Yearly Archives

2024

‘ଉତ୍କଳିକା’ର ବିଂଶତମ ବାର୍ଷିକୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଡ଼ଃ ନାରାୟଣ ମିଶ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରାଜ୍ୟ କଳା, ସାହିତ୍ୟ, ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ 'ଉତ୍କଳିକା'ର ବିଂଶତମ ବାର୍ଷିକୋତ୍ସବ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ସଭାପତିତ୍ୱରେ ରେଡ ରିବନ୍ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ରେଡ ରିବନ କ୍ଲବ ସଂଯୋଜକ ଶ୍ରୀନିବାସ ଗଡତ୍ୟା ଅତିଥି ପରିଚୟ ପ୍ରଦାନ
Read More...

ଟିଟିଲାଗଡ଼ ମୁଖ୍ୟ ଡାକଘରେ ୩ ଦିନ ହେଲା ଲିଙ୍କ ଫେଲ : ଗ୍ରାହକ ହଇରାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ଡାକଘର ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି । ଟଙ୍କା ଜମା, ଉଠାଣ, ପିଏଲ୍‌ଆଇ ଟଙ୍କା, ଆର୍‌ଡି ଭଳି ବିଭିନ୍ନ ସୁବିଧା ପାଇଁ ଗ୍ରାହକ ମୁଖ୍ୟ ଡାକଘରକୁ ଆସୁଥିବା ବେଳେ ଲିଙ୍କ ନ ଥିବା ଯୋଗୁଁ ସେବା ଦେବାରେ ବ୍ୟାଘାତ ସୃଷ୍ଟି
Read More...

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଞ୍ଚଳ କରାଯିବାକୁ ସିପିଆଇର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ମଦ ବିକ୍ରି ବ୍ୟାପକ ହେଉଥିବା ଅଭିଯୋଗ ହେଉଛି । ଏନେଇ ସିପିଆଇ ନେତା ଗଣ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଲାର ରମ୍ଭା ଖଲ୍ଲିକୋଟ ଅଞ୍ଚଳରେ ଜନଗହଳି ଓ ମାର୍କେଟ୍ ଗହଳ ଚହଳ ସ୍ଥାନ,
Read More...

ଦେଶ ସେବା କରି ଘରକୁ ଫେରିଲେ ଯବାନ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ଦିଲ୍ଲୀପ ମାଝୀ । ସ୍ୱର୍ଗତ ତ୍ରିଲୋଚନ ମାଝୀ ଓ ଟେଭା ମାଝୀଙ୍କ ପୁତ୍ର ଦିଲ୍ଲୀପ ୨୦୦୭ ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ । ଦୀର୍ଘ ୧୮ ବର୍ଷ ବୀରତାର ସହିତ ଦେଶର
Read More...

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏନ୍‌ଏଚ୍‌ ରାସ୍ତାକୁ ଲାଗି କି ରହିଥିବା ଘର ଗୁଡ଼ିକ ମଧ୍ୟ ସୁରକ୍ଷିତ ନ ଥିବା ଜଣାପଡ଼ିଛି । ସେମିତି ଏକ ଚୋରି ଘଟଣାର ଲିଖିତ ଅଭିଯୋଗ ହୋଇଛି କେସିଙ୍ଗା ଥାନାରେ । ସୂଚନା
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସହରର ୨୫ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିଲ ସେଣ୍ଟର ଠାରେ ପ୍ରତ୍ୟହ ସନ୍ଧ୍ୟା ୬ଟା ୧୫ରେ ଆରମ୍ଭ କରାଯିବ ବୋଲି
Read More...

ଜିଲ୍ଲାସ୍ତରୀୟ ୩୭ତମ ବିଶ୍ୱ ଏଡ୍‌ସ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ସ୍ତରୀୟ ୩୭ତମ ବିଶ୍ୱ ଏଡ୍‌ସ ଦିବସ-୨୦୨୪ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବେଦାନ୍ତ ଆଲୁମିନିୟମ ତରଫରୁ ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ପାଳନ କରାଯାଇଛି । ଏହି ଅବସରେ ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ
Read More...

କିଲାଣି ଗାଁରେ ପାଣି ଓ ରାସ୍ତା ସମସ୍ୟାକୁ ନେଇ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡ଼ା ଗ୍ରାମ‌ପଞ୍ଚାୟତର କିଲାଣି ଗାଁରେ ପାଣି ସମସ୍ୟା ସହ ଯାତାୟାତ ପାଇଁ ରାସ୍ତା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିବା ପିଡିଏସ୍‌ ସାମଗ୍ରୀ ସହ ବିଭିନ୍ନ ଭତ୍ତା ଆଣିବାକୁ ଯିବା ପାଇଁ ବହୁତ ଅସୁବିଧାର
Read More...

ହାତୀ ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର : ୧ ମୃତ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଳ ସେକ୍ସନ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଗୁରୁତର । ଘଟଣାସ୍ଥଳରେ ବନବିଭାଗ ଟିମ ପହଂଚି ଗୁରୁତର ବନ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁରେକେଲା ହସ୍ପିଟାଲ ଓ ପରେ
Read More...