Daily Archives

ରାଜଧାନୀରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ରାଜଧାନୀରୁ ବିପୁଳ ଟଙ୍କା ଜବତ । ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହେଲା ୭୫ ଲକ୍ଷର ନଗଦ ଟଙ୍କା । ଏତେ ପରିମାଣର ଟଙ୍କା ଜବତ ପରେ ତଦନ୍ତ କରୁଛି ଆୟକର ବିଭାଗ । ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି
Read More...

ଯୁବକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

କଟକ : ଦୋଳମୁଣ୍ଡାଇ ଛକ ନିକଟରେ ସଡ଼କ ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ବ୍ୟକ୍ତି ଜଣକ ହେଲେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲି । ସୂଚନା ଅନୁସାରେ ପ୍ରମୋଦ ମୁଦୁଲି ଟେଲର୍‌ କାମ କରୁଥିଲେ । ଗତ ରାତିରେ ପ୍ରମୋଦ ଘରକୁ ଫେରୁଥିବା ବେଳେ ପଛ ପଟୁ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏଆଇୟୁ ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପ୍‌ମେଣ୍ଟ ସେଣ୍ଟର (ଏଆଇୟୁ - ଏଏଡିସି), ଗୃହ ବିଜ୍ଞାନ ବିଭାଗ ଏବଂ ଇଣ୍ଡିଆନ୍ ୟୁନିଭରସିଟିସ୍ ଆସୋସିଏସନ୍ (ଏଆଇୟୁ), ନୂଆଦିଲ୍ଲୀ ମିଳିତ ଭାବେ ଆଜିଠାରୁ 'କମ୍ୟୁନିଟି
Read More...

ଆକାଶରୁ ବର୍ଷୁଛି ନିଆଁ : ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା । ଗତକାଲି ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ, ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ସର୍ବାଧିକ ଉତ୍ତପ୍ତ ସହର । ଏଥିସହ ଅନୁଗୁଳରେ ୪୪.୩, ବୌଦ୍ଧରେ
Read More...

ହିଞ୍ଜିଳି ବିଧାନସଭା ଆସନରୁ ନବୀନ ଆଜି ଦାଖଲ କରିବେ ପ୍ରାର୍ଥୀପତ୍ର

ବ୍ରହ୍ମପୁର : ଆଜି ନାମାଙ୍କନ ଭରିବେ ନବୀନ । ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ
Read More...

ମହୁଲ ବୋଝେଇ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌ ଜବତ : ୫ ଗିରଫ

କେନ୍ଦୁଝର : କେନ୍ଦୁଝର ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୨ଟାବେଳେ କେନ୍ଦୁଝର ଟାଉନ ଥାନା ବାମ୍ପାର ନିକଟରୁ ଗୋଟିଏ ମହୁଲ ବୋଝେଇ ୧୬ ଚକିଆ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ଦୁଇଜଣ ପିକ୍‌ଅପ୍‌ ଭ୍ୟାନ୍‌
Read More...

ସଚ୍ଚୋଟତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ମିଶ୍ର) : ସଚ୍ଚୋଟତା ଦିବସ ୧୯୯୦ ଦଶକ ଆରମ୍ଭରେ ଦି ବୁକ୍ ଅଫ୍ ଲାଇସ୍ (ମିଥ୍ୟା ବିଷୟରେ ବହି)ର ଲେଖକ ଏମ୍‌ ହିରଶ ଗୋଲଡବର୍ଗଙ୍କ ଦ୍ଵାରା ସୃଷ୍ଟି କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା । ଏହା ଏକ ମୌଳିକ ମୂଲ୍ୟବୋଧ ଯାହାକୁ
Read More...

ଜିଲ୍ଲା କଳାକାର ସମନ୍ୱୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନ ଏକ ମାସ ବୃଦ୍ଧି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ବଲାଙ୍ଗିରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନା ଆବେଦନ ଏକ ମାସ ବୃଦ୍ଧି ନିମନ୍ତେ ଜିଲ୍ଲା କଳାକାର ସମନ୍ୱୟ ସମିତି ଦାବୀପତ୍ର ଦେଇଛି । ପ୍ରକାଶଥାଉକି -ଓଡିଶା ସରକାର ଓଡିଆ ଭାଷା, ସଂସ୍କୃତି ବିଭାଗ ତା.୦୬.୦୨.୨୦୨୪ ରାଜ୍ୟରେ ନୂତନ କଳାକାର
Read More...