Monthly Archives

March 2024

ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ

ସୁନ୍ଦରଗଡ : ରାଜ୍ୟରାଜପଥର ମଝି ରାସ୍ତାରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି । ୪ ରୁ ୫ଜଣ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଭାବେ ଗୁଳି ଚାଳନା କଲେ ଓ ଫେରାର୍‌ ମାରିଲେ । ତେବେ ଏହି ଘଟଣା ଟି ସୁନ୍ଦରଗଡ- ବଡ଼ଗାଁ- କୁତ୍ରା ମଝି ରାସ୍ତା ରାଜ୍ୟରାଜପଥ ନଂ. ୧୦ ବିଜୁ ଏକ୍ସପ୍ରେସ ୱେରେ
Read More...

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ…

ବଲାଙ୍ଗିର : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ
Read More...

କିଛି ଦିନର ନୀରବତା ପରେ ପୁଣି ବେଆଇନ ଖଇର କାଠ ଚାଲାଣ ହେବାକୁଥିଲା : ମାଡ଼ି ବସିଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ଗତ ୭ ତାରିଖ ଦିନ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ଏହାର ସାତଦିନ ପରେ ପୁଣି ବିପୁଳ ପରିମାଣର ଖଇର କାଠ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ
Read More...

ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଜିଠାରୁ ସାରା ରାଜ୍ୟରେ ସାମ୍ବାଦିକଙ୍କ କଳାବ୍ୟାଚ…

ବଣାଇ, (ହବିବ ମହମ୍ମଦ ଖାନ) : ସାମ୍ବାଦିକମାନଙ୍କ ନ୍ୟାୟିକ ଦାବୀ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଥୋଚିତ ଦାବୀକୁ ଅଣଦେଖା କରିବା ଘଟଣାକୁ ଗୁରୁତର ଭାବେ ନେଇଛି ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ । ଏହି
Read More...

ପଚିଶ ବର୍ଷ ଶାସନର ହିସାବ ଲୋକଙ୍କୁ ଦିଅ : ସମରେନ୍ଦ୍ର

ପିଲାଙ୍କୁ ଶିକ୍ଷା ଓ କର୍ମନିଯୁକ୍ତିରୁ ବଂଚିତ କରିଛି ଏଇ ସରକାର : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଛୁଆ ଜନ୍ମରୁ ବେକାରୀ ହେବା ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଚାଲିଛି, ଷଡଯନ୍ତ୍ର କରି ଆମର ପିଲାମାନଙ୍କୁ ଉତ୍ତମ ଶିକ୍ଷାରୁ ବଂଚିତ କରାଯାଇଛି, ଯଦି ବି କେହି କିଛି
Read More...

ସୋରିଷ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଜଟରଲା ଗ୍ରାମରେ ସୋରିଷ ଫସଲର ଇକ୍ରିସାଟ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଏହି ବର୍ଷ ଓଡିଶା ସରକାରଙ୍କ ରାଇସ ଫେଲୋ
Read More...

ଜୟପାଟଣାରେ ବିଜେଡିର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାର ରାଜନୈତିକ ମାହୋଲରେ ହଠାତ୍ ତାତି ଉଠି ଥିବାବେଳେ କଂଗ୍ରେସର ରଣହୁଙ୍କାରକୁ ପ୍ରତିହତ କରିବା ପାଇଁ ବିଜେଡି ଯୁବବାହିନୀର ମୋଟରସାଇକେଲ ଶୋଭାଯାତ୍ରା ପ୍ରତିପକ୍ଷଙ୍କ ପାଇଁ ଏକ ସନ୍ଦେଶ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । କଂଗ୍ରେସ ଦ୍ଵାରା ଆୟୋଜିତ
Read More...

ପଙ୍ଗନିଆ, ତଳିପଡାରେ ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ ଗ୍ରାମ ତଳିପଡ଼ାରେ ଚାଲିଥିବା ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ରୂପେ ମହେଶ୍ୱର ନାଗ ଓ ତାଙ୍କ ଧର୍ମପତ୍ନୀ ହାରାବତୀ ନାଗ ଥିବାବେଳେ ପୂଜକ ରୂପେ
Read More...

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ବଙ୍ଗୋମୁଣ୍ଡାର ସରପଞ୍ଚ ଅଜିତ କୁମାର ଯୋଶୀ, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ,
Read More...

ଆଇଏନ୍‌ଏସ୍‌ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୧୫ ତାରିଖରେ ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି) ଅନୁଷ୍ଠିତ ହେବ । ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ମହିଳା ଅଗ୍ନିବୀରଙ୍କ ସମେତ ପାଖାପାଖି ୨୬୦୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ
Read More...