Daily Archives

ସ୍ୱର୍ଗତ ବିଜୟ ମହନ୍ତୋଙ୍କ ପରଲୋକରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାର କିରାଣୀ ସ୍ୱର୍ଗତ ବିଜୟ ମହନ୍ତୋଙ୍କର ଗତ ତା ୧୧/୧୦/୨୪ ଶୁକ୍ରବାର ଦିନ ଅପରାହ୍ନ ୪ଟା ସମୟରେ ଏକ ମମର୍ନ୍ତୁଦ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସେ ବାଇକ୍ ଯୋଗେ ନିଜସ୍ଵ ଗ୍ରାମ
Read More...

ବିଭିନ୍ନ ଦାବି ନେଇ ଗର୍ଜିଲେ ଚାଷୀ

ତରଭା, (କେପିଏନ୍‌ଏସ୍‌) : ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଚାଷୀମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତରଭା ତହସିଲଦାରଙ୍କ ମାଧ୍ୟମରେ ୯ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜଳସେଚନ ସୁବିଧା ନଥିବା ଜମିକୁ ଚିହ୍ନଟ କରି
Read More...

ଜିଲ୍ଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ଜିଲ୍ଲାପାଳ ପାରୂଲ ପାଟୱାରୀଙ୍କ ଗସ୍ତ କରିଥିବା ଜଣାପଡିଛି । ଜିଲ୍ଲାପାଳ ଗସ୍ତ ସମୟରେ କଲ୍ୟାଣସିଂହପୁର ସଦରରେ ଥିବା ଆଦର୍ଶ ବିଦ୍ୟାଳୟରେ ପରିଦର୍ଶନ ବେଳେ ବିଦ୍ୟାଳୟର ସମସ୍ତ ପ୍ରକାର ଅନୁସନ୍ଧାନ କରିଥିଲେ । ଏହାପରେ
Read More...

ସାମୁଦ୍ରିକ ଝଡ଼ ‘ଦାନା’ର ପ୍ରଭାବକୁ ହ୍ରାସ କରିବା ପାଇଁ ରେଳବାଇର ସକ୍ରିୟ ପଦକ୍ଷେପ : ରିଲିଫ୍ କାର୍ଯ୍ୟ, ଯାତ୍ରୀଙ୍କ…

ପୂର୍ବ ଉପକୂଳରେ ରେଡ୍ ଆଲର୍ଟ ମଧ୍ୟରେ ତୁରନ୍ତ ରେଳ ସେବା ପୁନରୁଦ୍ଧାର ପାଇଁ ୨ଟି ରାଜ୍ୟରେ ୯ଟି ଜରୁରୀକାଳୀନ ପ୍ରକୋଷ୍ଠ ସ୍ଥାପନ କରାଯାଉଛିପ୍ରବଳ ପବନର ପ୍ରଭାବକୁ କମ୍ କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଖାଦ୍ୟ ଓ ପାଣି ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛିବାତ୍ୟା ‘ଦାନା’ର
Read More...

ଘଟଣା ସ୍ଥଳରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଟଣା ସ୍ଥଳରେ ଖୋଦ୍‌ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଚାଲିଛି ତନାଘନା ତଦନ୍ତ । କିଏ ମାରିଲା ? କାହିିଁକି ମାରିଲା ? କେମିତି ପରିସ୍ଥିତିରେ ଯୁବକ ଯୁବତୀଙ୍କୁ ହତ୍ୟା କରାଯାଇଥିବ ? କ'ଣ ରହିଛି ଏହି ହତ୍ୟାକାଣ୍ଡର ରହସ୍ୟ ? ଏହି ଘଟଣା ପଛରେ ପ୍ରେମ
Read More...

ବିଶ୍ୱ ପୋଲିଓ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ଶିଶୁଙ୍କୁ ଏହି ବିନାଶକାରୀ ରୋଗରୁ ରକ୍ଷା କରିବା ପାଇଁ ପୋଲିଓ ଟୀକାକରଣର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୪ ରେ 'ବିଶ୍ୱ ପୋଲିଓ ଦିବସ' ପାଳନ କରାଯାଏ । ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ
Read More...

ଛେଳି ଚରାଳି ମହିଳାଙ୍କୁ ଅସଦାଚରଣ : ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗାଁ ନିକଟରେ ଛେଳି ଚରାଉଥିବା ବେଳେ ମହିଳାଙ୍କୁ ଜୋର ଜବରଦସ୍ତ ଅସଦାଚରଣ କରିଥିବା ବେଳେ ମହିଳା ଜଣଙ୍କ ଚିତ୍କାର କରିବା ସହ ହୋ ହାଲ୍ଲା କରିବା ବେଳେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଛାଡିଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା । ଏନେଇ ବୁଧବାର ଖପ୍ରାଖୋଲ
Read More...

ବାରହା ଆକ୍ରମଣରେ ପୋଟ୍ଟଲାମପୁର ଗ୍ରାମର ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମରେ ହିଂସ୍ର ଜନ୍ତୁ ବାରହା ଆକ୍ରମଣରେ ମହିଳାଙ୍କ ମୃତ୍୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ଶୋଭା ତରାଇ(୬୨) ବୋଲି ଆକଳନ କରାଯାଇଛି । ସେ ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ

ଦେଓଗାଁ, (କେପିଏନ୍‌ଏସ୍‌) : ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ଦେଓଗାଁ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର୍ ଓ ଜୁନିଅର ବିଭାଗର ରଚନା, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ ବିଜୟୀ ଛାତ୍ରୀ ମାନଙ୍କୁ ପୁରସ୍କାର
Read More...

ବତ୍ୟା ‘ଦାନା’ର ଅବପାତ ରୂପ ଧାରଣ

ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ଜୁଆର, ଗୋପାଳପୁର ବନ୍ଦରରେ ସ୍ଵାଭାବିକ ଠାରୁ ଅଧିକ ଜୁଆର ଆସିବା ସମ୍ଭାବନା - ଆଇଏମ୍‌ଡି- ଡିଜି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବତ୍ୟା 'ଦାନା' ଅବପାତ ରୂପ ଧାରଣ କରିଛି । ସମୁଦ୍ର ଅଶାନ୍ତ ରହିଛି । ପ୍ରବଳ ଜୁଆର ମାଡି ଆସୁଛି,
Read More...