Yearly Archives

2024

ଡେଲାଙ୍ଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଭା ଅନୁଷ୍ଠାନ, ଡାଁପୁର ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ପୁରୀ ଜିଲ୍ଲା ଏବଂ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର -
Read More...

କନ୍ଦାଡଙ୍ଗରରେ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମ ପାଖରେ ଥିବା ପେଟଲିଝରନ୍ ଠାରେ ୧୯୯୬ରୁ ୨୦୨୩ ମସିହା ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢି ସାରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ବନ୍ଧୁ ମିଳନ ଓ ରୌପ୍ୟ
Read More...

ନୃସିଂହ ପଞ୍ଜିକା – ୨୦୨୫ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କପସିଲା ରୋଡ଼ ସ୍ଥିତ ଉଦୟନାଥ ଫର୍ଣିଚର ପରିସରରେ ଗତ କାଲି ଏକ ମନୋରମ ପରିବେଶରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ଵିତୀୟ ସ୍ୱ ନକ୍ଷତ୍ର ଦିବସ ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି । ଏହି ଅବସରେ ଦୀର୍ଘ ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା
Read More...

ବିଳମ୍ବିତ ରାତିରେ ଗଛକୁ ପିଟିଲା କାର, ଚାଳକ ଗୁରତର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମଳିଛି । ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତା କଡ଼ ଗଛରେ ପିଟି ହୋଇଥିବା ବେଳେ କାର୍‌ ଚାଳକ ଜଣକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର କାର୍‌
Read More...

ମାଣ୍ଡିପଙ୍କା ଆମ୍ବଟାକୁଆ ଖାଇବା ଘଟଣା : ଆଉ ଜଣେ ଆଖି ବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣାରେ ଆଉ ଜଣଙ୍କ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ
Read More...

ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦ୍ୱିଦିବସୀୟ ଅଷ୍ଟମ ସାରସ୍ଵତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକ ଦ୍ୱିଦିବସୀୟ ସାରସ୍ଵତ ସମାରୋହ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ମେମୋରିଆଲ ବକ୍ତୃତା ମାଳା,
Read More...

ମୋହନା କେନ୍ଦୁଘାଟିରେ ପିକ୍‌ନିକ୍ ଭ୍ୟାନ୍‌ ଦୁର୍ଘଟଣା : ଜଣେ ମୃତ, ୧୦ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଳାର ମୋହନା କେନ୍ଦୁଘାଟିରେ ଗତକାଲି ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି । ଟ୍ରାଭେଲର ଭ୍ୟାନ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହେଇଥିବା ଖବର ମିଳିଛି । ମୃତକ ଜଣକ ନୟାଗଡ଼ ଚାହାଳି ଗାଁର ସରୋଜିନୀ ବେହେରା ବୋଲି
Read More...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା କାଟ ଖାଇଲା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘଦିନରୁ କେସିଙ୍ଗା ବ୍ଲକର ରାଜନୀତି ସରଗରମ ଥିଲା କିନ୍ତୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଥିବା ଜଣାଯାଇଛି । ଫଳରେ ଦୀର୍ଘ ୨ ମାସ ପାଖାପାଖି ହେଲା ଚାଲିଥିବା ଅନାସ୍ଥା ପ୍ରସ୍ତାବ
Read More...

‘ବିକଶିତ ଭାରତ ଯୁବ ନେତା ବିତର୍କ’, ପୁନଃକଳ୍ପିତ ଜାତୀୟ ଯୁବ ମହୋତ୍ସବ ୨୦୨୫ ସମ୍ପର୍କରେ ଘୋଷଣା କଲେ ଡ. ମନସୁଖ…

ବିକଶିତ ଭାରତ ଯୁବ ନେତା ବିତର୍କ ଯୁବପିଢ଼ିଙ୍କ ପାଇଁ ସେମାନଙ୍କ ବିଚାର ଓ ଦୃଷ୍ଟିକୋଣକୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉପସ୍ଥାପନ କରିବାର ଏକ ଅନନ୍ୟ ସୁଯୋଗ ହେବ : ଡ. ମାଣ୍ଡଭୀୟମାଇଁ ଭାରତ ପ୍ଲାଟଫର୍ମରେ ବିକଶିତ ଭାରତ ଚ୍ୟାଲେଞ୍ଜ ଆରମ୍ଭ ହେବ; ୨୫ ନଭେମ୍ବର
Read More...

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ଦିନିକିଆ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ 'ନିଯୁକ୍ତି ପାଇଁ ଦକ୍ଷତା ଗଠନ' ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ
Read More...