Monthly Archives

April 2024

ଉଠା ଦୋକାନୀମାନଙ୍କ ସହ କଳିକେଶଙ୍କ ଭାବ ବିନିମୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଦୋକାନୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ରେ ବଲାଙ୍ଗିର ଉଠାଦୋକାନୀ ମହାସଂଘର ସଭାପତି ଦଳିତ ନେତା ଶମ୍ଭୁ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଟିଟିଲାଗଡ ଦେଶିଲ ନିକଟରେ ମାଟି ପକାଇ ପୋତା ଯାଉଛି ଜମି : ରୟାଲ୍ଟି କାହା ପାଖକୁ ଗଲା ?

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଜମି ବ୍ୟାପାର କରିବା ପାଇଁ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଜମି କିଣା ବିକା ଚାଲିଛି । ଖାଲୁଆ ଜମିକୁ ଉଚ୍ଚ କରିବା ପାଇଁ ଶହ ଶହ ଟ୍ରିପ ମାଟି ପକାଯାଉଛି । ତାହା ପୁଣି ଆର୍‌ଆଇଙ୍କୁ ନ ଜଣାଇ । ସରକାରୀ ମାଟି ନେବାକୁ ହେଲେ ଆର୍‌ଆଇ
Read More...

ମନରେଗା ଦୁର୍ନୀତି ଓ ଲୋକପାଳଙ୍କ ସର୍‌ଜମିନ୍‌ ତଦନ୍ତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଲିପଦର୍ ପଂଚାୟତ ଅନ୍ତର୍ଗତ ଲୋକାପଡ଼ା ଗ୍ରାମର ଭେଲୁଆମୁଣ୍ଡା ବନ୍ଧର (ପୋଖରୀର) ଉନ୍ନତିକରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ନିମନ୍ତେ ସରକାର ମନରେଗା ଯୋଜନା
Read More...

ପ୍ରଥମ ରୟାଲ ଓପନ୍‌ କରାଟେ ଚମ୍ପିୟାନ୍‌ସିପ୍‌ ଆସନ୍ତା ୨୭ ଓ ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥମ ରୟାଲ କରାଟେ ଓପନ୍‌ ଚମ୍ପିୟାନ୍‌ସିପ୍‌ ୨୦୨୪ ଚଳିତ ମାସ ୨୭ ଓ ୨୮ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସେକ୍ଟର ୧୯ ସ୍ଥିତ ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମୁଖ୍ୟ ଅନୁଦେଷ୍ଟା
Read More...

ବାଲିଗୁଡା ପୋଲିସଙ୍କୁ ବଡ ସଫଳତା : ୪ କୋଟିରୁ ଅଧିକ ଗଞ୍ଜେଇ ଜବତ

ବାଲିଗୁଡା : ବାଲିଗୁଡା ପୋଲିସଙ୍କୁ ବଡ ସଫଳତା । ଗଦ୍ରଙ୍ଗିଆ ଘାଟି ନିକଟ ଇର୍ପିଗୁଡା ଜଙ୍ଗଲରୁ ୪କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ । ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ଖବର ପାଇବା ପରେ ଅଚାନକ ରେଡ୍‌ କରିଥିଲା ପୋଲିସ । ପୋଲିସ ଆସୁଥିବାର
Read More...

କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ

ନୂଆପଡା, (କେପିଏନ୍‌ଏସ୍‌) : ଗତକାଲି ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀ ପଟ୍ଟନାୟକ ଖରିଆର ରୋଡ଼ ଶିବ ମନ୍ଦିର ଠାରେ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ମାନଙ୍କ ସହିତ ଶହ ଶହ ବାଇକ ଓ ଚାରିଚକିଆ ଯାନରେ
Read More...

କାର୍‌ରୁ ୩୦ ଲକ୍ଷ ଜବତ କଲା ପୁଲିସ୍‌

ଛତିଶଗଡ଼ : ଛତିଶଗଡ଼ ସୀମାରେ ୩୦ ଲକ୍ଷ ଜବତ । ନିର୍ବାଚନ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି । ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୁଲିସ୍‌ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି । ପୁଲିସ୍‌ କାର୍‌ରେ ବସିଥିବା ଜଣେ ବ୍ୟକ୍ତି ଓ
Read More...

ହାଟପଦାପଡ଼ା ବୀଣାପାଣି ଯୁବକ ସଙ୍ଘ ତରଫରୁ ହନୁମାନ ଜନ୍ମ ଉତ୍ସବ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦାପଡ଼ାର ବୀଣାପାଣି ଯୁବକ ସଙ୍ଘ ତରଫରୁ ୧୬ତମ ହନୁମାନ ଜନ୍ମ ଉତ୍ସବ ଅତି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ହୋମଯଜ୍ଞ କରିବା ପରେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସଙ୍ଘ
Read More...

ଆହୁରି ବଢିବ ତାତି : ୪-୬ ଡିଗ୍ରୀ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର : ଆହୁରି ବଢିବ ତାତି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେଲା ସାମାନ୍ୟ ଆଶ୍ୱସ୍ତି
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ବାଙ୍କୀ ରେଞ୍ଜର ଖେସରାବିଟ୍ ରଙ୍ଗେଇଗୁଢା ଗ୍ରାମ ନିକଟରେ ଦାନ୍ତା ହାତୀର ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ଦନ୍ତା ହାତୀ ଅସୁସ୍ଥ ଥିଲା । ହାତୀଟି କୋଇଡ଼ା ରେଞ୍ଜରେ ଘୁରି ବୁଲୁଥିଲା । ଆଜି
Read More...