024

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ଥାନା ଘେରାଉ : ଆଦିବାସୀ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ୨ ଦଫା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ଶୁକ୍ରବାର ମୁରିବାହାଲ ପୋଲିସ ଥାନାର ଆଦିବାସୀ ବିରୋଧି କାର୍ଯ୍ୟକଳାପ ସମ୍ପର୍କରେ ଥାନା ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏନେଇ ସଂଘ ପକ୍ଷରୁ ୨ ଦଫା ଦାବିପତ୍ର
Read More...

କଲରାପତରିଆ ବାଘଛାଲ ସହ ୫ ଗିରଫ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀଙ୍କ ବିଭିନ୍ନ ଅଙ୍ଗ ଜବତ କରିଥିବାର ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କଲରାପତରିଆ ବାଘଛାଲ, ସମ୍ବର, ସିଂଘ,
Read More...

୭୯୧ ବର୍ଷର ସମୃଦ୍ଧ ପରମ୍ପରା- ଜରାସିଂହାର ପାଟଖଣ୍ତା ଯାତ୍ରା

ଭକ୍ତଙ୍କ ହାରି ଗୁହାରି ଶୁଣି ବିଦାୟ ନେଲେ ମାଁ ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଚିର ଅବହେଳିତ ଦେଓଗାଁ ବ୍ଲକ ଜରାସିଂହାର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ୫ ଦିନ ଧରି ହୋଇଥିବା ଏହି ଯାତ୍ରା ଦେଖିବାକୁ ଏଥର ହୋଇଛି ଲୋକାରଣ୍ୟ । ଶହ ଶହ
Read More...

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ : ରାଜ୍ୟସ୍ତରୀୟ ହକି ଦଳରେ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ କଳା ବିଭାଗର ଛାତ୍ରୀ କୁମାରୀ ଭୋଜମତୀ ଭୋଇ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ଗ୍ରୁପ୍ (୧୭ବର୍ଷରୁ କମ୍‌ ବୟସ) ଶ୍ରେଣୀର ହକି ସିଲେକ୍ସନ୍ ଟେଷ୍ଟରେ କୃତିତ୍ଵର ସହ
Read More...

ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ପାହାଡ଼ ଶୀର୍ଷ ଦେଶରେ ବିଦ୍ୟମାନ କରିଥିବା ମା' ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦୧୫ ମସିହା ବେଚ୍
Read More...

ଦୁଧାରି ମାଉଳି ମନ୍ଦିର ଠାରେ ୨୭ତମ କୋରାପୁଟ ପର୍ବ ଆରମ୍ଭ ହେବ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରି ଗ୍ରାମ ପଂଚାୟତର ୨୦୦ ବର୍ଷର ଅଧିକ ପୁରାତନ ମାଉଳି ମନ୍ଦିର ଠାରେ ଜିଲ୍ଲାସ୍ତରୀୟ ଆଦିବାସୀ କଳା, ସାଂସ୍କୃତିକ ୨୭ତମ କୋରାପୁଟ ପର୍ବର ଶୁଭାରମ୍ଭ କରାଯାଇଛି । ଜିଲ୍ଲାସ୍ତରୀୟ ବୈଠକରେ, ଜିଲ୍ଲା ପ୍ରଶାସନ,
Read More...

ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧରେ ପହଁଚିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବୌଦ୍ଧ ଜିଲ୍ଲାରେ ମାଓ କାର୍ଯ୍ୟକଳାପକୁ ଦୃଢହସ୍ତରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜିଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ
Read More...

ସାନଭାଇ ଓ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କଲା ବଡ଼ଭାଇ : ସ୍ୱାମୀ ସ୍ତ୍ରୀ ଗୁରୁତର

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଛତାଭଟା ଗ୍ରାମର ଧ୍ରୁବ ଆଡଯୁଏଡ (୪୧) ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଚାଷଜମିରେ କାମ ଚରୁଥିଲେ । ସେହି ସମୟରେ ଧ୍ରୁବଙ୍କ ବଡ଼ଭାଇ ପ୍ରସନ୍ନ ଆଡଯୁଏଡ (୫୭) ଚାଷଜମିରେ ପହଞ୍ଚି
Read More...

ଛାତ ଉପରୁ ଖସିପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ଖସିପଡ଼ି ଥିଲେ । ପରିବାର ଲୋକେ ଖବର ପାଇବା ପରେ ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା
Read More...

ଲୋଇସିଂହାରେ ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସହରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଛତର ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ପୁଅଜିଉନ୍ତିଆ ତିଥିରୁ ମା'ଙ୍କ ଷୋହଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଦଶହରା ନବମୀ ରାତିରେ ମା'ଙ୍କ ଘଣ୍ଟ ଓ ଦୀପ ବିସର୍ଜନ ପରେ ଦଶମୀ
Read More...