Monthly Archives

April 2024

ବଙ୍ଗୋମୁଣ୍ଡାରେ ମହାବିଷୁବ ସଂକ୍ରାନ୍ତି ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ହନୁମାନ ମନ୍ଦିର ପରିସରରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା, ବ୍ଲକ ସାମ୍ବାଦିକ ସଂଘ, ହନୁମାନ ମନ୍ଦିର କମିଟି ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ହନୁମାନ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବଲାଙ୍ଗିରର ସେବା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସ୍ଥାନୀୟ ପେଲେସ୍‌ ଲାଇନ୍‌ ରାଧାକୃଷ୍ଣ ମନ୍ଦିର ପରିସରରେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଭାପତି ଘାସିରାମ ମିଶ୍ର, ସଂପାଦକ ବସନ୍ତ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଉପସଭାପତି ଶିବଶଙ୍କର ଖୁଆସ, ସହ
Read More...

ନିଷାନ୍ ସାହିତ୍ୟ ସଂସଦର ଚଳିତ ବର୍ଷର ପ୍ରଥମ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷର ପ୍ରଥମ ଅଠାରି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଆଶୁକବି
Read More...

କାଲସାଏପାଲିରେ ହନୁମାନ ମନ୍ଦିରର ରତ୍ନମୁଦ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ କାଲସାଏପାଲିରେ ଆଜି ମହାବିଷୁବ ସଂକ୍ରାନ୍ତି ତଥା ରାମଭକ୍ତ ହନୁମାନଙ୍କ ଜନ୍ମତିଥିରେ ହନୁମାନ ମନ୍ଦିରର ରତ୍ନମୁଦ ସ୍ଥାପନ ହୋଇଯାଇଛି । ଏହି ଅବସରରେ ଆଖପାଖର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ କାଲସାଏପାଲି ଉତ୍ସବମୁଖର
Read More...

ମାକ୍ରିପଡ଼ା ଯୁବଗୋଷ୍ଠି ଦ୍ୱାରା ମାଗଣା ଶୁଦ୍ଧଜଳ ସେବା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞରେ ଲାୟନ୍ସ ୟୁଥ୍ ଆସୋସିଏସନ୍ ଦ୍ୱାରା ଯଜ୍ଞରେ ଆସିଥିବା ହଜାର ହଜାର ସଂଖ୍ୟକ
Read More...

ହରିଶଙ୍କର ଛକରେ ହନୁମାନ ଜୟନ୍ତୀ ପାଳିତ : ହୋମଯଜ୍ଞ ସହ ରାମାୟଣ ପାରାୟଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଛକଠାରେ ଥିବା ହନୁମାନ ମନ୍ଦିର ପରିସରରେ ବଜରଙ୍ଗବଳି ଟ୍ରଷ୍ଟ ତରଫରୁ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପୂଜାପାଠ, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ୭ ଜଣ କର୍ତ୍ତା ସସ୍ତ୍ରିକ କାର୍ଯ୍ୟ
Read More...

ପରଲୋକରେ ଲକ୍ଷ୍ମୀନାରାୟଣ ବେହେରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପୋଡ଼ାଗୁଡା ଗ୍ରାମର ଖମାର ପଡ଼ାଠାରେ ଅବସ୍ଥିତ ଲକ୍ଷ୍ମ ନାରାୟଣ ବେହେରାଙ୍କ ରବିବାର ପୂର୍ବାହ୍ନରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବେହେରା ଅନେକ ଦିନରୁ ପୀଡ଼ିତ ଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ୮୦ବର୍ଷ ବୟସ
Read More...

ବଲାଙ୍ଗିରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୧୩୩ତମ ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ଆଜି ପୂର୍ବାହ୍ନ ୮ଟା ସମୟରେ ସ୍ଥାନୀୟ ବଲାଙ୍ଗିର ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଭାରତ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ
Read More...

ସମାଜସେବୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରରେ ଥିବା ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ତଥା ସମାଜସେବୀ ଭାସ୍କର ଆଚାର୍ଯ୍ୟ (୭୨)ଙ୍କ ଶୁକ୍ରବାର ମଧ୍ୟରାତ୍ରିରେ ପରଲୋକ ଘଟିଛି । ଶନିବାର ପୂର୍ବାହ୍ନରେ ପାଲିଆ ଛତ୍ରପୁର ଶ୍ମଶାନରେ
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ ଏକ ଦିବସୀୟ ଶିକ୍ଷକଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ ପାଠ୍ୟକ୍ରମ ଯୋଡି ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କିଭଳି ସେହି ପାଠ୍ୟକ୍ରମକୁ ନୂଆ ଢଙ୍ଗରେ ପଢେଇ ହେବ ସେ ଦିଗରେ ଏକ ସୁନ୍ଦର ପଦକ୍ଷେପ ସ୍ଥାନୀୟ ପିପଲପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ରବିବାର
Read More...