Yearly Archives

2024

ଅପହଞ୍ଚ ଇଲାକାରେ ସରକାରୀ ଯୋଜନା ସାତ ସପନ

ସରକାରୀ ଯୋଜନାରୁ ବଞ୍ଚିତ ଗୋଟେ ପରିବାର ୩ ବିକଳାଙ୍ଗ ଆଦିବାସୀ ଯୁବକଅପହଞ୍ଚ ଆବାସ ଯୋଜନାଭଙ୍ଗା ଦଦରା ଚାଲ କୁଡ଼ିଆରେ ବିତୁଛି ଜୀବନ, ପ୍ରଶାସନଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧା ତୁରେକେଲା , (ପିତାମ୍ବର ଦୀପ) : ରାଜ୍ୟ ସରକାର ଗରୀବ ନିଷ୍ପେସିତ ଅସହାୟ ବିକଳାଙ୍ଗ ପରିବାର କିମ୍ବା
Read More...

ଗାଈଖାଇ ଇକୋ ଟୁରିଜମରେ ସ୍ୱଚ୍ଛତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଗାଈଖାଇ ଇକୋ ଟୁରିଜମରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାକୁ ଲାଗିଛି । ମାତ୍ର ସଚେତନତା ଅଭାବରୁ ବଣଭୋଜି କରିବାକୁ ଆସୁଥିବା ଲୋକେ ବିଭିନ୍ନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ଓ କାଚ ବୋତଲ ଏଣେ ତେଣେ ଫିଙ୍ଗୁଛନ୍ତି । ଫଳରେ
Read More...

ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଦିନ୍‌ ପାଳନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ବଲାଙ୍ଗିର ଦିନ୍‌ ପାଳନକୁ ବ୍ୟାପକ କରିବା ପାଇଁ ବିଭିନ୍ନ
Read More...

ଖୁବ୍‌ ଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବ ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେବେ କ'ଣ ବଲାଙ୍ଗିରରେ ବି ଅନର୍‌ କିଲିଂ ? ଆଜି ସକାଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଘାଟିରେ ହଳେ ଯୁବକ ଯୁବତୀଙ୍କ ମୃତଦେହର ସନ୍ଧାନ ମିଳିବା ପରେ ସାରା ବଲାଙ୍ଗିର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଅର୍ଦ୍ଧନଗ୍ନ ଅବସ୍ଥାରେ
Read More...

ଟିଟିଲାଗଡ଼ ସତ୍ୟନାରାୟଣ ମନ୍ଦିରରେ ପୂଜକ ବ୍ରହ୍ମ ସମାଜ ତରଫରୁ ଅନ୍ନପ୍ରସାଦ ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସତ୍ୟନାରାୟଣ ମନ୍ଦିରରେ ବିଗତ ୩ ବର୍ଷ ଧରି ଗୁରୁବାରକୁ ଗୁରୁବାର ଦରିଦ୍ର ନାରାୟଣଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଏ । ଏହି ଗୁରୁବାର ଦିନ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜ ତରଫରୁ ସତ୍ୟନାରାୟଣ ମନ୍ଦିରରେ ନାରାୟଣ ସେବାପାଇଁ ମନ ବଳାଇ ପୂଜକ
Read More...

ରାଉରକେଲା କଲେଜରେ ନୂତନ ଇ-ଲାଇବ୍ରେରୀ ଓ ପଠନ କକ୍ଷ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ନୂତନ ଇ-ଲାଇବ୍ରେରୀ ଉଦ୍‌ଘାଟିତ ହୋଇଯାଇଛି । ଲାଇବ୍ରେରୀ ଅଧିକାରୀ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଲାଇବ୍ରେରିଆନ୍‌ ରାମଦାସ
Read More...

ବିଜେପୁରରେ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଶିକ୍ଷକତାକୁ ବ୍ରତ କଲେ ସାମାଜିକ ପରିବର୍ତ୍ତନ ସୁନିଶ୍ଚିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସଭା କକ୍ଷରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଉଚ୍ଛ୍ୱସିତ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଷ୍ଟେଟ
Read More...

ପଦ୍ମପୁରରେ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ତ୍ରିଦିବସୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପାଇକମାଲ
Read More...

ବରଗଡ଼-ନୂଆପଡ଼ା ରେଳପଥ କାର୍ଯ୍ୟ ତରାନ୍ୱିତ କରିବାକୁ ପୂର୍ବତଟ ରେଳବାଇ ଜିଏମ୍‌ଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼-ନୂଆପଡ଼ା ରେଳ ଲାଇନ୍ କାର୍ଯ୍ୟ ତରାନ୍ୱିତ କରିବା ନେଇ ଆଜି ପୂର୍ବତଟ ରେଳବାଇ ଜେନେରାଲ୍ ମ୍ୟାନେଜର ପରମେଶ୍ୱର ଫୁଙ୍କୱାଲଙ୍କ ସହ ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସବିଶେଷ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ଫୁଙ୍କୱାଲ୍ କହିଛନ୍ତି ଯେ, ରେଲୱେ
Read More...

ସ୍ୱର୍ଗତ ବିଜୟ ମହନ୍ତଙ୍କ ପରଲୋକରେ ଶୋକସଭା

ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି, ରାଉରକେଲାର କିରାଣୀ ସ୍ୱର୍ଗତ ବିଜୟ ମହନ୍ତଙ୍କର ଏକ ମମର୍ନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସେ ବାଇକ୍ ଯୋଗେ ନିଜସ୍ଵ ଗ୍ରାମ ବଣେଇରୁ ଫେରୁଥିବା ସମୟରେ ଚାନ୍ଦିପୋଷ ଠାରେ ଏକ ପୋଲ ସହିତ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ
Read More...