Monthly Archives

April 2024

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ରେ ବୁଡି ବୃଦ୍ଧ ନିଖୋଜ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ୍‌ ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପ୍ରତାପପୁର କେନାଲ୍‌ଛକ ନିକଟରେ ସ୍ନାନ ପାଇଁ ଯାଇ ଜଣେ ବୃଦ୍ଧ ଭାସି ଯାଇଥିବାର ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ପ୍ରତାପପୁର ଗ୍ରାମର ଲଛମନ ରାଉତ (୬୫) ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ
Read More...

ବିଜେଡିର ଗଡ଼ରେ ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଉଛି ନବୀନଙ୍କ ନିର୍ବାଚନ ମଣ୍ଡଳୀ ଆଉ ସେହି ଜିଲ୍ଲାର ହେଡ୍ କ୍ୱାଟର ଛତ୍ରପୁରକୁ ଆସନ୍ତି ନବୀନ ବାବୁ ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରତିଥର ଆସିଥାନ୍ତି । ଏପରିକି ନବୀନ ବାବୁଙ୍କ ବହୁ ଯୋଜନା, ରାଜ୍ୟସ୍ତରୀୟ, ଜାତୀୟସ୍ତରର
Read More...

୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା

କଟକ : ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ଖବର ମୁତାବକ, ଗତକାଲି ଶହେ ଟଙ୍କା ପାଇଁ ଅଭିଯୁକ୍ତ ବାପା ମାନସ ବେହେରା ତାଙ୍କ ପୁଅ
Read More...

ଆଞ୍ଚଳିକ ଆର୍ଟ ଗ୍ୟାଲେରୀ : ବଲାଙ୍ଗିର ଠାରେ ପ୍ରଥମଥର ପାଇଁ ସ୍ଥାନୀୟ ଶିଳ୍ପୀଙ୍କ ମିଳିତ ଚିତ୍ରକଳା ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶହରରେ ନବନିର୍ମିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ୫ ଜଣ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମିଳିତ ଭାବେ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଅଞ୍ଚଳର ସୁନାମଧନ୍ୟ ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର,
Read More...

ବିଜେପି ଛାଡି ବିଜେଡିରେ ଯୋଗଦାନ ପରେ ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେବାକୁ ଲାଗିଛି । ଧିରେ ଧିରେ ବିରୋଧୀ ଦଳର ବିଧାୟକ ପ୍ରାର୍ଥୀମାନେ ଗୋଟିଏ ପରେ ଗୋଟିଏ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ପ୍ରଥମେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର
Read More...

ବାନ୍ଦୁପଲା ଗ୍ରାମରେ ବନ୍ଧୁକ ଦେଖାଇ ଧମକ୍‌ଚମକ୍‌ : ଅଭିଯୁକ୍ତ ଯୁବକ ଗିରଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ଗ୍ରାମରେ ଜଣେ ଯୁବକ ଅତ୍ୟଧିକ ନିଶା ସେବନ କରି ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ୍‌ଚମକ୍ ଦେଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାପାଖରୁ ଏକ ବନ୍ଧୁକ ଜବତ କରିଥିବା
Read More...

ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାନସଭା ପାଇଁ ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ସୁବାସ ଚନ୍ଦ୍ର ବେହେରା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣି ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ
Read More...

ଗଁରେଇ ଗ୍ରାମରେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର : ବାପଘର ଲୋକଙ୍କ ହତ୍ୟା ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଶାଶୁଘର ଲୋକେ ଉଦ୍ଧାର କରିଥିବା ବେଳେ ଏହା ଏକ ହତ୍ୟା ଘଟଣା ବୋଲି ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିବାରୁ
Read More...

ପୌରାଞ୍ଚଳରେ ସମରେନ୍ଦ୍ର : ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର

ବିକାଶକୁ ଚୋରୀ କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଏବଂ ବଲାଙ୍ଗିର ପୌରପରିଷଦ ଦୀର୍ଘଦିନ ଧରି ବିଜେଡି ଅଧିନରେ । ପୁଣି ଏଠାକାର ବିଜେଡି ନେତାମାନେ ୨୪ ବର୍ଷ ଧରି ଲଗାତାର କ୍ଷମତାରେ ଥିଲେ । ଏତେ ଲମ୍ବା
Read More...

ଚଇତି ଚଢ଼େଇର ରଜତ ଜୟନ୍ତୀ ସମାରୋହ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ପ୍ରକାଶିତ ଚଇତି ଚଢ଼େଇ ଶିଶୁ ପତ୍ରିକାର ରଜତ ଜୟନ୍ତୀ ସମାରୋହ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...