Monthly Archives

April 2024

କଲବଲ କରୁଛି ଖରା : ରାଜ୍ୟରେ ବଢୁଛି ଅଂଶୁଘାତ ଆଶଙ୍କା

ଭୁବନେଶ୍ୱର : କଲବଲ କରୁଛି ଖରା । ଗତକାଲି ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୯ଟି ସ୍ଥାନରେ ୪୨ ଉପରେ ତାପମାତ୍ରା ରେକର୍ଡ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା । ଆଜି ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି
Read More...

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳି ବିନିମୟ : ୩ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି । କରିଗୁଟା ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଏଲ୍‌ଏମ୍‌ଜି, ଗୋଟିଏ ଏକେ-୪୭ ବନ୍ଧୁକ ସହ
Read More...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପପୁଅଙ୍କ ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ସମ୍ପର୍କୀୟଙ୍କ ଘରୁ ହସଖୁସିରେ ବାଇକ୍‌ ଯୋଗେ ବାପପୁଅ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ । ମୃତକଦ୍ୱୟ ହେଲେ ସଠିଆଟଗିରି ଗ୍ରାମର
Read More...

ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା : କାରଣ ଅସ୍ପଷ୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧୀନ ପାଣ୍ଡିଆତନ୍ଦରା ସାହିରେ ବୀଭତ୍ସ ହତ୍ୟାକାଣ୍ଡ । ଘରେ ପଶି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା । ଖବର ମୁତାବକ
Read More...

ବିକାଶ ଏବଂ ଶାନ୍ତି ପାଇଁ ଆନ୍ତର୍ଜାତୀୟ କ୍ରୀଡା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୬ ଏପ୍ରିଲରେ ଅନୁଷ୍ଠିତ ହେଉଥିବା "ଆନ୍ତର୍ଜାତୀୟ ବିକାଶ ଏବଂ ଶାନ୍ତି ପାଇଁ କ୍ରୀଡା ଦିବସ" (ଆଇଡିଏସ୍‌ଡିପି), ସମଗ୍ର ବିଶ୍ୱରେ ତଥା ଲୋକମାନଙ୍କ ଜୀବନରେ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପର ସକରାତ୍ମକ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ଏକ
Read More...

ପିକଅପ୍ ଭ୍ୟାନ ଓଲଟି ୨ ମୃତ, ୧୫ ଜଣ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନଟି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଗୁରୁତର ହୋଇଛନ୍ତି । ତେବେ ସେମାନଙ୍କ ଭିତରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ,
Read More...

ବଲାଙ୍ଗିରରେ ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ବଲାଙ୍ଗିର ମାରୱାଡ଼ି ସେବା ସଦନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଶିବିରରେ ମୋଟ ୭୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ସୂଚନା ରହିଛି । ‘ଡୋନେଟ୍‌ ବ୍ଲଡ଼୍‌, ସେଭ୍‌ ଲାଇଭ୍‌’ ସ୍ଲୋଗାନ
Read More...

ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଚୋରି : ୪ ଜଣଙ୍କୁ ଗିରଫ କରିଛି ପୁଲିସ

ଭୁବନେଶ୍ୱର : ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଚୋରି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ବ୍ୟବସାୟୀ ବ୍ୟକ୍ତି କହିଥିଲେ ଲୁଟେରାଙ୍କୁ ଜାଣିନାହାନ୍ତି । କିନ୍ତୁ ଜଣଙ୍କ ହାତରେ ଟାଟୁ ରହିଛି । ନିଜ ବ୍ୟବସାୟରେ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କରେ ନିୟମିତ ଭାବେ ଛୋଟ ନୋଟ୍
Read More...

ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ରାଜସ୍ୱ ନୀରିକ୍ଷକଙ୍କ ଦୁର୍ବ୍ୟବହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜସ୍ୱ ନୀରିକ୍ଷକଙ୍କ ନାମରେ ଜଣେ ବରିଷ୍ଠ ନାଗରିକ ସରକାରୀ କାର୍ଯ୍ୟାଳୟ ଭିତରେ ଅପମାନିତ କରିଥିବାର ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଗତ ତା ୦୨ - ୦୪ - ୨୦୨୪ ରିଖ ଦିନ ପଦ୍ମପୁରର ଜଣେ ବରିଷ୍ଠ ନାଗରିକ ତଥା ଜଣେ
Read More...

ନଳକୂପ ମରାମତି ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ନୂଆପଡ଼ାବାସୀ

ତୁରେକେଲା, (କୈଳାସ ସଗ୍ରିଆ) : କାର୍‌ ଧକ୍କାରେ ଭାଙ୍ଗି ଦେଇଥିଲେ ନଳକୂପ । ଲୋକେ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ନେହୁରା ହେଲେ । ନଳକୂପ ମରାମତି କରିଦେବାକୁ ଜବାବ୍‌ ଦେଲେ । ଅଥଚ କଥା ଦେଇ ରଖିଲେ ନାହିଁ କଥା । ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି
Read More...