Monthly Archives

March 2024

ବିହାରର ବେଟିଆଠାରେ ବିକଶିତ ଭାରତ ବିକଶିତ ବିହାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ବିହାରର ବେଟିଆରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ୧୦୯ କିଲୋମିଟର ଦୀର୍ଘ ଇଣ୍ଡିଆନ ଅଏଲର ମୁଜାଫରପୁର - ମୋତିହାରୀ ଏଲ୍‌ପିଜି ପାଇପଲାଇନ ଉଦ୍‌ଘାଟିତମୋତିହାରୀରେ ଇଣ୍ଡିଆନ୍ ଅଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଏବଂ
Read More...

ଖେଲୋ ଇଣ୍ଡିଆ ପଦକ ବିଜେତା ସରକାରୀ ଚାକିରି ପାଇଁ ଯୋଗ୍ୟ

ସଂଶୋଧିତ ନିୟମ ଭାରତକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବାରେ ଆମ ଆଥଲେଟମାନଙ୍କୁ ସହଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କ୍ରୀଡ଼ା ବିଭାଗ ସହଯୋଗରେ
Read More...

କଂଗ୍ରେସ ଦଳର କର୍ମକର୍ତ୍ତା ସମ୍ବିଳନୀ

ବିଜେଡି ବିଜେପି ମେଣ୍ଟଙ୍କୁ ହରାଇ କଂଗ୍ରେସ ସରକାର ଗଢ଼ିବ : ସମ୍ପାଦକ ଶ୍ରୀ ହୁସେନ ସଇଁତଲା, (ପ୍ରମୋଦ ସେଲମା) : ୨୫ ବର୍ଷ ବିଜେଡି ସରକାର ରାଜ୍ୟରେ ଶାସନ କାଳରେ ନାରୀ ନିର୍ୟାତନା, ଚାଷୀ ମରଣନୀତି, ବେରୋଜଗାରୀ, ନିଯୁକ୍ତି ଅଭାବ ସମସ୍ୟା ଘେରରେ ସରକାର ବୁଡି ରହିଛି । ସେହିପରି କେନ୍ଦ୍ର
Read More...

ଆଦିବାସୀ ସମ୍ମିଳନୀରେ ଅବସର ପ୍ରାପ୍ତ ରାଷ୍ଟ୍ରୀୟ ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ

ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ରାଜସ୍ୱ ସେବାରୁ ଅବସର ଗ୍ରହଣ କରି ନିଜର ଜନ୍ମମାଟି ଜୟପାଟଣାକୁ ଫେରିବା ପରେ ଗଙ୍ଗାଧର ମାଝିଙ୍କୁ ବିଭିନ୍ନ ସଙ୍ଗଠନ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ୨୯ ତାରିଖ ଦିନ ଶ୍ରୀ ମାଝୀ ଛତିଶଗଡ ରାଜ୍ୟର ଜିଏସ୍‌ଟି କମିଶନର
Read More...

ବିଭିନ୍ନ ୱାର୍ଡ ବୁଲିଲେ ନରସିଂହ ଓ ସମରେନ୍ଦ୍ର : ଉନ୍ନୟନ ପ୍ରକଳ୍ପ ଗୁଡିକର ହେଲା ଭିତ୍ତିପ୍ରସ୍ତର

ଆମ ଏକତା ହିଁ ଅଂଚଳର ବିକାଶ କରିବ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମର ଲକ୍ଷ୍ୟ ଏକ ହେଲେ ଆମ ଭିତରେ ଏକତା ଆସିବ ଏବଂ ଆମର ଏକତା ହିଁ ଆମ ଅଂଚଳର ବିକାଶର ରାସ୍ତା ଦେଖେଇବ ବୋଲି ଆଜି ପୌରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୮,୯,୧୦, ୩, ୪, ୨୧ର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ
Read More...

ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବୁଧବାର ଦିନ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜିର ସାହିତ୍ୟିକ, ସଂଗଠକ ତଥା ସମାଜସେବୀ ଶ୍ରୀମତୀ ସ୍ମିତା ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା
Read More...

ବିଜୁ ପଟ୍ଟନାୟକ ଜଣେ ଅନନ୍ୟ ବ୍ୟକ୍ତିତ୍ଵ

ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁବାବୁଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ବିଜୁ ପଟ୍ଟନାୟକ ଯେ କି ସର୍ବଦା ଓଡ଼ିଶାର ସର୍ବାଙ୍ଗିନ ବିକାଶ କଥା ଚିନ୍ତା କରୁଥିଲେ । ଜଣେ ଶତାବ୍ଦୀର ସୂର୍ଯ୍ୟ ହେଲେ ଅନ୍ୟଜଣେ ଶତାବ୍ଦୀର ଭୂମିପୁତ୍ର । ବିଜୁ ପଟ୍ଟନାୟକ ଏ ଜାତିର ଗର୍ବ ଓ ଗୌରବ ।
Read More...

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସିଏସ୍‌ଆର୍‌ ବିଭାଗ ଦ୍ୱାରା ନିର୍ମିତ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀ ପିଲାମାନଙ୍କ ଖାଦ୍ୟ ଗ୍ରହଣ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଇସ୍ପାତ କାରଖାନାର କାର୍ମିକ ବିଭାଗର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ
Read More...

ବାରବନ୍ଧ ଗ୍ରାମରେ ମୋବାଇଲ୍ ନେଟୱାର୍କ ସମସ୍ୟା : ସାଧାରଣରେ ଅସନ୍ତୋଷ

୯ଶହ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀବିଡିଓଙ୍କୁ ଦାବିପତ୍ର ପ୍ରଦାନମୋବାଇଲ ନେଟୱର୍କରୁ ବଞ୍ଚିତ ଅଞ୍ଚଳବାସୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ମୁଖ୍ୟ ରାଜସ୍ୱ ଗ୍ରାମ ବାରବନ୍ଧ ସହ ସୁକୁନିପଦର, ରାଣୀସିଲେଟ, ବେହେରାଖାଇ ଓ
Read More...