Daily Archives

ପରଲୋକରେ ଶିକ୍ଷକ ବିଭୁତି ଶତପଥୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର ଉପଖଣ୍ଡ ବିରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୁତି ଶତପଥି ବୁର୍ଲା ହସ୍ପିଟାଲରୁ ଚିକିତ୍ସିତ ହୋଇ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ । କିନ୍ତୁ ଯିବା ବାଟରେ ବିଭୁତି ଶତପଥୀ (୫୯)ଙ୍କର ପରଲୋକ ହୋଇଯାଇଛି । ସେ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଗଙ୍ଗାଧର ହେର୍ଣ୍ଣା ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁରିବାହାଲ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ଗଙ୍ଗାଧର ହେର୍ଣ୍ଣାଙ୍କୁ ବିଧାୟକଙ୍କ ଅନୁପସ୍ଥିତିରେ ଦରକାର ପଡ଼ିଲେ ଅଫିସର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିନିଧି ମନୋନୀତ କରିଛନ୍ତି । ଏ
Read More...

ତେନ୍ତୁଳିଖୁଣ୍ଟି ଗଣେଶ ଭସାଣୀରେ ଅଘଟଣ

ଜେନେରେଟରର ବିଦ୍ୟୁତ୍ ଆଘାତରେ ନୁଆପଡ଼ା ଜିଲ୍ଲାରୁ ଆସିଥିବା ମେଲୋଡି ପାର୍ଟିର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁଥାନାରେ ଅପମୃତ୍ୟୁ ମାମଲା ରୁଜୁ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଗଣେଶ ପୂଜା ଭସାଣୀ
Read More...

ଠିକା କାମ କରିଥିବା ଟଙ୍କା ନଦେବାରୁ ଭାଟିପଡା ଦର୍ଲୋ ଯିବା ରାସ୍ତା ଅବରୋଧ କଲେ ଠିକାଦାର ବୁଲ୍‌ବୁଲ୍‌ ମେହେର : ଟଙ୍କା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମେଘା ଗ୍ୟାସ କମ୍ପାନୀରେ ଠିକା କାମ କରି ୬୬ ଲକ୍ଷ ଟଙ୍କା ବାକି ରଖିଥିବା ତଥା ମାଗି ମାଗି ହଇରାଣ ହେଲା ପରେ ବି ବକେୟା ପାଉଣା ନଦେବାରୁ ଠିକାଦାର ବୁଲ୍‌ବୁଲ୍‌ ମେହେର ଓ ତାଙ୍କ ଶ୍ରମିକ ମାନେ ଭଟିପଡା ଦର୍ଲୋ ରାସ୍ତା ଅବରୋଧ କରି ବସିଛନ୍ତି । ଠିକା
Read More...

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ବିଦ୍ୟାର୍ଥୀଙ୍କୁ ଫାୟାର୍ ମକଡ୍ରିଲ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିସରରେ ଛତ୍ରପୁର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କରାଯାଇ ଅଗ୍ନି ନିର୍ବାପକ ଯନ୍ତ୍ରର ସଦ୍‌ବ୍ୟବହାର, ନିଆଁକୁ କିପରି ଆୟତ୍ତ କରିବା ସଂପର୍କରେ ବିଦ୍ୟାର୍ଥୀମାନଙ୍କୁ ସଚେତନତା
Read More...

ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଖେଳ ଶିକ୍ଷକ ଠାକୁର ଚରଣ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ
Read More...

ଜେନିଥ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଜେନିଥ ଲାୟନ୍ସ ଗୁରୁକୁଳ’ର ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏକ ଶିକ୍ଷଣୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଅଗ୍ନିଶମ କେନ୍ଦ୍ର, ହସ୍ତତନ୍ତ କାର୍ଯ୍ୟଶାଳା
Read More...

ପାଇକମାଲ ବ୍ଲକ ଯାଦବ ସମାଜରେ ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ଵରୀ ମନ୍ଦିରରେ ପାଇକମାଲ ବ୍ଲକ ଯାଦବ ସମାଜ ପକ୍ଷରୁ ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସିନାପାଲି ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ ଓ କୋର୍ଟ ଚାଲାଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁରୁ ୨ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର ଗୋଟିଏ କଲଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିବା ବେଲେ ଅଭିଯୁକ୍ତମାନଙ୍କୁ ଗିରଫ
Read More...

ବିଜେଡି, ବିଜେପି ମଧ୍ୟରେ ଗଣ୍ତଗୋଳ : ୩ ବିଜେଡି କର୍ମୀଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ପରିସରରେ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ କୌଣସି କାରଣ ବଶତଃ ଶୁକ୍ରବାର ଯୁକ୍ତିତର୍କ ହୋଇ ପାଇକମାଲ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି । ପୋଲିସ ବିଜେଡିର ୩ ଜଣଙ୍କୁ ଗିରଫ କରିଥିବା ବେଳେ ବିଜେପିର କାହାରିକୁ
Read More...