Monthly Archives

March 2024

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ବଦଳିଆଇଏଏସ୍ ଓ ଆଇପିଏସ୍ ପାଇନଥିବା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ; ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ୮ ଜଣ ଅଣକ୍ୟାଡର ଏସ୍‌ପି/ଏସ୍‌ଏସ୍‌ପି ଓ ୫ ଜଣ ଅଣକ୍ୟାଡର
Read More...

ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ : ମୁଖ୍ୟ ଅଭିଯୁକ୍ତ ଫେରାର୍‌, ୨ ଗିରଫ୍‌

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ଓ ସଇଁତଲା ରେଂଜ ସହ ତୁଷୁରା ପୋଲିସର ମିଳିତ ଚଢ଼ାଉରେ ତୁଷୁରା ଥାନା ଅନ୍ତର୍ଗତ ଲୁର୍କି ଗାଁରୁ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହ କାଠ କାମରେ ବ୍ୟବହୃତ ଯନ୍ତ୍ରପାତି ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ସମରା ନିବାସୀ ବ୍ୟାସଦେବ ସେଠ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଭାବେ ୫ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୫ଜଣ ଯୋଗ ଦେଇଛନ୍ତି । ବଙ୍ଗୋମୁଣ୍ଡା ପଞ୍ଚାୟତ ଗୋହିରାପଦର ଗାଁର ଦୀପକ ମେହେର, ବଳଧା ପଞ୍ଚାୟତ ସାନମୁଲା ଗାଁର ଶ୍ରୀକାନ୍ତ ମିଶ୍ର, କପିଲାଭଟା ପଞ୍ଚାୟତ
Read More...

ଟ୍ରକକୁ ପଛରୁ ପିଟିଲା ଟ୍ରକ୍ : ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

ନୂଆପଡ଼ା : ଟ୍ରକକୁ ପଛରୁ ପିଟିଲା ଟ୍ରକ୍ । ଧକ୍କା ହେବା ଫଳରେ ପଛରେ ଥିବା ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା
Read More...

ପରଲୋକରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ

ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଯାଇଛି । ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ
Read More...

ପାଇକମାଲ ହାଇସ୍କୁଲରେ ବିଶ୍ଵ ବନ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ବନ ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ଯୋଗଦାନ କରି ବନର
Read More...

ଅଞ୍ଚଳ ମହାବିଦ୍ୟାଳୟରେ ପ୍ରମାଣପତ୍ର ବିତରଣ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁବାର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ କୋଡିଏ ଦିନ ବ୍ୟାପି ଚାଲିଥିବା ଆତ୍ମ ସୁରକ୍ଷା ତାଲିଳିମ କାର୍ଯ୍ୟକ୍ରମର ପ୍ରମାଣପତ୍ର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ପୌରୋହିତ୍ୟ କରି ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର
Read More...

ଧନକଉଡା ଗୋଷ୍ଠୀସ୍ତରୀୟ ରାଷ୍ଟ୍ରୀୟ ବାଲ୍‌ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ଗୁରବାର ଦିନ ଧନକଉଡା ବ୍ଲକ ଅଧୀନସ୍ଥ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ସମ୍ବଲପୁରରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍‌ କଂଗ୍ରେସ ପ୍ରତିଯୋଗିତା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଶ୍ଵ କବିତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ମାର୍ଚ୍ଚ ୨୧ ତାରିଖ ବିଶ୍ଵ କବିତା ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ସୌଜନ୍ୟରେ ବିଶ୍ଵ କବିତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ସଭା ଏବଂ କବିତା ପାଠ
Read More...

ଗାଁରୁ ଦାଦନ ହୋଇ ଗଲେ : ଶବ ହୋଇ ଫେରିଲେ

ତୁରେକେଲା, (କୈଳାସ ସଗ୍ରିଆ) : ଗାଁରୁ ଦାଦନ ହୋଇ ଗଲେ । ଶବ ହୋଇ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ଜାମକି ଗାଁରେ । ଜାମକି ଗାଁର ବିଦ୍ୟାଧର ମାଝୀ ପରିବାର ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଦିନରାତି କାମ
Read More...