Daily Archives

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ନାରୀଶକ୍ତି ପାଉଣ୍ଡେସନ ତରଫରୁ ଆମର୍‌ ପିଠାମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଚାରକ ଭାବେ ପ୍ରଶାନ୍ତ ବାରିକ, ଅଭିଦାନ ପତି, ସୋନମ ଅଗ୍ରୱାଲ, ପଦ୍ମିନୀ ମହାପାତ୍ର, ଶୋଭନା
Read More...

ବଲାଙ୍ଗିର ଦିନ୍‌ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ମାଁ ମାଟି ଦିନ୍‌ ଲାଗି ୫୧ ଜଣ ରକ୍ତ ଦେଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ନଭେମ୍ବର୧ ତାରିଖ ବଲାଙ୍ଗିର ଦିନ୍‌ ପାଳନ ଅବସରରେ ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ତରଫରୁ ବଲାଙ୍ଗିର ରକ୍ତ ସଂଗ୍ରହ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ
Read More...

ଆମ୍ବେଦକର ଯୁବ କ୍ଲବ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଆମ୍ବେଦକର ଯୁବ କ୍ଲବ ତଥା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଧୁମଧାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ
Read More...

ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୭ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ କବି, ନାଟ୍ୟକାର ତଥା ନବୀନ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୭ତମ ଜନ୍ମଦିନ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ହାରା ଫାଉଣ୍ଡେସନ ତରଫରୁ ନର ନାରାୟଣ ସେବା
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସ୍ଵାନ ହଲ୍‌ରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଏହି ଶପଥ ପାଠ କରାଇଥିଲେ । ଦେଶର
Read More...

ରାୟଗଡ଼ ଦୁର୍ଗ : ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ବିକଶିତ ମରାଠା ସାମ୍ରାଜ୍ୟର

ନୂଆଦିଲ୍ଲୀ, (ପିଆଇବି) : ରାଜଧାନୀ'ଭାରତର ମରାଠା ସାମରିକ ପରିଦୃଶ୍ୟ' ଶୀର୍ଷକରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ପାଇଁ ମନୋନୀତ ହୋଇଥିବା ୧୨ଟି ଦୁର୍ଗ ମଧ୍ୟରୁ ରାୟଗଡ଼ର ଦୁର୍ଗ ଅନ୍ୟତମ । ମନୋନୀତ ୧୨ଟି ଦୁର୍ଗ ମଧ୍ୟରୁ ରାୟଗଡ ହେଉଛି ମରାଠା ସ୍ଥାପତ୍ୟର ଉତ୍କୃଷ୍ଟ ଉଦାହରଣ ଏବଂ ପାହାଡ଼ ଉପରେ
Read More...

ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦…

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପିଏମ-ଜୟ ଯୋଜନାରେ ୭୦ ବର୍ଷର ଓ ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ସମ୍ପ୍ରସାରଣର ଲୋକାର୍ପଣ କରିବେସ୍ୱାସ୍ଥ୍ୟସେବା ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ବହୁମୁଖୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ଶିଳାନ୍ୟାସ ଓ
Read More...

ପାନପୋଷ ଉପଖଣ୍ଡ ଡାକ୍ତରଖାନାର ପରିଚାଳନା ସମିତି ବୈଠକ ଆୟୋଜିତ

ବୈଠକରେ ବିଧାୟକ ଦୁର୍ଗାଙ୍କ ପ୍ରଶ୍ନ ଖୋଲିଲା ପାନପୋଷ ଉପଖଣ୍ଡ ଡାକ୍ତରଖାନାର ଅନେକ ଗୁମର କଥା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଅଞ୍ଚଳର ପାନପୋଷ ସ୍ଥିତ ୟୁସିଏଚସି ଦ୍ୱାରା ଆଜି ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଡାକ୍ତରଖାନା ପରିଚାଳନା ସମିତିର ଏକ
Read More...

ଦୁର୍ନୀତି ନିବାରଣ ଶପଥ ପାଠ କଲେ ଅଧିକାରୀ ଓ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ଓସ୍ୱାନ ହଲ୍‌ଠାରେ ଆୱାସି ମାଧ୍ୟମରେ ସିଧାପ୍ରସାରଣରେ
Read More...

ଭବାନୀପାଟଣା ସାଇ ମନ୍ଦିରରୁ ରୂପା ଗହଣା ଚୋରି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେହେରା ଗୁଡ଼ା ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେର ୧୭ କେଜିରୁ ଅଧିକ ରୁପା ଅଳଙ୍କାର ଚୋରି ହୋଇଛି । ଚୋର ମାନେ ବିଳମ୍ବିତ ରାତିରେ ମନ୍ଦିରର କବାଟ ଭାଙ୍ଗି
Read More...