Monthly Archives

May 2024

ବୃଦ୍ଧା ମା’ଙ୍କ ହତ୍ୟାକାରୀ ପୁଅ ମନୋଜକୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୦ ତାରିଖ ରାତିରେ ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ବୃଦ୍ଧା ମା’ ଗୀତାଦେବୀ ଅଗ୍ରୱାଲଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛ ପଟେ ରହିଥିବା ଏକ ଘରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ମନୋଜ କୁମାର ଅଗ୍ରୱାଲ
Read More...

ଏକତ୍ଵ ଭାବରେ ଶାନ୍ତିରେ ଏକାଠି ରହିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ମେ'ରେ 'ମିଳିତ ଭାବରେ ଶାନ୍ତିରେ ରହିବା ପାଇଁ ଆନ୍ତର୍ଜାତୀୟ ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘର ସାଧାରଣ ସଭା ଶାନ୍ତି, ଏକତା ଏବଂ ଏକତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଉଦ୍ୟମକୁ ସମର୍ଥନ ଜଣାବାକୁ
Read More...

ଧନକଉଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପରିଦର୍ଶନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ପିଲା ମାନେ ଗ୍ରୀଷ୍ମାବକାଶରେ କରିବା ପାଇଁ ଦିଆଯାଇଥିବା ଗୃହ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ପ୍ରତିଦିନ ନିଜେ ତଦାରଖ କରୁଛନ୍ତି ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ । ସେହି ଶୃଙ୍ଖଳାକୁ ବଜାୟ ରଖି ଗତକାଲି ସେ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଗର୍ବ ଓ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିକ୍ଷା ବର୍ଷ ୨୦୨୩-୨୪ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଅନୁଷ୍ଠିତ ହୋଇଥିବା ସପ୍ତମ ଶ୍ରେଣୀର ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଆମ ପଦ୍ମପୁର ଶିଶୁ
Read More...

କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା’ମାନଙ୍କ ଋଣ ଛାଡ କରାଯିବ : ସମରେନ୍ଦ୍ର

ବଲାଙ୍ଗିରର ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ : ତାରା ବାହିନୀପତି ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା'ମାନଙ୍କ ଋଣ ଛାଡ କରାଯିବ ବୋଲି କହିଛନ୍ତି ସମରେନ୍ଦ୍ର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ନିର୍ବାଚନ
Read More...

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାକୁ ଆସି ପ୍ରଚାର କରିଛନ୍ତି । ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ
Read More...

ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇ ଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ
Read More...

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ପ୍ରେସ୍‌ମିଟ୍

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଆଦିମ ଅଧିବାସୀ ଏକତା ମଞ୍ଚ ଏପରି ଏକ ଅଣ ରେଜିଷ୍ଟ୍ରିଭୁକ୍ତ ସଂଗଠନ ଯାହାକି ଜିଲ୍ଲାର ୪୨ ଗୋଟି ପଞ୍ଚାୟତର ୩୫୩ଟି ଗ୍ରାମର ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କେତେ ଦୂର ପହଞ୍ଚୁଚି ଲୋକମାନଙ୍କ
Read More...

ଟିଟିଲାଗଡ଼ରେ ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ଚଢ଼ାଉ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ : ବିଜେପି ଶିବିରରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରେ ରାଜନୀତି ଆହୁରି ସରଗରମ ହେବାରେ ଲାଗିଛି । ଏତିକି ବେଳେ ଆଜି ଅପରାହ୍ନରେ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ର ବାସିନ୍ଦା ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ହଠାତ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଶ୍ୟାମ ସେମାନଙ୍କୁ
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ରାହୁଲ ଗାନ୍ଧୀ : ସିଧାସଳଖ ଟାର୍ଗେଟ୍‌ କଲେ ସରକାରଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳରେ ହଜାର ହଜାର ଲୋକଙ୍କୁ ନେଇ ଜନ ଆଶୀର୍ବାଦ ସଭାର ଆୟୋଜନ ହୋଇଥିବା ବେଳେ ଏଠାରେ କଂଗ୍ରେସ ଦଳର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ଯୋଗଦାନ କରି ସିଧାସଳଖ ବିଜେପି ସରକାର ଉପରେ ନିର୍ଧୁମ୍‌ ବର୍ଷିଛନ୍ତି । ବିଜେପି
Read More...