Yearly Archives

2024

୧୧ ବର୍ଷୀୟ ନାବାଳକର ହତ୍ୟା ଘଟଣାରେ ବାପା ଏବଂ ପୁଅ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାଖେଲ ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକ ସୋମନାଥ ବେମାଳର ହତ୍ୟାକୁ ନେଇ କିଛି ଦିନ ତଳେ ଲାଠୋର ଅଞ୍ଚଳରେ ଚାଞ୍ଚ୍ୟଲ୍ୟ ସୃଷ୍ଟି ହୋଇଥିଲା । ଉକ୍ତ ଘଟଣାକୁ ନେଇ ଗ୍ରାମର ଡ଼ୋଲାମଣି ରଣାକୁ ପୋଲିସ ଗିରଫ
Read More...

ଓଡିଶାର ସ୍ୱାର୍ଥ ସ୍ୱାଭିମାନ ପାଇଁ ପାଇକମାଲରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲରେ ବିଧାୟିକା ବର୍ଷା ସିଂ ବରିହାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ଜନତା ଦଳର ଏକ ବିରାଟ ଜନସମ୍ପର୍କ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ହାଇସ୍କୁଲ ପଡିଆ ଠାରୁ ଆରମ୍ଭ ହୋଇଥିବା ଏହି
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ସଂପାନ୍ନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଏକ ସଂପାନ୍ନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାନ୍ନ ଶୀର୍ଷକ "ଅର୍ଥଶାସ୍ତ୍ରର ମୁଖ୍ୟ ନୀତି" ଉପରେ ପ୍ରଥମ ସେମିଷ୍ଟରର ଛାତ୍ରଛାତ୍ରୀ ମାନେ ତାଙ୍କର
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମ୍ବେରବାହାଲ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ବିଭିନ୍ନ
Read More...

ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ : ୨ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଗତ ଅକ୍ଟୋବର ୧୬ ତାରିଖରେ ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ ପୋଲିସ । ଦୋକାନ ଟଙ୍କା ବାକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ ସିସିଟିଭି କ୍ୟାମେରାର
Read More...

ଗୁଡଭେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବିଆର୍‌ସିସି
Read More...

ପ୍ରଜ୍ଞାନ ମିଶନ ତରଫରୁ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଆଜି ପ୍ରଜ୍ଞାନ ମିଶନ ତରଫରୁ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାର ପ୍ରଥମ ଚରଣରେ ଜୁନାଗଡ ବ୍ଲକ ଅନ୍ତର୍ଗତ କର୍ଚଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କର୍ଚଲା, ଗୌଡ ଛେଣ୍ଡିଆ, ହାବସପୁର, ଚିକିଲି ଆଦି ଗ୍ରାମର ବିଦ୍ୟାଳୟଗୁଡ଼ିକର
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା : ପୁର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେଉଛି ଅଶାନ୍ତ । କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର । ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଦକ୍ଷିଣ ପୂର୍ବ ପାରାଦ୍ଵୀପରୁ ୫୬୦କିମି, ଦକ୍ଷିଣ
Read More...

ଆଠଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଡକ୍ତର ପବିତ୍ର ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଠଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵାକ୍ଷରତା କ୍ଲବର ଛାତ୍ରଛାତ୍ରୀ ଏବଂ ସଦସ୍ୟଙ୍କୁ ନେଇ ଏକ ଆଇନ ସଚେତନତା ଶିବିର
Read More...

ଉପଜିଲ୍ଲାପାଳଙ୍କ ନାଲି ଫିତା ତଳେ (ଏନ.ଏଫ.ବି.ଏସ) ହିତାଧିକାରୀଙ୍କ ଫୈଳସ୍ଥାଗିତ ଗରିବ ବିଧବା ମହିଳା ହଇରାଣ

ତୁରେକେଲା, (ପିତାମ୍ବର ଦୀପ) : ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାରେ କରୁଛନ୍ତି ହେଲେ ବେଳେ ବେଳେ ସେହି ଯୋଜନା କାର୍ଯ୍ୟକାରୀ ନ ହେବା ଫଳରେ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଜାତୀୟ ପାରିବାର କଲ୍ୟାଣ ଯୋଜନା ମାଧ୍ୟମରେ ୧୮ରୁ ୬୦ବର୍ଷ ଭିତରେ ଯେଉଁ ଗରିବ ପାରିବାରର
Read More...