Monthly Archives

April 2024

ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ : ଋସି ବାଗର୍‌ କଥା ପ୍ରକାଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ ଋସି ବାଗର୍‌ କଥା ପ୍ରକାଶିତ ହୋଇଯାଇଛି । ଏହି ଉପନ୍ୟାସରେ କୋଶଳାଞ୍ଚଳର ଚାଲିଚଳନ, ସଂସ୍କୃତି, ପରମ୍ପରା, ଲୋକ ଚରିତ୍ର, ଜୀବନ ଜୀବିକା ସନ୍ନିବେଶିତ ହୋଇରହିଛି । ଖୁବ୍
Read More...

ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ଜନ ନାୟକ, ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ସ୍ଥାନୀୟ ବିଜୁ ଜନତା ଦଳର କର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନି ସାହୁ ବିଜୁ ପଟ୍ଟନାୟକଙ୍କ ଫଟୋ
Read More...

ପୁତୁଲାତଳେଇରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ : ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କୁ ବହୁ ଭୋଟରେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଅଲଣ୍ଡା ପଞ୍ଚାୟତ ପୁତୁଲାତଳେଇ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀରେ ପ୍ରଥମେ
Read More...

ପ୍ରଚଣ୍ଡ ତାତିରେ ଟକମକ୍ ହେଉଛି ସାରା ଓଡ଼ିଶା

ଭୁବନେଶ୍ୱର : ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା । ଆଜି ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି । ସକାଳ ୮ଟା ୩୦ ସୁଦ୍ଧା ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ
Read More...

ପ୍ରଭୁ ଶ୍ରୀରାମଙ୍କ ମସ୍ତକରେ ଶୋଭା ପାଇବେ ସୂର୍ଯ୍ୟଦେବ

ଅଯୋଧ୍ୟା : ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ରାମ ଲାଲାଙ୍କ ଦର୍ଶନ ଲାଗି ଜମୁଛି ପ୍ରବଳ ଭିଡ । ସୁନ୍ଦର ଆଲୋକମାଳରେ ସଜେଇ ହୋଇଛି ରାମ ମନ୍ଦିର । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର । ୫ଶହ
Read More...

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ : ବୁଥ୍‌ ବିଜୟ ସମାବେଶ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ମେ ୧୩ରେ ସାଧାରଣ ନିର୍ବାଚନ ନଜରରେ ରଖି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦବୀ ପାଇଁ ପ୍ରାର୍ଥିଙ୍କ ନାମ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ରଣନୀତି ଆରମ୍ଭ କରିଦେଇଛନ୍ତି । ଏନେଇ ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସନ୍ତୋଷପୁର
Read More...

ଯାତ୍ରା ଦେଖି ଫେରୁଥିବା ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଆଠଗଡ଼ : ଆଠଗଡରେ ଜଣେ ବୃଦ୍ଧଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସେ କଣ୍ଟାବନ୍ଧ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା‌ ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା । ତାଙ୍କ
Read More...

ବିଶ୍ୱ ହେମୋଫିଲିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ରକ୍ତସ୍ରାବ ଜନିତ ସମ୍ପ୍ରଦାୟ ଆଜି ଏକତ୍ରିତ ହୋଇ “ବିଶ୍ୱ ହେମୋଫିଲିଆ ଦିବସ” ପାଳନ କରୁଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ସମସ୍ତଙ୍କ ପାଇଁ ସମାନ ସୁବିଧା ସମସ୍ତ ରକ୍ତସ୍ରାବକୁ ଚିହ୍ନିବା । ୱାର୍ଲ୍ଡ ଫେଡେରେସନ୍ ଅଫ୍ ହେମୋଫିଲିଆ
Read More...

କୋଶଳ ମୁକ୍ତି ସେନା ପକ୍ଷରୁ ‘ମୁଇଁ ନାଇ ଯାଏଁ ତାମିଲନାଡୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମ ପଂଚାୟତର ଗୁହୁରିଆପଦର ଓ ମନୁପାଲି ଗ୍ରାମରେ କୋଶଳ ମୁକ୍ତି ସେନା ପକ୍ଷରୁ ମୁଇଁ ନାଇଁ ଯାଏଁ ତାମିଲନାଡୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କୋଶଳ ସ୍ୱାଭିମାନୀମାନେ ମତ ପ୍ରକାଶ
Read More...

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଟାଉନ୍‌ ହଲ, ପୁରୀଠାରେ ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ୍‌ ମିଡ଼ିଆ ଟେକ୍ନୋଲୋଜି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...