Monthly Archives

April 2024

ଟ୍ରେନ୍ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

କଟକ : ଟ୍ରେନ୍ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । କଟକ ଯୋବ୍ରା ନିକଟ ଟ୍ରେନ୍ ଲାଇନ୍‌ରେ ପଡିଛି ରହିଛି କ୍ଷତବିକ୍ଷତ ମୃତଦେହ । କଟକ ଜିଆର୍‌ପି ପକ୍ଷରୁ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଦିନ ଯୋବ୍ରା ନିକଟ ଟ୍ରେନ୍ ଲାଇନ୍‌ରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର କିଛି
Read More...

ମା’ ତାରାତାରିଣୀଙ୍କର ଚଇତି ପର୍ବରେ ସ୍ୱେଚ୍ଛାସେବୀଙ୍କ ସକ୍ରୀୟ ଅଂଶଗ୍ରହଣକୁ ଭୂୟସୀ ପ୍ରଶଂସା

ବ୍ରହ୍ମପୁର, (କେ .ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ରୌଦ୍ରତାପ ବଢୁଥିବା ବେଳେ ଇତି ମଧ୍ୟରେ ମା' ତାରାତାରିଣୀଙ୍କର ଚଇତି ପର୍ବ ମାସ ବ୍ୟାପୀ ଚାଲିଛି ଦେବୀଙ୍କ ଚୈତ୍ର ପର୍ବ ତୃତୀୟ ପାଳି ମଙ୍ଗଳବାର ମଧ୍ୟ ପ୍ରବଳ ଜନସମାଗମର ମଧ୍ୟରେ ସୁରୁଖରେ ସମାହିତ ହୋଇଯାଇଛି । ଭକ୍ତଜନଙ୍କୁ ଦେବୀଙ୍କ
Read More...

ଟିଟିଲାଗଡ ବିଜେଡ଼ି ପକ୍ଷରୁ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା : ବିରୋଧୀଙ୍କୁ କଡ଼ା…

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବୁଧୁବାର ସଂଧ୍ୟାରେ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ଟିଟିଲାଗଡ଼ର ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଜୋରଦାର ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜେଡି ନଗର
Read More...

ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଫେରାର୍‌ ଅଭିଯୁକ୍ତ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଥାନା ଅଞ୍ଚଳରେ ପୋଲିସର ଉପସ୍ଥିତକୁ ଲୋକଙ୍କୁ ଜଣାଇବା
Read More...

କେରଳରେ ପ୍ରେମିକାକୁ ହତ୍ୟା : ଅଭିଯୁକ୍ତ ପ୍ରେମିକ କନ୍ଧମାଳରୁ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲ୍ଲାର । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କାମଧନ୍ଦା ପାଇଁ କେରଳକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ପ୍ରେମିକାଙ୍କୁ ହତ୍ୟା କରିଥିଲା ପ୍ରେମିକ । ଏହି ଘଟଣାରେ କେରଳ ପୁଲିସ ଅଭିଯୁକ୍ତ
Read More...

ଉତ୍ତମ ଶିକ୍ଷା ଲୋକଙ୍କ ଆର୍ଥିକ ଉନ୍ନତି କରିବ : ସମରେନ୍ଦ୍ର

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାର ଦାୟୀ : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ଖରସେଲପଡାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ମହିଳା ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ
Read More...

ପଦ୍ମଶ୍ରୀ ଭାଗବତଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭାରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ସନତ ଗଡତ୍ୟା ଓଡ଼ିଶାର ଗର୍ବ ଗୌରବ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କ ବାସଭବନକୁ ସାକ୍ଷାତ କରିବା ସହ ଆଶୀର୍ବାଦ ଭିକ୍ଷା
Read More...

ଗଞ୍ଜେଇ ସହ ନାବାଳକ ଗିରଫ

ଗୁଡଭେଲା : ତୁଷୁରା ଅବକାରୀ ବିଭାଗ ଏକ ବାଇକରୁ ୧୪ କେ.ଜି. ଗଞ୍ଜେଇ ଜବତ କରିବା ସହ ଜଣେ ନାବାଳକଙ୍କୁ ଗିରଫ କରିଛି । ଗୁଡଭେଲା- ତୁଷୁରା ରାସ୍ତାରେ ଅବକାରୀ କର୍ମଚାରୀ ପାଟ୍ରୋଲିଂ କରି ଗାଡି ମଟର ଯାଞ୍ଚ କରୁଥିଲେ । ଏହି ସମୟରେ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିଲା । ହଠାତ୍ ଅବକାରୀ
Read More...

୭.୮ କେ.ଜି. ଗଞ୍ଜେଇ ଜବତ : ୨ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ପୁଲିସ ରକ୍ସା ଛକରୁ ବାଇକ ସହ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମଣିକୁତି ଗ୍ରାମର ମଙ୍ଗୁଲୁ ସାହୁ ଏବଂ ପ୍ରଦୀପ ସାହୁ ବୋଲି ଜଣାପଡ଼ିଛି । ଏହାସହ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୫୦୦ ଟଙ୍କା
Read More...

ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଳକ

ଅଯୋଧ୍ୟା : ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ । ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ । ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ । ଅପେକ୍ଷା ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ । ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ
Read More...