Monthly Archives

April 2024

ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟା

ସୋର : ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟା । ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ କର୍ମୀ ଜଣଙ୍କ ହେଲେ ଗ୍ରାମର ସବିତା ମହାନ୍ତି
Read More...

ଧରିତ୍ରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୭୦ରେ ଆରମ୍ଭ ହେବା ଦିନଠାରୁ "ଧରିତ୍ରୀ ଦିବସ" ଏକ ବିଶ୍ଵ ସ୍ତରୀୟ ଗଣ ଆନ୍ଦୋଳନରେ ପରିଣତ ହୋଇ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିଆସୁଛି । ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଜୈବ ବିବିଧତା ହ୍ରାସ ପର୍ଯ୍ୟନ୍ତ
Read More...

ଜୟପାଟଣାଠାରେ ମତଦାନ ପାଇଁ ସଚେତନତା ରେଲି

ଜୟପାଟଣା, (ଶେଷଦେବ ବେହେରା) : ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପ୍ରଶାସନ ମେ ୧୩ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମତଦାତାଙ୍କୁ ଅଧିକରୁ ଅଧିକ ସଂପୃକ୍ତି ପାଇଁ ଏକ ସଚେତନତା ରେଲିର ଆୟୋଜନ କରାଯାଇଥିଲା । ଏହି ସଚେତନ ପଟୁଆରରେ ଶତାଧିକ
Read More...

ରାଉରକେଲା ସାହିତ୍ୟ ସଂସଦ ଗଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ନୂତନ କରି ସୃଷ୍ଟି ହୋଇଥିବା 'ରାଉରକେଲା ସାହିତ୍ୟ ସଂସଦ'ର ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଉଦ୍‌ଘାଟକ, ଅନ୍ୟତମ ଉଦ୍‌ଘାଟକ ଅନୀଲ କୁମାର ଦାଶ ଯୋଗଦେଇ ସଂସଦର
Read More...

ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିର ବାର୍ଷିକ ଉତ୍ସବ ପରିଚାଳନା ସମିତିର ସଭାପତି ରୂପଧର ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଆରତୀ ଭୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବଲାଙ୍ଗିର
Read More...

ଆସନ୍ତା ଦୁଇଦିନ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ

ଭୁବନେଶ୍ୱର : ତାତିରୁ ମିଳିବନି ତ୍ରାହି । ଆଜି ବି ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ତେବେ ଆସନ୍ତା ୨ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ହିଟୱେଭ୍ ନରହିଲେ ବି ଖରା ଓ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସମସ୍ତ ଉପକୂଳବର୍ତ୍ତୀ ଓ ଆଖପାଖ ଜିଲ୍ଲାରେ
Read More...

୧୧ କେଭି ତାର ଛିଣ୍ଡି ବାପା ମୃତ, ପୁଅ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ କୋରା ବେହେରା ଓ ତୋଫାନ ବେହେରା ବିଲକୁ ସାରୁ ଖୋଳିବାକୁ ଯାଇଥିଲେ ଏହି ସମୟରେ ହଠାତ୍ ୧୧ କେଭି ତାର ଛିଣ୍ଡି କୋରାଙ୍କ ଉପରେ ପଡ଼ିଥିଲା ଏହା
Read More...

ଭିତରକନିକାରେ ୨୧୮ ନବରଙ୍ଗୀ ଚଢ଼େଇ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ‘ମ୍ୟାନଗ୍ରୁଭ୍‌ ପିଟା’ ବା ନବରଙ୍ଗୀ ଚଢେଇଙ୍କ ଗଣନା ଶେଷ ହୋଇଛି । ଗତକାଲି ଗୋଟିଏ ଦିନରେ ୩୬ଟି ଟିମ୍‌ରେ ୭୨ଜଣ ବନକର୍ମଚାରୀ ୫ଟି ରେଞ୍ଜ୍‌ରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ । ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନର ୫ଟି ରେଞ୍ଜ୍‌ ମଧ୍ୟରୁ
Read More...

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର : ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଅତାବିରା ଅଞ୍ଚଳର ଶ୍ରୀନୁ ବୋଲି ସମ୍ବଲପୁର ଜିଆର୍‌ପି ପୁଲିସ ପକ୍ଷରୁ କୁହାଯାଇଛି । ରବିବାର ସକାଳେ ବରଗଡ଼ ରେଳଷ୍ଟେସନ୍‌ ନିକଟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା
Read More...

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ସୋର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ସୂଚନା ଅନୁଯାୟୀ, ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା
Read More...