Monthly Archives

May 2024

ମତଦାନ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ‌ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି ।
Read More...

ଗଞ୍ଜାମ ସହର ଗ୍ରାସୀମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ୍‌ ପାଇପ୍‌ ଫାଟି ଅଘଟଣ : ୬ ଆହତ

ଆହାତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବାକୁ ଶ୍ରମିକସଂଘ ପକ୍ଷରୁ ଦାବୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ୍‌ ପାଇପ୍‌ ଫାଟି ଗତକାଲି ଅର୍ଥାତ୍ ଶୁକ୍ରବାର ସକାଳେ ଏକ ଅଦ୍ଭାବନୀୟ ଘଟଣା
Read More...

ନୃସିଂହ ମନ୍ଦିରରେ ସାମୁହିକ ବ୍ରତୋପନୋୟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରରେ ମହନ୍ତ ମହାରାଜ ବ୍ରଜ ମୋହନ ଶରଣ ଦେବ ଓ ଗୁରୁ ଭାଇଭଉଣୀ ସେବା ସଂଘ ଟ୍ରଷ୍ଟ ମିଳିତ ସହଯୋଗରେ ନୃସିଂହ ମହାପ୍ରଭୁଙ୍କ ଆବିର୍ଭାବ ଦିବସରେ ବଲାଙ୍ଗିର, ବରଗଡ, ନୁଆପଡା, ଫୁଲବାଣୀ ଇତ୍ୟାଦି ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୭
Read More...

ମହିଳାଙ୍କୁ ବଳାତ୍କାର ଘଟଣା : ପୂର୍ଣ୍ଣିମାଙ୍କ ତିନିଦିନିଆ ଶୁଦ୍ଧିରେ ବାପା ମଧ୍ୟ ଚାଲିଗଲେ ଆରପାରିକୁ

ଜୟପାଟଣା, (ଶେଷଦେବ ବେହେରା) : ଶୋକରେ ଭାଙ୍ଗି ପଡ଼ିଥିବା ଜାମଚୁଆ ଗାଁ ଏବେ ସମ୍ପୂର୍ଣ୍ଣ ନିସ୍ତବ୍ଧ ପାଲଟି ଯାଇଛି । ଗୋଟିଏ ଘରୁ ଗତ ମଙ୍ଗଳବାର ଦିନ ଯୌନ ବଳାତ୍କାରକୁ ସହି ନପାରି ବିଷପାନ କରି ଆତ୍ମହତ୍ୟା କରିଥିବା ପୂର୍ଣ୍ଣିମାର ତିନିଦିନିଆ ନ ହେଉଣୁ ଗୁରୁବାର ରାତିରେ ତାଙ୍କ ବାପା କରନ
Read More...

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ

ଘୁ. ଉଦୟଗିରି : ଦନ୍ତାହାତୀ ଆକ୍ରମଣରେ କନ୍ଧମାଳ ଜିଲ୍ଲା ରେଟୁଡ଼ି ଗ୍ରାମର ଟିକେନ୍ଦ୍ର କୁମାର୍ ପ୍ରଧାନ(୨୫) ଗୁରୁତର ଆହତ ହୋଇଛନ୍ତି । ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ହାତୀ ଘଉଡ଼ାଇ
Read More...

ସୁଧ ଆଣି ଟଙ୍କା ସୁଝିପାରିଲେନି ପରିବାର : ହାତର ଶିରା କାଟିଲେ ପରିବାରର ୬ ଜଣ ସଦସ୍ୟ

ପଞ୍ଜାବ : ସୁଧ ଆଣି ଟଙ୍କା ସୁଝିପାରିଲେନି ପରିବାର । ସୁଧ ଦେଇଥିବା ଲୋକେ ଟଙ୍କା ମାଗିବାରୁ ଏକା ସାଙ୍ଗରେ ହାତର ଶିରା କାଟିଲେ ପରିବାରର ୬ ଜଣ ସଦସ୍ୟ । ଘଟଣାଟି ଘଟିଛି ପଞ୍ଜାବର ଫରିଦାବାଦ‌ରେ । ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଏବେ
Read More...

ବାଇକ୍‌ରେ ଦୁଇ ଦୁର୍ବୁତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତି ବ୍ୟାଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦ କିଲୋ ରୂପା ଝାମ୍ପି ନେଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା
Read More...

ଜିଲ୍ଲାରେ ସୁବ୍ୟବସ୍ଥିତ ରବିଧାନକ୍ରୟ ସହିତ ନିୟନ୍ତ୍ରଣ କକ୍ଷ ଦ୍ୱାରା ତୁରନ୍ତ ଅସୁବିଧାର ସମାଧାନ କରାଯିବ : ଜିଲ୍ଲାପାଳ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନଙ୍କ ରବିଧାନ ସୁବିଧାରେ ଏବଂ ବ୍ୟବସ୍ଥିତ ହିସାବରେ ଯୋଗାଣ ବିଭାଗ କ୍ରୟ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଗତ ୨୨ ତାରିଖରେ ବିନିକା ବଜାର ପ୍ରାଙ୍ଗଣରେ ଜିଲ୍ଲାର ଧାନକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ
Read More...

କଣ୍ଟାମାଳର ଦୁଇ ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହ ସମାପିତ ହେଲା ସାନି ନିର୍ବାଚନ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭାରତ ନିର୍ବାଚନ ଆୟୋଗ ୧୩ କନ୍ଧମାଳ ଲୋକସଭା କ୍ଷେତ୍ରର ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ଗୋଟି ମତଦାନ କେନ୍ଦ୍ର ୨୬ କିରାସିରା ଏବଂ ୨୮ ମହେଶ୍ୱର ପିଣ୍ଡାରେ ସାନି ମତଦାନ ପାଇଁ ଆଦେଶ ଦେଇଥିଲେ । ଗୁରୁବାର ଏହି ଦୁଇ କେନ୍ଦ୍ରରେ ସାନି
Read More...

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ରାଉରକେଲା ଓ ମଧୁସୂଦନ ପଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ସନ୍ଥ ସାହିତ୍ୟିକ, ସମାଜ ସଂସ୍କାରକ ତଥା ମହିମା ଧର୍ମର ପ୍ରଚାରକ ଓ ସର୍ବଶ୍ରେଷ୍ଠ ପ୍ରବକ୍ତା ସନ୍ଥକବି ଭୀମ ଭୋଇଙ୍କ
Read More...
error: Content is protected !!