Daily Archives

ମା’ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା : ୫ ହଜାରରୁ ଅଧିକ ମହିଳାଙ୍କ ସମାଗମ

ମୁନିଗୁଡା, (ରମାକାନ୍ତ ପଢାଲ) : ମହିଳା କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଜା ସହ ବେଣ୍ଡବାଜା ଶୋଭାଯାତ୍ରାରେ ମହିଳାମାନେ ପବିତ୍ର ଜଳକୁ କଳସୀରେ ଧାରଣ କରି ମାଁଙ୍କ ନିକଟରେ ସମର୍ପଣ କରିଥିଲେ । ଫଳରେ ଅମ୍ବାଦଳା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା । ମା'ଙ୍କ ଏହି ଆବହାନି
Read More...

ନଭେମ୍ବର ୨୯ରୁ ଆରମ୍ଭ ହେବ ଚତୁର୍ଥ ଭୈରବୀ ମହୋତ୍ସବ : ଶୁଭଖୁଣ୍ଟି ସ୍ଥାପନ କଲେ ବିଧାୟକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା, ଭକ୍ତି ଏବଂ ଭାବନାର ଅପୂର୍ବ ସମାହାର ହେଉଛି ବୌଦ୍ଧ ଜିଲ୍ଲାର ଭୈରବୀ ମହୋତ୍ସବ । ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା' ଭୈରବୀଙ୍କ ନାମରେ ନାମିତ ଭୈରବୀ ମହୋତ୍ସବ । ଚଳିତ ବର୍ଷ ନଭେମ୍ବର ମାସ ୨୯ ତାରିଖରୁ ଆରମ୍ଭ ହେବାକୁ
Read More...

କୁମାର ଉତ୍ସବ -୨୦୨୪ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ -୨୦୨୪ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାସ୍ତା ଓ ଗୃହନିର୍ମାଣ ବିଭାଗର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ : ରାଉରକେଲା ସ୍ଥାନୀୟ କେନ୍ଦ୍ର ପକ୍ଷରୁ ‘ବିଶ୍ୱ ମାନକ ଦିବସ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା 'ବିଶ୍ୱ ମାନକ ଦିବସ' ପାଳନ କରାଯାଇଥିଲା । ଏହାର ବିଷୟ ଥିଲା 'ଆଗାମୀ ପିଢ଼ି ପାଇଁ ମାନକ ଏକ ଶେୟାର୍ଡ ଭିଜନ୍ ଓ ଲକ୍ଷ୍ୟ' । ଏହି ଆଲୋଚନାର ମୁଖ୍ୟ ଥିମ୍
Read More...

ପୁଆ ସମବାୟ ସମିତିରେ ମହା ଘୋଟାଲା : ଜାଲ୍‌ ଦସ୍ତଖତ ଓ ମୃତ ଲୋକଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପୁଆ ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଜାଲ୍‌ ଦସ୍ତଖତ ଜରିଆରେ ଶହ ଶହ ଚାଷୀଙ୍କ ଅଜାଣତରେ ତାଙ୍କ ନାମରେ ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଟକର୍ଲା ଗ୍ରାମର ଗରିବ ସାହୁ ନାମକ ଜଣେ ମୃତ ବ୍ୟକ୍ତିଙ୍କ
Read More...

ଜଙ୍ଗଲି ହାତୀଙ୍କ ଆକ୍ରମଣରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ‌ଅନ୍ତର୍ଗତ କ୍ରଫୋଡଗଞ୍ଜ ଗ୍ରାମର ଉର୍ଦ୍ଧବ ବରିହା ଓ ତାଙ୍କ ପିତା ସଦାନନ୍ଦ ବରିହା ନିଜ ଘରେ ବିଲମ୍ବିତ ରାତିରେ ଶୋଇଥିବା ସମୟରେ ଗୋଠଛଡା ବଣୁଆ ଦନ୍ତାହାତୀ ଘରବାଡ଼ିକୁ ପଶି ଘର
Read More...

ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ା ସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶେଷଦେବ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡଃ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରିୟ ଗୁରୁ, ଅଶୋକ
Read More...