shyamal
Daily Archives

ଜୟପାଟଣା ଅଞ୍ଚଳରେ ବଡ଼ ଧରଣର ଅବକାରୀ ଚଢ଼ାଉ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳରେ ବେଆଇନ ଦେଶୀ ହାତରନ୍ଧା ମଦର କାରବାର ବଢ଼ି ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଅବକାରୀ ବିଭାଗର ଏକ ବଡ଼ ଧରଣର ଚଢ଼ାଉ ହେବା ଫଳରେ ୫୦୦୦କେଜି ମହୁଲ ପୋଚ ସହ ୩୦୦ଲିଟର ହାତରନ୍ଧା ମଦ ନଷ୍ଟ କରିଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲାର ଏକ
Read More...

ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ବର୍ଷେରୁ ଅଧିକ ହେବ ବନ୍ଦ ଥିବା ରୋଗୀଙ୍କୁ ଖାଦ୍ୟ ଦେବା ପ୍ରକ୍ରିୟା ବିଧାୟକଙ୍କ ଦ୍ଵାରା ଆରମ୍ଭ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟିର ବୈଠକ ଶୁକ୍ରବାର ସ୍ୱାସ୍ଥ୍ୟକେନ୍ଦ୍ର
Read More...

ଇସ୍ପାତ ସହରରେ ବିପର୍ଯ୍ୟସ୍ତ ରୋଗୀ ସେବା : ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦୁର୍ଗା ତନ୍ତୀ

ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟାଧୁନିକ ଜ୍ଞାନ କୌଶଳର ସଦୁପଯୋଗ କରି ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ମାଁ' ପ୍ରସ୍ତୁତ କରିଛନ୍ତି । ଏହି ସବୁ ଯୋଜନାର ସଫଳତା ପାଇଁ
Read More...

ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ମୋଟ୍‌ ୯୨ଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା
Read More...

ରୋତ୍‌ କଲେଜରେ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ରେ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଇ. କେ. ଏ. ସି / ନାଗ ସହାୟତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ
Read More...

ଖୋଲାଣ କଲେଜରେ ନିଆଯାଉଛି ଫିସ୍‌ : ରସିଦ ଦେଉନଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଗ୍ରାମ ପଞ୍ଚାୟତରେ ଦ୍ୱିତୀୟ ବର୍ଷ ପାଇଁ ନାମ ଲେଖା ଚାଲିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ୨୧୦୦ ଟଙ୍କା ନିଆଯାଉଛି ତାହା ପୁଣି ବିନା ରସିଦରେ । ଏ ବିଷୟରେ ସ୍ଥାନୀୟ ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ
Read More...

‘ନୂଆଁଖାଇ’ ତିନ୍‌ ଦିନ୍‌ ଛୁଟି ଲାଗି ଦାବିପତ୍ର ଦେଲା ପରବାସି କୁଟୁମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ମାଁ ମାଏଟ୍‌ ଅସ୍ମିତାର ସାଙ୍ଗେ ଜୁଡ଼ିହେଇଥିବାର ଇ ତିହାର ଆମର୍‌ ଗୌରବ ଆର୍‌ ସ୍ୱାଭିମାନ ହେଇ ସାରିଛେ । ଜେ ଜାହିଁ ଥିଲେ ଯେତେ ଦୁରେ ଥିଲେ ଭି ଇ ଦିନେ ସଭେ ଗାଁ କେ ଫିରସନ୍‌ । ତିହାର୍‌ର ପ୍ରସ୍ତୁତି, ନୂଆଁଖାଇ ଆର୍‌
Read More...

ରାଉରକେଲାରେ ପାଳନ ହେଲା ସମ୍ବଲପୁରୀ ଦିନ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବଲପୁରୀ ଶାଢ଼ୀ ଆଉ ସମ୍ବଲପୁରର ସଂସ୍କୃତି କେବଳ ଓଡିଶା ନୁହେଁ ପ୍ରସାରିତ ହୋଇଛି ସମଗ୍ର ବିଶ୍ୱକୁ । ସମ୍ବଲପୁରୀ ନୃତ୍ୟ ଆଉ ସଂଗୀତ ସିନେମା ରାଜ୍ୟକୁ ମଧ୍ୟ ଖୁବ ପ୍ରଭାବିତ କରିଛି । ମାଁ ସମଲେଶ୍ୱରୀଙ୍କ ନାମ ସହିତ ଲୋକପ୍ରିୟତାର ଶୀର୍ଷକୁ ପହଁଚିଛି ଏହାର
Read More...

ଅତାବିରାରେ ‘ଆମ ପରିବାର’ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ଆମ ପରିବାର, ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ
Read More...

ଲୋକସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ ବନସ୍ପତି ସର୍ଭେ ଦାବି ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ଉଦ୍ଭିଦ ଓ ଔଷଧୀୟ ବନସ୍ପତି ଗୁଡ଼ିକର ପୁଣିଥରେ ସର୍ଭେ ହେବ । ଲୋକସଭାରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ପ୍ରତାପରାଓ ଯାଦବ । ଆଜି ବରଗଡ଼ ସାଂସଦ
Read More...