Yearly Archives

2024

ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟରତ ଏ.ଆଇ.ଟି.ମାନଙ୍କର ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ…

ବଲାଙ୍ଗିର, (ଲକ୍ଷ୍ମୀକାନ୍ତ ସାହୁ) : ଦୀର୍ଘ ୧୪ ବର୍ଷ ଧରି ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟ କରୁଥିବା ଏ.ଆଇ.ଟିମାନେ ଓଡିଶା ପ୍ରତ୍ୟେକ ଜିଲ୍ଲାରେ ପ୍ରାଣୀ ଚିକିତ୍ସାଲୟ ଅଧିନରେ ଥିବା ଏକ ବା ଏକାଧିକ ଗ୍ରାମ ପଞ୍ଚାୟତରେ ରହି କୃତ୍ରିମ ପ୍ରଜନନ, ଟୀକାକରଣ, ବନ୍ଦ୍ୟାକରଣ, ପ୍ରାଥମିକ
Read More...

ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଜରଙ୍ଗ ଦଳ ଓ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ତରଫରୁ ସ୍ଥାନୀୟ ଯାଦବ ଭବନ ପ୍ରାଣଙ୍ଗରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ବିଶ୍ୱବିହାରୀ
Read More...

ବୋଇତ ବନ୍ଦାଣ ଉତ୍ସବ ସମାରୋହ ପରେ ଯୁବପିଢିଙ୍କ ସଫେଇ ଅଭିଯାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ରଥଯାତ୍ରାରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରଥଯାତ୍ରାର ଦଳାଚକଟା ସମୟରେ ଅତ୍ୟାବଶ୍ୟକ ସମାଜସେବା ପାଇଁ ପ୍ରଶଂସିତ ହୋଇଥିବା ସେବା ପ୍ରତିନିଧିର ସଦସ୍ୟମାନେ କାର୍ତ୍ତିକ ପୂର୍ଣ୍ଣିମାରେ ବି ଅନୁରୂପ ଭାବେ କିଛି ନୂତନ କାର୍ଯ୍ୟ କରି
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ

ଜନଜାତି ଲୋକଙ୍କ ଅଧିକାର ସୁରକ୍ଷିତ ରହିଲେ ବିର୍ସା ମୁଣ୍ଡାଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅନେକ ବକ୍ତା ଅଭିବ୍ୟକ୍ତି ପ୍ରଦାନ କରିଥିଲେ ମୋହନଗିରି, (କେପିଏନ୍‌ଏସ୍‌) : ଆଜି ମୋହନଗିରି ସ୍ଥିତ ଗୋଣ୍ଡୱାନା ଭବନ ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ
Read More...

ଏସିଏସ୍‌ଟି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବହୁ ଧୁମ୍‌ଧାମ୍‌ରେ ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପଦ୍ମପୁର ସହରରେ ପାଳିତ ହୋଇଯାଇଛି । ସଭାପତି ଭୋଜରାଜ ବାଗଙ୍କ ନେତୃତ୍ୱରେ ରାଜାଜି ଟାଉନ ହଲ୍‌ ଠାରୁ ଏକ ବିରାଟ
Read More...

ଓଡ଼ିଶା ପରିବେଶ କଂଗ୍ରେସର ୧୫ତମ ଅଧିବେଶନ ଅବସରରେ ‘ପରିବେଶ ଓ ବେଳାଭୂମି’ ସଂକ୍ରାନ୍ତୀୟ ଆଲୋଚନାଚକ୍ର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପରିବେଶ କଂଗ୍ରେସର ୧୫ ତମ ଅଧିବେଶନ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ 'ପରିବେଶ ଓ ବେଳାଭୂମି' ସଂକ୍ରାନ୍ତୀୟ ଏକ ଆଲୋଚନା ଚକ୍ର ଡିସେମ୍ବର ମାସ ୨୦ରୁ ୨୧ ତାରିଖ ଓ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହା ଅନୁଷ୍ଠିତ ହେବ । ଗତକାଲି
Read More...

କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଖରିଫ ବର୍ଷ- ୨୦୨୪-୨୫ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ୍‌‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିପ୍ପଣୀ ନିରୀକ୍ଷକମାନେ
Read More...

ଆଶ୍ରମ ବିଦ୍ୟାଳୟ ଇଚ୍ଛାପୁରରେ ଜନଜାତି ଗୌରବ ଦିବସ ପାଳନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଆଶ୍ରମ ବିଦ୍ୟାଳୟରେ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ସେବକ ମୋହନ କୁମାର କୁଅଁର ସ୍ୱାଗତ
Read More...

ଗ୍ୟାସ ସିଲିଣ୍ଡର ଫାଟି ୩ ସ୍ୱାମୀ ଆୟପା ଭକ୍ତ ଗୁରୁତର : ୨ ଗୁରୁତରଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ ବିଶାଖାପାଟଣା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଗ୍ୟାସ ସିଲିଣ୍ଡର ଫାଟି ୩ ସ୍ୱାମୀ ଆୟପା ଭକ୍ତ ଗୁରୂତର । ୨ ଗୁରୁତରଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ରାୟଗଡା ସହର ରାନିଗୁଡ଼ା ଫାର୍ମ ଏଚ୍‌ପି ଗ୍ୟାସ ଗୋଦାମ ନିକଟରେ ଏଭଳି ଘଟଣା ଘଟିଛି । ସାଧାରଣତଃ ସ୍ୱାମୀ
Read More...

ବିଅରପାଲିରେ ଜନଜାତୀୟ ଗୌରବ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଲୋଇସିଂହା ବ୍ଲକ ବାନିପାଲି ପଞ୍ଚାୟତର ବିଅରପାଲି ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମୀରା
Read More...