Daily Archives

ବିଜେପି ଛାଡ଼ି ପାଟଣାଗଡ଼ ବିଜେଡ଼ିରେ ଯୋଗଦେଲେ ୭୦ ଜଣ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକର ଦମକିପାଲି ଓ ଚୁଲାଦୋରୋ ଗ୍ରାମର ୭୦ ଜଣ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ପ୍ରତି ଅନୁପ୍ରାଣିତ ହୋଇ ତଥା ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ
Read More...

ଅକ୍ଷୟ ତୃତୀୟାରେ ପଣା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆମ୍ବାଗାନ ଛକ ଠାରେ ନିଖିଳ ଉତ୍କଳ କୈବର୍ତ୍ତ ସମାଜ ତରଫରୁ ପଥଚାରୀଙ୍କ ପାଇଁ ପଣା ବଣ୍ଟନ କରାଯାଇଥିଲା । କୈବର୍ତ୍ତ ସମାଜର ଉପଦେଷ୍ଟା ଜଗବନ୍ଧୁ ବେହେରା ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ପାଟଣାଗଡ଼ରେ ସଂକଳ୍ପ ପତ୍ର ସହ ରିପୋର୍ଟ କାର୍ଡ ଜାରି କଲେ ସାଂସଦ ପ୍ରାର୍ଥୀ ସଂଗୀତା ଏବଂ ବିଧାୟକ ପ୍ରାର୍ଥୀ କନକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ପାଟଣାଗଡ଼ ଖମାରରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ସଂକଳ୍ପ ପତ୍ର ଓ ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ।
Read More...

ସମାଜସେବୀ ବିମଳା ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣାଶୁଣା ସମାଜସେବୀ ତଥା ସାମାଜିକ ଗଣ ମାଧ୍ୟମର ପ୍ରତିନିଧି ବିମଳା କାନ୍ତ ପଣ୍ଡାଙ୍କ ୫୫ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଗତ ମଧ୍ୟରାତ୍ରୀରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡାଙ୍କ ହଠାତ୍ ଶରୀର
Read More...

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ

ଖଜୁରୀପଡ଼ା : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଡ୍ରି ସାହିଠାରେ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଖଜୁରୀପଡ଼ା ନୂଆସାହିର ଅଲେଖ ମଲ୍ଲିକ(୬୫ ) । ସୂଚନା ଅନୁଯାୟୀ, ଅଲେଖ ଗୁଡ୍ରି ସାହିରେ ଥିବା ସେୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା
Read More...

ଗଞ୍ଜେଇ ଜବତ : ୨ ଗିରଫ

ବାଉଁଶୁଣି : ବାଉଁଶୁଣି ପୁଲିସ ରେଙ୍ଗାଲି ଗାଁ ନିକଟରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାଉଁଶୁଣି ଥାନା ବାଉରୀ ଝାରକଟା ଗ୍ରାମର ଦିଲ୍ଲୀପ ଖଟୁଆ ଓ ତାଳଗରି ଗ୍ରାମର ସଞ୍ଜୟ ମଲ୍ଲିକ । ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗତକାଲି
Read More...

ଟିଟିଲାଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ : ଟୁକୁନିଙ୍କ ରୋଡ୍‌ ସୋ’ରେ ଅଭିନେତା, କଳାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ତାତି ଆହୁରି ବଢ଼ିବାରେ ଲାଗିଛି । ଟିଟିଲାଗଡ଼ ସହରର ତାତିକୁ ଆହୁରି ବଳି ଯାଇଛି ନିର୍ବାଚନ ତାତି । ହଜାର ହଜାର କର୍ମୀ, ଭୋଟରଙ୍କ ଗହଣରେ ଆଜି ଟିଟିଲାଗଡ଼ରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି । ଗୋଟିଏ
Read More...

ବିଜେଡ଼ିରେ ସାମିଲ୍‌ ହେଲେ ୮୬ ନୂତନ ସଦସ୍ୟ

ବଲାଙ୍ଗିର, (କେସିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୦ ନମ୍ୱର ୱାର୍ଡରୁ ୫୦ରୁ ଅଧିକ ମହିଳା ବିଜେଡିରେ ସାମିଲ ହୋଇଥିବା ବେଳେ ଅନୁରୂପ ଭାବେ ସାଲେପାଲିରୁ ୩୬ରୁ ଅଧିକ ଯୁବକ ବଲାଙ୍ଗିର ବିଜେଡିରେ ମିଶିଥିବା ସୂଚନା ମିଳିଛି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆଶିଷ
Read More...

ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ବିପିନ ସାହୁ, କମିଟୀ ସଦସ୍ୟା ଚନ୍ଦ୍ରକାନ୍ତୀ ଛତ୍ରପାଳ ପ୍ରମୁଖ
Read More...

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା : ବିରୋଧୀଙ୍କ ଆତ୍ମପ୍ରଚାରରୁ ଦୂରେଇ ରହିବାକୁ ବିଜେଡି…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଠାରେ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି । କନ୍ଧମାଳ ଷ୍ଟାଡିୟମ୍‌ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି । ଗତ ୨୫
Read More...