Yearly Archives

2024

ଧାନ ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ
Read More...

ସେକ୍ଟର ୧୯ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ତରଫରୁ ଏକ ନିଃଶୁଳ୍କ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଉରକେଲା ଏସ୍‌ପି ନିତେଶ ୱାଡ଼ୱାନୀ ମୁଖ୍ୟ ଅତିଥି, ଡିଏସ୍‌ପି ପୁଷ୍ପାଞ୍ଜଳି ନେଗୀ ଉଦ୍‌ଘାଟକ ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ
Read More...

ଭବାନୀ ମହାପାତ୍ର ସିଜିନ ୨ର ଶ୍ରେଷ୍ଠ ଓଡ଼ିଆଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସିଜିନ ୨ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଭବାନୀ ମହାପାତ୍ର ବିଜୟିନୀ ହୋଇ ବହୁ ପୁରସ୍କାର ଲାଭ କରିଛନ୍ତି । ସିଭିକ ସେଣ୍ଟର୍ ଠାରେ ମୋନାଲିସା ସାହୁ ଓ ମୌସୁମୀ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସିଜନ୍ ୨ ଫାଇନାଲ
Read More...

ସଚେତନ ନାଗରିକ ମଞ୍ଚ ୧୧ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରୀ ୯ରେ

ରାଉରକେଲାର ଉନ୍ନତି କରଣ ପାଇଁ ଦିଲ୍ଲୀପ ରାୟଙ୍କ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରତିବଦ୍ଧତା ରଖୁଥିବା ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଆଗାମୀ ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ
Read More...

ଜ୍ଞାନ ଭାରତୀ ଗୁରୁକୁଳର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ଞାନ ଭାରତୀ ଗୁରୁକୁଳ ଜଗଦଳପୁର ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗୁରୁକୁଳର ସଭାପତି ହେମସାଗର ପଟେଲ ସଭାପତିତ୍ୱ କରିଥିବାବେଳେ ଡକ୍ଟର ଗାୟତ୍ରୀ ନନ୍ଦ ମୁଖ୍ୟ ଅତିଥି, ଶ୍ରୀମତୀ ଗୀତା ଲୁହାର ଏବଂ ଅଭିଭାବକ
Read More...

ଜଳସମ୍ପଦ ବିଭାଗ ତରଫରୁ ଚାଣ୍ଡାଲ ଡ୍ୟାମ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ଠାରେ ଅବସ୍ତିତ ଚାଣ୍ଡାଲ ଡ୍ୟାମ ଏକ ପ୍ରାକୃତିକ, ବଣ ପାହାଡ ଘେରା ସବୁଜିମାରେ ଭରପୂର ଅଛି । ଏହି ଡ୍ୟାମ ସାଲେଭଟା ଠାରୁ ୮ କିଲୋମିଟର ଦୂରରେ ଅଛି । ଏହି ଡ୍ୟାମର ଉନ୍ନତିକରଣ ଓ ଏହାକୁ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିଦ୍ୟୁତ ବିସ୍ଫୋରଣ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ପୁରା ହସ୍‌ପିଟାଲ ପରିସରରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

କଫ ସିରଫ ନିଶା ବଟିକା ଜବତ : ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଚଣ୍ଡୀଭଟା ଗ୍ରାମର ଗୁରୁଦେବ ସେଠ (୫୦)ଙ୍କୁ ବେଆଇନ ଏସ୍‌କଫ ସିରଫ, ନିଶାବଟିକା, ଦେଶୀମଦ କାର୍‌ବାର୍‌ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ଜଗଦଳପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ
Read More...

ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ । ଖାଲି ଲୁଟ୍‌ର ଶିକାର ନୁହେଁ ଲୁଟ୍‌ ବାହାନାରେ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ପିଇଟି ଶିକ୍ଷକ । ଆକ୍ରମଣରେ ପିଇଟି ଶିକ୍ଷକଙ୍କ ଗୋଟିଏ ହାତ ଓ ଗୋଡ଼ ଛିଣ୍ଡିଯାଇଥିବା ଜଣାପଡିଛି । ଏଭଳି ଅମାନବୀୟ ଘଟଣା
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ପକ୍ଷରୁ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫଟୋଗ୍ରାଫି କୌଶଳକୁ ବିଷୟବସ୍ତୁ ରଖି ଟିମ୍ ନିକୋନ୍ କମ୍ପାନୀ ତରଫରୁ ଆସିଥିବା ବିଶେଷଜ୍ଞ
Read More...