Monthly Archives

April 2024

୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

କଣ୍ଟାମାଳ : କଣ୍ଟାମାଳ ବ୍ଲକ ମାଲପଡା ଗ୍ରାମ ନିକଟସ୍ଥ କାଳିମୁହାଣ ସେତୁରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣା ପଡିଛି । ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତି ଜଣକ ଆମ୍ବଗାଁ ଗ୍ରାମର ନିରଞ୍ଜନ ରଣା ବୋଲି ଜଣାପଡ଼ିଛି । ଖବର
Read More...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୮୯ତମ ଓଡ଼ିଶା ଦିବସ ସମାରୋହ

'ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ' ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାର ସମୟ
Read More...

ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତ ବାର୍ଷିକ ସମାରୋହ ତୁକଲାଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ
Read More...

ଓବିସିଙ୍କ ପ୍ରତି ସାମାଜିକ ଅନ୍ୟାୟ ପ୍ରତିବାଦରେ ଗର୍ଜିଲା ରାଜ୍ୟ ଓବିସି ମଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସିଙ୍କ ପ୍ରତି ସାମାଜିକ ଅନ୍ୟାୟ ପ୍ରତିବାଦରେ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଗର୍ଜିଛି ଓଡ଼ିଶା ରାଜ୍ୟ ଓବିସି ମଂଚ । କୁହାଯାଇଛି ଯେ, ଓଡ଼ିଶାରେ ଓବିସିକୁ ସାମାଜିକ ନ୍ୟାୟରୁ ବଂଚିତ କରାଯାଉଛ । ଏପରିକି
Read More...

ବଲାଙ୍ଗିର ବିଧାୟକ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ସମରେନ୍ଦ୍ର ମିଶ୍ର ହୋଇଛନ୍ତି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ । କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ପୁତ୍ର ସମରେନ୍ଦ୍ର ବିଧାୟକ ପ୍ରାର୍ଥୀ
Read More...

ଘର ଭିତରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମରେ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ତାଙ୍କ ନିଜ ଘରୁ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ମାଲପଡା ଗ୍ରାମର ଛତ୍ରପାଳ ମଲ୍ଲିକ(୭୫) ତାଙ୍କ ଘରେ ଦେଢ଼ ବର୍ଷ ହେଲା
Read More...

କଳାହାଣ୍ଡିରେ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ : ପାଞ୍ଚ କର୍ମଚାରୀ ସମ୍ମାନୀତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଜ଼ିଲ୍ଲା ରିଜର୍ଭ ପୋଲିସ ପଡିଆରେ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ
Read More...

ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଓ ନିର୍ବାଚନ ଇସ୍ତାହାର ମତାମତ ସଂଗ୍ରହ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ଠାରେ ବଲାଙ୍ଗିର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର
Read More...

ମୃତ୍ୟୁ ବି ଏମିତି ଆସେ : ହୃଦ୍‌ଘାତରେ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୃତ୍ୟୁ ବି ଏମିତି ଆସେ କେହି କେବେ କଳ୍ପନା କରି ପାରିବେନି, ମଣିଷ ଜନ୍ମ ହୋଇଛି, ଦିନେ ତାର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏମିତି ମୃତ୍ୟୁ ଯାହା ଆକସ୍ମିକ ଘଟିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ହଳଦୀ ପଞ୍ଚାୟତ ଯମୁନା ପ୍ରକଳ୍ପ ଉଚ୍ଚ
Read More...

୨୦୨୪ ନିର୍ବାଚନ ପାଇଁ ଟିଟିଲାଗଡ ବିଧାନସଭା ପାଇଁ ବିଜେପି ଟିକେଟ ପାଇଲେ ନବୀନ ଜୈନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ପକ୍ଷରୁ ଟିଟିଲାଗଡରୁ ପୁଣି ଥରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ମନ୍ତ୍ରୀ ଥିବା ଶ୍ରୀମତୀ ଟୁକୁନି ସାହୁ । ଆଜି ତାଙ୍କ ବିରୁଦ୍ଧରେ ବିଜେପି ଟିକେଟ୍‌ ଦେଇଛି ଟିଟିଲାଗଡ଼ରେ ନବୀନ ଜୈନଙ୍କୁ ।
Read More...