Monthly Archives

April 2024

ବଲାଙ୍ଗିରରେ ପଣା ସଂକ୍ରାନ୍ତି ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ଚଳଚଂଚଳ ହୋଇଉଠିଛି ବଲାଙ୍ଗିର ସହର । ଆଜି ସଂକଟମୋଚନ ବୀର ହନୁମାନଙ୍କ ଜନ୍ମଦିନ । ଏହି ଅବସରରେ ସହରରେ ରହିଥିବା ମନ୍ଦିରଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପଣା
Read More...

୯୩ ଲିଟର ଦେଶୀ ମଦ ଜବତ : ୨ ଜଣ ଗିରଫ

ଗୁଡ଼ଭେଲା : ତୁଷୁରା ଅବକାରୀ ବିଭାଗ ଆଜି ଗୁଡ଼ଭେଲା ବ୍ଳକ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଅଂଚଳରୁ ୯୩ ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କେଉଟିପାଲି ଗ୍ରାମର ଶିବ ଭୋଇଙ୍କଠାରୁ ୮୦ଲିଟର ଓ ତୁଷୁରା ଥାନା ଅନ୍ତର୍ଗତ
Read More...

ବିଜେଡ଼ିର ବିଶାଳ କର୍ମୀ ସମ୍ମିଳନୀ : ନିହାରଙ୍କୁ ଜିତାଇବା ପାଇଁ କର୍ମୀ ଉତ୍ସାହିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦାଜୁରୀ ସାପ୍ତାହିକ ବଜାରରେ ପଞ୍ଚାୟତସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାରମୁଣ୍ଡା, କନ୍ଦାଜୁରୀ, କୁଶଙ୍ଗ ଓ କୁଟେନପାଲି ପଞ୍ଚାୟତରୁ ଶହ ଶହ କର୍ମୀ ସାମିଲ ହୋଇ
Read More...

ମଟରଚଣା ଚାଷ, ଚାଷୀଙ୍କ ପାଇଁ ନୂତନ ବିକଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଜଳବାୟୁ ପରିବର୍ତ୍ତନ ଓ ବର୍ଷାର ଅନିୟମିତତାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସମୟ ଅବଧି ମଧ୍ୟରେ ଅଧିକ ଉତ୍ପାଦନ ତଥା କମ୍ ଖର୍ଚ୍ଚରେ ହୋଇପାରୁଥିବା ଫସଲ ଉପରେ ଚାଷୀମାନେ ଗୁରୁତ୍ୱାରୋପ କରୁଛନ୍ତି । ଏହି ସମସ୍ୟାକୁ ହୃଦବୋଧ କରି ବଲାଙ୍ଗିର ଜିଲ୍ଲାରେ ଏକ
Read More...

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦ୍‌ଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁଯାତ୍ରା
Read More...

୧୨ କ୍ଵିଣ୍ଟାଲ ଖଇର କାଠ ଜବତ କଲା ଲୋଇସିଂହା ବନବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ବଡଟିକା ନିକଟରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବନବିଭାଗ ଏକ ଖଇର କାଠ ବୋଝେଇ ପିକଅଫ୍ ଭ୍ୟାନ୍‌ ଜବତ କରିଛି । ଚଢ଼ାଉ ସମୟରେ କାଠ ମାଫିଆମାନେ ଫେରାର ହେବାରେ ସକ୍ଷମ ହୋଇ ଥିବାବେଳେ ଘଟଣାସ୍ଥଳରୁ ବନବିଭାଗ ଏକ ବାଇକ୍ ମଧ୍ୟ
Read More...

ଋଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ପାରାଦୀପ ଟ୍ରଲର୍‌ ଜବତ : ୯୭୯ କ୍ଵିଣ୍ଟାଲ ମାଛ ଜବତ, ୧୦ ମତ୍ସ୍ୟଜୀବି ଅଟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରର ନୀଳ ଜଳରାଶୀ ନୋ ଫିସଙ୍ଗ ଜୋନ୍‌ରୁ ମାଛ ମାରୁଥିବା ବେଳେ ଏକ ପାରାଦୀପ ଟ୍ରଲର୍‌ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଟ୍ରଲର ମଧ୍ୟରୁ ୧୦ ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖାଯାଇଛି । ସେଥିରେ
Read More...

ପୁଣି କଲବଲ କଲାଣି ତାତି

ଭୁବନେଶ୍ୱର : ପୁଣି ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ତାତି । ଆସନ୍ତା ୫ ଦିନ ଭିତରେ ତାପମାତ୍ରା ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଜଗତସିଂହପୁର, ଗଞ୍ଜାମ ଭଳି ଜିଲ୍ଲାରେ ଗୁଳୁଗୁଳି ଅଧିକ ହେବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ
Read More...

ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ବସ୍ ଓଲଟି ୧୫ ଆହତ

ପଦ୍ମପୁର : ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଘଟିଲା ଅଘଟଣ । ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ
Read More...

ମହୁଲ ଫୁଲ ଗୋଟାଇବା ହେଲା କାଳ : ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

କାମାକ୍ଷାନଗର : ଢେଙ୍କାନାଳ କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ମହୁଲ ଫୁଲ ଗୋଟାଇବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଛି । କନ୍ଧରା ପରେଷ୍ଟ ସେକ୍‌ସନ୍‌ରେ ଜଣେ ବୃଦ୍ଧାଙ୍କୁ ଦନ୍ତା ଦଳି ମାରି ଦେଇଛି । ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି ।
Read More...