Monthly Archives

April 2024

ହନୁମାନ ଜୟନ୍ତୀରେ ରାଜନେତାଙ୍କ ପଣା ରାଜନୀତି

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ସହରରେ ଚଳିତବର୍ଷ ହନୁମାନ ଜୟନ୍ତୀ, ଓଡିଆ ନବବର୍ଷ ତଥା ପଣା ସଂକ୍ରାନ୍ତିକୁ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । ପ୍ରାୟ ପ୍ରତ୍ୟେକ ଛକରେ ସ୍ଥାନୀୟ ଯୁବକମାନେ ତଥା ବଜାର କମିଟି ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହନୁମାନ
Read More...

ବିଜେଡି ତରଫରୁ କଣ୍ଟାବାଞ୍ଜିରେ ମହିଳା ସମାବେଶ : ଆୟୁବ ଖାଁଙ୍କୁ ବିଜେଡି ଟିକେଟ୍‌ ଦେବା ପାଇଁ ଉଠିଲା ଦାବି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡି ତରଫରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରାଇଠାରେ ଏକ ମହିଳା ସମାବେଶର ଆୟୋଜନ କରାଯାଇଛି । ଏହି ସମାବେଶରେ କଣ୍ଟାବାଞ୍ଜି ବିଜେଡି ମହିଳା ମୋର୍ଚ୍ଚା ସଭାପତି ସାଲିନି ଜୈନଙ୍କ ନେତୃତ୍ୱରେ ଆୟୋଜନ କରାଯାଇଛି । ଏହି ସମାବେଶରେ ମୁଖ୍ୟ
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଜେଡ଼ିର ମିଶ୍ରଣ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଏଁଲାପାଲି ଓ ଖପ୍‌ସିକନାର ଶହ ଶହ ମହିଳା ପୁରୁଷ ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ି ନେତା ଲକ୍ଷ୍ମଣ ମେହେର ଏବଂ ପ୍ରଦ୍ୟୁଷ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ବିଜେଡ଼ି ବିଧାୟକ
Read More...

ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱରତ୍ନ ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ସ୍ଥାନୀୟ ଯାଦବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଧୀମାନ ନାଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଆମ୍ବେଦକରବାଦୀ ଧୀମାନ ଘନଶ୍ୟାମ ମହାନନ୍ଦ,
Read More...

ବାପାଙ୍କ ମୃତ୍ୟୁର ୬ ମାସ ପରେ ପୁଅ ମୃତ୍ୟୁ ଅସହାୟ ପରିବାରକୁ ସରକାରୀ ସହାୟତା ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମର ଲମ୍ବୋଦର ଝାକର୍ ଗାଁର ଅଧିଷ୍ଠାତ୍ରୀ ଦେବତା ବୁଢାରାଜାଙ୍କ ପୂଜକ ଥିଲେ । ତିନି ପୁଅ ରୁକମନ୍ ଚୀନ୍ଦା (୨୬), ଝିଅ ଚାନ୍ଦିନୀ ଚୀନ୍ଦା (୧୯), ଜନ୍ମେ ଚୀନ୍ଦା (୧୧), ଜୈବଲି ଚୀନ୍ଦା (୮) ଓ ସ୍ତ୍ରୀ ଟେମରୀ
Read More...

ଟିଟିଲାଗଡ଼ରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତିଙ୍କୁ ଟିଟିଲାଗଡ଼ ସହରବାସୀ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ସହ ପଣା ସଂକ୍ରାନ୍ତି ଉପଲକ୍ଷେ ମନ୍ଦିରରେ
Read More...

ନବୀନ ସମ୍ବାଦପତ୍ରର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ୨୬ତମ ବିଷୁବ ମିଳନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ନବୀନ କେବଳ ସମ୍ବାଦପତ୍ର ନୁହଁ ବରଂ ଓଡ଼ିଶାର କବି, ଲେଖକ, କଳାକାରମାନଙ୍କୁ ସମ୍ମାନ ଦେବାର ଅନନ୍ୟ ପରମ୍ପରା ବଜାୟ ରଖିପାରିଛି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନବୀନ
Read More...

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ନିର୍ବାଚନ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢ଼ିବା ସହ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଜୋର ଧରିଛି । ବିଭିନ୍ନ ଧାର୍ମିକ ପୂଜା ଶୋଭାଯାତ୍ରାରେ ସାମିଲ ହେବା ସହ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କ ମଧ୍ୟରେ ବେଶ୍‌
Read More...

ମଦନପୁର, ରାଧାଯୁଗଲ ସାଂସ୍କୃତିକ କ୍ଲବ ତରଫରୁ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ : ଅସହାୟ ଦମ୍ପତିଙ୍କୁ ସହାୟତା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକ ମଦନପୁର ରାଧାଯୁଗଳ ସାଂସ୍କୃତିକ କ୍ଲବ ତରଫରୁ ବିଶ୍ୱରତ୍ନ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର
Read More...

ରିକାପଲ୍ଲୀ ସାହିରେ ମହାବୀରଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ୱର ୱାର୍ଡ଼ ରିକାପଲ୍ଲୀ ସାହିରେ ଚଳିତ ମାସ ୩ ତାରିଖରେ ଯଜ୍ଞାନୁଷ୍ଠାନ ସହକାରେ ପ୍ରତିଷ୍ଠିତ ନବନିର୍ମିତ ଶ୍ରୀ ହନୁମାନ ଜୀଉଙ୍କ ମଣ୍ଡପରେ ମଧ୍ୟ ଚଳିତ ବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ମହାବୀରଙ୍କ ଜୟନ୍ତୀ
Read More...