Daily Archives

ହନୁମାନପଡାରେ ରାମାୟଣ ନବାହ ପାରାୟଣ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡା ସ୍ଥିତ ହନୁମାନ ମନ୍ଦିରର କାଳୀ ମଣ୍ଡପରେ ଶ୍ରୀ ରାମାୟଣ ନବାହ ପାରାୟଣ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବ । ହନୁମାନପଡା ମହିଳା ସମିତି ଦ୍ୱାରା କାର୍ତ୍ତିକ ବ୍ରତ ସହ ଏହି ବର୍ଷ ରାମାୟଣ ନବାହ ଆରମ୍ଭ ହୋଇଯାଇଛି
Read More...

ହିତାଧିକାରୀ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି
Read More...

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ
Read More...

୫୦ ଲକ୍ଷ ଦିଅ ଝିଅକୁ ନିଅ : ଥାନା ଆଗରେ ଝିଅ ପାଇଁ ଧାରଣାରେ ବାପା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ବାପା ସୁବାସ ପରିଡ଼ା । ନିଜର ୭ ବର୍ଷର ଝିଅକୁ ଶ୍ୱଶୁର ଘର ଲୋକେ ପଣ ବନ୍ଦୀ କରି ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି ସୁବାସ । ଗତକାଲି ସନ୍ଧ୍ୟା ସମୟ ଠାରୁ ସେ ଡେଲାଙ୍ଗ ଥାନାରେ ଲିଖିତ
Read More...

ଟିଟିଲାଗଡ଼ ରେଳ ଓଭର ବ୍ରିଜ୍‌ ଉପରୁ ସୁନା ଚେନ୍ ଲୁଟ୍‌ ବିଫଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଟିଟିଲାଗଡ଼ ସହରର ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଶ୍ରୀମତୀ ପଦ୍ମିନୀ ସାହୁ ଓ ତାଙ୍କ ସ୍ଵାମୀ ଗଦାଧର ସାହୁ ନିଜର କ୍ୱାଟରରୁ ନିଜର ନୂତନ ନିର୍ମିତ ଘରକୁ ଯାଉଥିବା ବେଳେ
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ରାଣୀ ଦୁର୍ଗାବତୀ’ଙ୍କ ଜନ୍ମ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ପ୍ରାନ୍ତ ଆନୁକୁଲ୍ୟରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଣୀ ଦୁର୍ଗାବତୀଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାର
Read More...

ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବରଗଡ଼ ଶିକ୍ଷାଜିଲ୍ଲାର ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଏହି
Read More...

ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଯୁବାଖୋଲ ଗ୍ରାମରୁ ଜମରତଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରଣଜନ୍ତା ପାଲଟିଛି । ଏହି ରାସ୍ତାକୁ ଅନେକ ଥର କରିବା ପାଇଁ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଟ୍ଵିଟର ମାଧ୍ୟମରେ ଗ୍ରାମ୍ୟ ବ୍ଲକ ଉନ୍ନୟନ
Read More...

ବୁର୍ଡା ଲକ୍ଷ୍ମୀପାଲି ଗାଁକୁ ସ୍ଥାୟୀ ରାସ୍ତା ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅଧୀନସ୍ଥ ଡେଙ୍ଗ ପଞ୍ଚାୟତ ସ୍ଥିତ ବୁର୍ଡା ଲକ୍ଷ୍ମୀପାଲି ଗାଁକୁ ସ୍ଥାୟୀ ପକ୍କା ରାସ୍ତା ଖଣ୍ଡିଏ ନଥିବା ଦ୍ୱାରା ଅଞ୍ଚଳବାସୀ ତରଫରୁ ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ
Read More...

ଅନୁପସ୍ଥିତ ଥିବା ହିତାଧିକାରୀଙ୍କୁ ରାସନ ସାମଗ୍ରୀ ପ୍ରଦାନ ନକଲେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକ ହେଉଛି ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲୋକ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ କାମ
Read More...